Posted inଜାତୀୟ

୧୬୫ ଯାତ୍ରୀଙ୍କୁ ନେଇ ଅଟକି ରହିଛି ଥର୍‌ ଏକ୍ସପ୍ରେସ୍‌

ଜୟପୁର,୧୦।୮: ଗତ ଶୁକ୍ରବାର ପାକିସ୍ତାନ ଥର୍‌ ଏକ୍ସପ୍ରେସ୍‌ ଚଳାଚଳକୁ ବନ୍ଦ କରିବା ପରେ ଏବେ ଏଥିରେ ୧୬୫ ଯାତ୍ରୀ ଅଟକି ରହିଥିବା ସୂଚନା ମିଳିଛି। ଏମାନଙ୍କ ମଧ୍ୟରେ ରହିଛନ୍ତି ୮୧ ଭାରତୀୟ ଓ ୮୪ ପାକିସ୍ତାନୀ। ଟ୍ରେନ୍‌ଟି ରାଜସ୍ଥାନର ମୁନାବାଓ ଷ୍ଟେଶନରେ ପଡି ରହିଛି। କଷ୍ଟମ ବିଭାଗ ପକ୍ଷରୁ ଏହାର ଯାଞ୍ଚ କରାଯାଉଛି। ପାକିସ୍ତାନର ଅନ୍ତର୍ଜାତୀୟ ସୀମାରେ ଏହା ଅଟକି ରହିଥିବାରୁ ଯାତ୍ରୀମାନେ ଏଥିରେ ହିଁ ଅଟକି ରହିଛନ୍ତି। ସୂଚନାଯୋଗ୍ୟ, ମୋଦି ସରକାର ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଓ ୩୫(ଏ) ହଟାଇବା ପରେ ପାକିସ୍ତାନର ଏକ ପ୍ରକାର ମୁଣ୍ଡ ବିଗିଡି ଯାଇଛି କହିଲେ ଚଳେ। ଏବେ ପାକିସ୍ତାନ ସୁରକ୍ଷା କାରଣ ଦର୍ଶାଇ ଟ୍ରେନ୍‌ ସେବାଠାରୁ ଆରମ୍ଭ କରି ଆକାଶ ପଥକୁ ମଧ୍ୟ ବନ୍ଦ କରି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରୋ ମିଶନ ୨୦୨୨: ଚଳିତ ବର୍ଷର ପ୍ରଥମ ପିଏସ୍‌ଏଲ୍‌ଭି-ସି୫୨ ସାଟେଲାଇଟ ଲଞ୍ଚ

ବେଙ୍ଗାଲୁରୁ,୧୪ ।୨: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ(ଇସ୍ରୋ) ଚଳିତ ବର୍ଷର ଏହାର ପ୍ରଥମ ମିଶନ ଭାବେ ସୋମବାର ଏକ ସାଟେଲାଇଟ ଲଞ୍ଚ କରିଛି । ଏହି...

ମହାରାଷ୍ଟ୍ରରେ ୨୦୪ ଗାଁ ବନ୍ୟା ପ୍ରଭାବିତ: ଫଡ଼ନଭୀସ୍‌

ମୁମ୍ବାଇ,୭।୮: ମହାରାଷ୍ଟ୍ରର ୨୦୪ ଗାଁ ବନ୍ୟା ପ୍ରଭାବିତ। ଏସବୁ ଗାଁରେ ଅଧିକ କ୍ଷୟକ୍ଷତି ହୋଇଥିବା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭୀସ୍‌ ବୁଧବାର ସୂଚନା ଦେଇଛନ୍ତି। ଏସବୁ ଗାଁରେ...

ଲକ୍‌ ଡାଉନ୍‌: ଅନିଶ୍ଚିତ ଭବିଷ୍ୟତ ମଧ୍ୟରେ ୨୪ କୋଟି ୯୮ ଲକ୍ଷରୁ ଅଧିକ ଶ୍ରମିକ

ନୂଆଦିଲ୍ଲୀ,୨୫।୩: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଭାରତ ସରକାର ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ୨୧ ଦିନିଆ ଲକ୍‌ ଡାଉନ୍‌ ଘୋଷଣା...

ମେଘାଳୟ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ, ୧୨ା୧୨: ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ୍‌ ସାଙ୍ଗାମା କରୋନାରେ ସଂକ୍ରମିତ ହୋଇଛନ୍ତି। ସେ ଏବେ ହୋମ୍‌ ଆଇସୋଲେଶନରେ ଥିବା ନେଇ ଟୁଇଟ କରି ଜଣାଇଛନ୍ତି। ଗତ...

ବିରୋଧୀଙ୍କ ହଟ୍ଟଗୋଳ: ଗୃହ ମୁଲତବୀ

ନୂଆଦିଲ୍ଲୀ,୨୦ା୭: ପାର୍ଲାମେଣ୍ଟର ମୋସୁମୀ ଅଧିବେଶନର ଦ୍ୱିତୀୟ ଦିନ ଅର୍ଥାତ ମଙ୍ଗଳବାର ମଧ୍ୟ ଦରଦାମ ବୃଦ୍ଧି, ବେରୋଜଗାରୀ, ଅଗ୍ନିପଥ ଯୋଜନା ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ବିରୋଧୀ...

ରାଜକ୍ଷମା ଆବେଦନକୁ ଫେରାଇ ନେବାକୁ ଚାହୁଁଛନ୍ତି ନିର୍ଭୟା ମାମଲାର ଅଭିଯୁକ୍ତ

ନୂଆଦିଲ୍ଲୀ,୭।୧୨: ଦେଶର ବହୁ ଚର୍ଚ୍ଚିତ ନିର୍ଭୟା ଗଣ ବଳାତ୍କାର ମାମଲାର ଅଭିଯୁକ୍ତ ବିନୟ ଶର୍ମା ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଥିବା କ୍ଷମା ଆବେଦନକୁ ଖୁବଶୀଘ୍ର ଫେରାଇ ନେବା...

ବାରଣ ସତ୍ୱେ ଜଳୁଛି ନଡା: ବଢୁଛି ବାୟୁ ପ୍ରଦୂଷଣର ମାତ୍ରା

ଅମ୍ରିତସର,୧୪।୧୦: ପଞ୍ଜାବରେ ସରକାରଙ୍କ ପକ୍ଷରୁ ନଡା ଜାଳିବା ବାରଣ କରାଯାଇଥିଲେ ବି ଅମ୍ରିତସରରେ କୃଷକମାନେ ନଡା ଜାଳୁଥିବା ଦେଖିବାକୁ ମିଳିଛି। ଫଳରେ ଦିଲ୍ଲୀର ବାୟୁ ପ୍ରଦୂଷଣ...

ଚନ୍ଦ୍ରଯାନରୁ ଚନ୍ଦ୍ରର ପ୍ରଥମ ଫଟୋ

ଚନ୍ଦ୍ରୟାନ-୨ ଚନ୍ଦ୍ରର କକ୍ଷପଥରେ ଅବସ୍ଥାପିତ ହେବାର ଦିନକ ପରେ ଅର୍ଥାତ ବୁଧବାର ଏହି ଚିତ୍ର ଉତ୍ତୋଳନ କରି ପ୍ରେରଣ କରିଛି ଲ୍ୟାଣ୍ଡର ବିକ୍ରମ। ଏହି ଫଟୋକୁ...

Advertisement
Archives

Model This Week