୨ହଜାର ଅତିକ୍ରମ କଲା ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା: ହେବ ର଼୍ୟାପିଡ ଟେଷ୍ଟ

ନୂଆଦିଲ୍ଲୀ,୨୦।୪: ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ଚିହ୍ନଟ ହେଲେ ୧୧୦ କରୋନା ସଂକ୍ରମିତ। ଏହାକୁ ନେଇ ଏବେ ରାଜଧାନୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୨,୦୦୩ରେ। ଯାହା ଦିଲ୍ଲୀ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏଠାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୪୫ ହୋଇଥିବା ବେଳେ ୩୮ ଜଣ ଅନ୍ୟ ରୋଗରେ ପୀଡ଼ିତ ଥିଲେ ବୋଲି କହିଛନ୍ତି ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ। ଏହାକୁ ନଜରରେ ରଖି ସୋମବାରଠାରୁ ରାଜଧାନୀରେ ର଼୍ୟାପିଡ ଟେଷ୍ଟ ଆରମ୍ଭ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଅନ୍ୟପଟେ ଦେଶରେ ଜାରି ରହିଥିବା ଲକ୍‌ଡାଉନ ସୋମବାରଠାରୁ କେତେକ ରାଜ୍ୟରେ କୋହଳ କରାଯାଇଥିବା ବେଳେ ଦିଲ୍ଲୀରେ ଏହା ଆଦୌ କୋହଳ କରାଯିବ ନୋହିଁ ବୋଲି ରବିବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସ୍ପଷ୍ଟ କରିଥିଲେ। ସେ କହିଥିଲେ ଯଦିଓ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା କମ୍‌ ରହିଛି ହେଲେ ସ୍ଥିତି ଠିକ୍‌ ନ ଥିବାରୁ ଲକ୍‌ଡାଉନରେ କୌଣସି କୋହଳ କରାଯିବ ନାହିଁ। କାରଣ ସରକାରଙ୍କର ପ୍ରଥମ କର୍ତ୍ତବ୍ୟ ହେଉଛି ଦିଲ୍ଲୀବାସୀଙ୍କ ସୁରକ୍ଷା।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଖସୁଛି କରୋନା ଗ୍ରାଫ୍‌: ଆଜି ୩୮୭ ପଜିଟିଭ୍‌ ଚିହ୍ନଟ, ୪ ଜଣଙ୍କ ଜୀବନ ଗଲା

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ ୩୮୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨,୩,୦୨୯ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ଲୁଡୁ ଖେଳୁ ଖେଳୁ ପାକିସ୍ତାନୀ ଯୁବକଙ୍କ ପ୍ରେମରେ ପଡିଲେ ବିବାହିତ ମହିଳା: ଆଉ ତା’ପରେ

ଅମୃତସର,୬।୧: ଆଜିକାଲି ମୋବାଇଲ ଗେମ୍‌ ଏତେ ନିଶା ହୋଇଛି, ଯୁବପିଡି ଖାଇବାପିଇବା ଭୁଲି ଯାଉଛନ୍ତି। ମୋବାଇଲ ଗେମ୍‌ ଯୁବପିଢ଼ିଙ୍କ ମନକୁ ବେଶ୍‌ ପ୍ରଭାବିତ କରିବା ମଧ୍ୟ...

ଶାହାଙ୍କ ସ୍ଥାନରେ ହାୱଡାରେ ରାଲି କରିବେ ସ୍ମୃତି

କୋଲକାତା,୩୧ ।୧: ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ଇସ୍ରାଏଲ ଦୂତାବାସ ବାହାରେ ହୋଇଥିବା ବିସ୍ଫୋରଣ ପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ତାଙ୍କର ପଶ୍ଚିମବଙ୍ଗ ଗସ୍ତକୁ ବାତିଲ...

ହାର୍ଟଆଟାକରୁ ଦୂରେଇ ରହିବା ପାଇଁ ସକାଳେ ଗ୍ଲାସେ ଉଷୁମ ପାଣି ସହିତ ଏଥିରୁ ଖଣ୍ଡେ…

ଅଦା ଅନେକ ଔଷଧୀୟ ଗୁଣରେ ଭରପୁର। ଏହା ନାନା ପ୍ରକାର ରୋଗରୁ ଦୂରେଇ ରଖେ ବୋଲି ଆୟୁର୍ବେଦରେ ଉଲ୍ଲେଖ ଅଛି। ପ୍ରତିଦିନ ସକାଳେ ଖଣ୍ଡେ ଅଦା...

ଜେଲ୍‌ରେ ବଢୁଛି କଏଦୀଙ୍କ ଭିଡ଼: କର୍ମଚାରୀଙ୍କ ସଂଖ୍ୟା ଆବଶ୍ୟକତାଠାରୁ କମ୍‌

ନୂଆଦିଲ୍ଲୀ, ୩୧।୮: ଭାରତୀୟ ଜେଲ୍‌ଗୁଡ଼ିକରେ କଏଦୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଜେଲ୍‌ଗୁଡ଼ିକରେ କ୍ଷମତାଠାରୁ ଅଧିକ ସଂଖ୍ୟକ କଏଦୀ ରହିଛନ୍ତି। ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ ରିପୋର୍ଟ...

ନୂଆ ଅତିରିକ୍ତ ଜିଲାପାଳଙ୍କ ଯୋଗଦାନ

ଅନୁଗୋଳ ଅଫିସ, ୨୭।୩ : ଅନୁଗୋଳ ଜିଲାର ନୂତନ ଅତିରିକ୍ତ ଜିଲାପାଳ (ରାଜସ୍ବ) ଭାବେ ସନ୍ତୋଷ କୁମାର ପ୍ରଧାନ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏହା ପୂର୍ବରୁ...

୫୦% ଛାତ୍ରଙ୍କୁ କଲେଜରେ ମିଳିବ ଅନୁମତି: ୟୁଜିସି

ଜାତିସଂଘ,୮।୧୧: ଭାରତୀୟ କୂଟନୀତଜ୍ଞ ବିଦିଶା ମୈତ୍ର ଜାତିସଂଘ ଉପଦେଷ୍ଟା (ପ୍ରଶାସନିକ ଓ ବଜେଟାରି) କମିିଟିକୁ ମନୋନୀତ ହୋଇଛନ୍ତି। ତାଙ୍କୁ ୧୨୬ ଖଣ୍ଡ ଭୋଟ ମିଳିଛି। ୧୯୩...

ଜମ୍ମୁ-କଶ୍ମୀର ଏନକାଉଣ୍ଟର: ୨ ଆତଙ୍କବାଦୀ ନିହତ

ଶ୍ରୀନଗର,୧୬ ।୧୨: ଜମ୍ମୁ-କଶ୍ମୀରର କୁଲଗାମ ଜିଲାରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ଏକ ଏନକାଉଣ୍ଟରେ ୨ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି ।...

Advertisement
Archives

Model This Week