୫ ଜିଲାରେ ବର୍ଷା ସହ ବଜ୍ରପାତ ସମ୍ଭାବନା: ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର,୨୧।୩(ବ୍ୟୁରୋ): ରାଜ୍ୟର ୫ ଜିଲାରେ ଶନିବାର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଖୋର୍ଦ୍ଧା, କଟକ, ଯାଜପୁର, ପୁରୀ ଓ ଜଗତ୍‌ସିଂହପୁର ଆଦି ଜିଲାକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ତେବେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସାମାନ୍ୟ ବର୍ଷା ସହ ବଜ୍ରପାତ ହୋଇପାରେ। ଏହାକୁ ଦୃଷ୍ଟିରେ ଅପରାହ୍ନ ୨.୩୦ ପର୍ଯ୍ୟନ୍ତ ସତର୍କ ରହିବାକୁ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିମାନନ୍ଦ ମିଶ୍ରଙ୍କୁ ଜାମିନ: ତଳକୋର୍ଟ ନିର୍ଦ୍ଧାରଣ କରିବେ ଜାମିନ ସର୍ତ୍ତ

କଟକ ଅଫିସ, ୧୪ା୧୧- ପାରାଦୀପ ସିୱେଜ ଶିପିଙ୍ଗ କମ୍ପାନୀ ମ୍ୟାନେଜର ମହେନ୍ଦ୍ର ସ୍ବାଇଁ ହତ୍ୟା ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କୁ...

ରେସିଂ କାର ତିଆରି କଲେ ଓଡ଼ିଆ ଇଞ୍ଜିନିୟରିଂ ଛାତ୍ର

ଭବାନୀପାଟଣା,୨୧।୪: କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ସରକାରୀ ଇଞ୍ଜିିନିୟରିଂ କଲେଜର ମେକାନିକାଲ ଓ ଇଲେକ୍ଟ୍ରିକାଲ ଛାତ୍ରମାନେ ନିଜ ପ୍ରଚେଷ୍ଟାରେ ଏକ ହାତ ତିଆରି ଦ୍ରୁତଗାମୀ କାର ନିର୍ମାଣ...

ଖୋର୍ଦ୍ଧା ତହସିଲ ଅଞ୍ଚଳର ବେଆଇନ ପଥରଖଣି, କ୍ରଶର ଉପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଚଢ଼ାଉ

ଖୋର୍ଦ୍ଧା ଅଫିସ,୨୩।୭: ଖୋର୍ଦ୍ଧା ତହସିଲ ଅଞ୍ଚଳର ବିଭିନ୍ନ ବେଆଇନ ପଥର ଖଣି ଓ କ୍ରଶର ଉପରେ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ପକ୍ଷରୁ ମଙ୍ଗଳବାର ଚଢ଼ାଉ ଜାରିରହିଛି। ଏକକାଳୀନ...

ଋଷିକୁଲ୍ୟା ମୁହାଣରେ ବିଦେଶୀ ପକ୍ଷୀ

ଗଞ୍ଜାମ,୩ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଋଷିକୁଲ୍ୟା ମୁହାଣରେ ସମ୍ପ୍ରତି ବିଦେଶୀ ପକ୍ଷୀମାନଙ୍କ କଳରବ ଦେଖିବାକୁ ମିଳିଛି। ବିଦେଶୀ ପକ୍ଷୀମାନଙ୍କ ମଧ୍ୟରେ ଶହ ଶହ ସଂଖ୍ୟାରେ ମଙ୍ଗୋଲିଆ ପକ୍ଷୀ...

ସ୍ତ୍ରୀଙ୍କୁ ନେବାକୁ ଆସି ମାଡ଼ ଖାଇଲେ ସ୍ବାମୀ

ଭୁବନେଶ୍ୱର,୧୭।୪(ବ୍ୟୁରୋ): ସ୍ତ୍ରୀଙ୍କୁ ନେବାକୁ ଆସି ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି ସ୍ବାମୀ। ପୁରୁଷ ବନ୍ଧୁଙ୍କ ସହ ମିଶି ସ୍ତ୍ରୀ ମାଡ଼ ମାରି ଲହୁଲୁହାଣ କରିବା ପରେ...

ପାଟକୁରା ସଙ୍ଗଠନ ସଜାଡ଼ିବାକୁ ବୈଠକ

ଭୁବନେଶ୍ୱର,୧୯।୮(ବ୍ୟୁରୋ) : ପାଟକୁରା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲଙ୍କ ବିଜୟ ପରେ ଦ୍ୱିତୀୟ ଥର ଲାଗି ଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ପ୍ରଥମେ...

ଅଘଟଣ ଏଡ଼ାଇବାକୁ ଦୀପାବଳିରେ ଜଗିବେ ୫ ହଜାର ଆଗ୍ନିକ

ଭୁବନେଶ୍ୱର, ୨୬।୧୦(ବ୍ୟୁରୋ): ରବିବାର ଆଲୋକର ପର୍ବ ଦୀପାବଳି। ଏହି ସମୟରେ କୌଣସି ପ୍ରକାର ଅଘଟଣ ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ତେବେ ସୁରକ୍ଷିତ ଦୀପାବଳି...

୪ଜଣଙ୍କୁ ବଞ୍ଚାଇଥିବା ଟ୍ରାଫିକ୍‌ କନ୍‌ଷ୍ଟେବଳ ପୁରସ୍କୃତ

ଭୁବନେଶ୍ୱର,୫ା୧୨(ବ୍ୟୁରୋ): ୪ଜଣଙ୍କ ଜୀବନ ବଞ୍ଚାଇଥିବା ଜଣେ ଟ୍ରାଫିକ କନ୍‌ଷ୍ଟେବଳଙ୍କୁ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ପୁରସ୍କୃତ କରିଛନ୍ତି। କନ୍‌ଷ୍ଟେବଳ ଜଣକ ହେଲେ ଲଳିତ ମୋହନ ରାଉତ।...

Advertisement


Archives

Model This Week

Why Dharitri