Posted inଜାତୀୟ

୧୦୦ କୋଟିର ହେରୋଇନ ଜବତ

ନୂଆଦିଲ୍ଲୀ/ଶ୍ରୀନଗର,୧୨ା୬:ପାକିସ୍ତାନ ପ୍ରାୟୋଜିତ ଏକ ବଡ଼ ଧରଣର ନିଶାଦ୍ରବ୍ୟ କାରବାର ର଼୍ୟାକେଟର ପର୍ଦ୍ଦଫାସ୍‌ କରିଛି ଜମ୍ମୁ-କଶ୍ମୀରର ହଣ୍ଡଓ୍ବାରା ପୋଲିସ। ଏହି ଘଟଣାରେ ସମ୍ପୃକ୍ତ ୩ ଲଶ୍କର-ଇ-ତୋଇବା ଆତଙ୍କବାଦୀ ଗିରଫ ହୋଇଥିବାବେଳେ ସେମାନଙ୍କଠାରୁ ୨୧ କିଲୋଗ୍ରାମ ହେରୋଇନ ଏବଂ ୧.୩୪ କୋଟି ଟଙ୍କା ମୂଲ୍ୟର ଭାରତୀୟ ମୁଦ୍ରା ଜବତ ହୋଇଛି। ଜବତ ହେରୋଇନ୍‌ ମୂଲ୍ୟ ୧୦୦ କୋଟି ଟଙ୍କା ହେବ। ଗିରଫ ଆତଙ୍କବାଦୀ ସେମାନଙ୍କ ପାକିସ୍ତାନୀ ପରିଚାଳକଙ୍କ ସହ ଯୋଗାଯୋଗରେ ଥିଲେ। ଗିରଫ ମୁଖ୍ୟ ଅଭିଯୁକ୍ତ ଇଫ୍‌ତିଖାର ଇନ୍ଦ୍ରାବି ଜଣେ କୁଖ୍ୟାତ ନିଶା ଚୋରାବେପାରୀ, ଯାହାଙ୍କ ନାମରେ ପୂର୍ବରୁ ଅନେକ ମାମଲା ରହିଛି। ଅନ୍ୟ ଜଣେ ତାଙ୍କ ଜ୍ୱଇଁ ମୋମିନ ପୀର୍‌ ଓ ତୃତୀୟ ବ୍ୟକ୍ତି ଇକ୍‌ବାଲ-ଉଲ୍‌ ଇସ୍‌ଲାମ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

‘କଂଗ୍ରେସ ଯୋଗୁ ଡେମ୍‌ଚୋକ୍‌ ଯାଏ ମାଡ଼ିଆସିଥିଲା ଚାଇନା’

ଲେହ,୧୯ା୮(ପି.ଟି.): କଂଗ୍ରେସ ଶାସନ ଅମଳରେ ପ୍ରତିରକ୍ଷା ନୀତିରେ ଲଦାଖକୁ ଉପଯୁକ୍ତ ଗୁରୁତ୍ୱ ଦିଆଯାଇ ନ ଥିବାରୁ ଚାଇନା ଡେମ୍‌ଚୋକ୍‌ ସେକ୍ଟର ପର୍ଯ୍ୟନ୍ତ ମାଡ଼ିଆସିଛି। ଅନୁଚ୍ଛେଦ ୩୭୦...

ରାଷ୍ଟ୍ରପତି ଭବନରେ ଆତ୍ମହତ୍ୟା କଲେ ହାବିଲଦାର

ନୂଆଦିଲ୍ଲୀ,୯।୯: ରାଷ୍ଟ୍ରପତି ଭବନରେ ରହୁଥିବା ସେନାର ଜଣେ ହାବିଲଦାର ଆତ୍ମହତ୍ୟା କରିଛନ୍ତି। ତାଙ୍କ ନାମ ଟେକ୍‌ ବାହାଦୂର। ପୋଲିସ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ...

କାରଗିଲ ବିଜୟ ଦିବସ ପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ

ନୂଆଦିଲ୍ଲୀ,୨୫।୭: ଆସନ୍ତା ଶୁକ୍ରବାର ପାଳନ ହେବ ୨୦ତମ କାରଗିଲ ବିଜୟ ଦିବସ। ଏଥିପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। କାରଗିଲର ଦ୍ରାସଠାରେ ଏହି ଦିବସ ପାଳନ...

ମହାରାଷ୍ଟ୍ରରୁ ଏକାଥରକେ ଚିହ୍ନଟ ହେଲେ ୭ ଓମିକ୍ରନ ଆକ୍ରାନ୍ତ

ନୂଆଦିଲ୍ଲୀ,୫।୧୨: ଦେଶରେ କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କର୍ନାଟକ, ଗୁଜରାଟ ଓ ଦିଲ୍ଲୀ ପରେ ଏବେ ଏହି ଭାରିଆଣ୍ଟ...

ପ୍ରଶାନ୍ତ କିଶୋର ଆରମ୍ଭ କରିବେ ‘ବାତ୍‌ ବିହାର କି’ କାର୍ଯ୍ୟକ୍ରମ

ପାଟନା,୧୮।୨: ଦିଲ୍ଲୀରେ ଅରବିନ୍ଦ କେଜରିଓ୍ବାଙ୍କ ନେତୃତ୍ୱାଧିନ ଆମ ଆଦମୀ ପାର୍ଟି(ଏଏପି)ର ବିପୁଳ ବିଜୟ ପରେ ଶ୍ରେୟ ନେଇଛନ୍ତି ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର। ମଙ୍ଗଳବାର...

ଗାଁରେ ଅନୁଷ୍ଠିତ ହେବ ମହିଳା ଅଦାଲତ…

ନୂଆଦିଲ୍ଲୀ,୧୭।୭ : ମହିଳା ସୁରକ୍ଷା ଏବଂ ଅଧିକାର ସହ ଜଡିତ ସମସ୍ୟାର ସମାଧାନ ପାଇଁ ଗ୍ରାମ ପଞ୍ଚାୟତରେ ମହିଳା ଅଦାଲତ ଅନୁଷ୍ଠିତ ହେବ। ସାତରୁ ୧୧...

ପାକିସ୍ତାନର ଏୟାରଷ୍ଟ୍ରାଇକ୍‌

କାବୁଲ, ୭ା୯: ଆଫଗାନିସ୍ତାନର ଆଭ୍ୟନ୍ତରୀଣ ଲଢ଼େଇରେ ପାକିସ୍ତାନ ହସ୍ତକ୍ଷେପ କରି ପଞ୍ଜଶିର ଉପତ୍ୟକାରେ ଏୟାର ଷ୍ଟ୍ରାଇକ୍‌ କରିଛି। ପ୍ରତିରୋଧୀ ବଳର ନେତୃତ୍ୱ ନେଉଥିବା ଅହମ୍ମଦ ମାସୁଦ...

ରାଜସ୍ଥାନ ରାଜନୀତିରେ ଅଡିଓ କଳି, କେନ୍ଦ୍ରମନ୍ତ୍ରୀଙ୍କୁ ଗିରଫ ଦାବିି

ନୂଆଦିଲ୍ଲୀ,୧୭।୭: ରାଜସ୍ଥାନରେ ରାଜନୈତିକ ସଂଙ୍କଟ ଜାରି ରହିଛି। ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା କଳି ଏବେ ଚରମ ସୀମାରେ...

Advertisement
Archives

Model This Week