ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ବିକ୍ରି ଉପରେ କଟକଣା

ନୂଆଦିଲ୍ଲୀ,୨୮ା୩(ପି.ଟି.): ମହାମାରୀ କୋଭିଡ୍‌-୧୯ ଜନିତ ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ବିକ୍ରି ଓ ବଣ୍ଟନ ଉପରେ କଟକଣା ଜାରି କରିଛି। ଜନସ୍ବାର୍ଥ ଲାଗି ଏହା ଜରୁରୀ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି। ଏଥିପାଇଁ ଡ୍ରଗ୍ସ ଓ କସ୍‌ମେଟିକ୍ସ ଅଧିନିୟମ, ୧୯୪୦ର ଧାରା ୨୬(ବି)ରେ ପ୍ରଦତ୍ତ କ୍ଷମତା ବଳରେ କେନ୍ଦ୍ର ସରକାର ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ବିକ୍ରି ଓ ବଣ୍ଟନକୁ ନିୟନ୍ତ୍ରଣ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଏହି ଔଷଧକୁ କୋଭିଡ-୧୯ ଚିକିତ୍ସାରେ ବ୍ୟବହାର କରିବା ଲାଗି ଆଇସିଏମ୍‌ଆର୍‌ ସୁପାରିସ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାସକରେ ମଲେଣି ୯ ବାଘ

ଭୋପାଳ/ଉମରିଆ,୩।୫: ଅଭୟାରଣ୍ୟରେ ଅସୁରକ୍ଷିତ ଜାତୀୟ ପଶୁ। ଲକ୍‌ଡାଉନ୍‌ ସମୟରେ ଦେଶର ସଂରକ୍ଷିତ ଜଙ୍ଗଲ ଏବଂ ଅଭୟାରଣ୍ୟରେ ବିଭିନ୍ନ କାରଣରୁ ମରୁଛନ୍ତି ବାଘ। ଶନିବାର ବାନ୍ଧବଗଡ଼ ବ୍ୟାଘ୍ର...

ପ୍ରଶାନ୍ତ କୁମାରଙ୍କ ଉପରେ ନ୍ୟସ୍ତ କରାଗଲା ୟସ୍‌ ବ୍ୟାଙ୍କର ଦାୟିତ୍ୱ

ନୂଆଦିଲ୍ଲୀ,୬।୩: ୟସ୍‌ ବ୍ୟାଙ୍କର ଆର୍ଥିକ ସ୍ଥିତି ବିଗିଡିବା ଯୋଗୁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ୟେସ୍‌ ବ୍ୟାଙ୍କ କାରବାର ଉପରେ କଟକଣା ଜାରି କରିଛନ୍ତି। ଫଳରେ...

ଇସ୍ରୋର ଜିସାଟ୍‌-୧ ସାଟେଲାଇଟ୍‌ ମିଶନ ଅସଫଳ,କକ୍ଷ ପଥରେ ହୋଇ ପାରିଲାନି ଅବସ୍ଥାପିତ…

ଶ୍ରୀହରିକୋଟା,୧୨।୮: ସ୍ବାଧୀନତା ଦିବସର ତିନି ଦିନ ପୂର୍ବରୁ ଭାରତ ଅତ୍ୟାଧୁନିକ ଉପଗ୍ରହ ଜିସାଟ୍‌-୧ର ଉତକ୍ଷେପଣ କରିବା ନେଇ ଉତ୍ସାହ ଦେଖାଦେଇଥିଲା। ଏହି ଉପଗ୍ରହ ଦେଶର ସୁରକ୍ଷା...

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୫ ଜଣଙ୍କ ଜୀବନ ଗଲା, ୨ ଗୁରୁତର

ନାଳନ୍ଦା,୧୩।୧୧: ବିହାରର ନାଳନ୍ଦାରେ ବୁଧବାର ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଗିରିୟକ ଥାନା ଅଞ୍ଚଳରେ ଏକ ଟ୍ରକ୍‌ ଅଟୋକୁ ଧକ୍କା ଦେବାରୁ ୫...

ପୁଣି ବଢ଼ିଲା ଦୈନିକ ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୨।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ୧ ହଜାର ୨୬୦ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ...

ଡ୍ରୋନ୍ ଥିଲେ ଥାନାରେ ଦେବାକୁ ପଡିବ ସୂଚନା

ଶ୍ରୀନଗର,୪ ।୭: ଜମ୍ମୁ ବିମାନ ବନ୍ଦରର ଟେକ୍ନିକାଲ ଏରିଆରେ ଡ୍ରୋନରେ ଆକ୍ରମଣ କରାଯିବା ପରେ ଏବେ ପ୍ରଶାସନ ଏହାର ବ୍ୟବହାରକୁ ନେଇ କଡା ନିର୍ଦ୍ଦେଶ ଜାରି...

ଯେଉଁ ମନ୍ଦିରରେ ଚଢାଯାଏ ହାତକଡ଼ି

ଏ କଥା ସମସ୍ତଙ୍କୁ ଜଣା ଯେ, ଭଗବାନଙ୍କ ଦୁଆରକୁ ଭକ୍ତ ନିଜ ମନସ୍କାମନା ପୂର୍ଣ୍ଣ ଲାଗି ପ୍ରାର୍ଥନା କରିବାକୁ ଆସିଥାଏ। ତାହା ପୂର୍ଣ୍ଣ ହେଲେ ନିଜ...

ଶୌଚାଳୟଠାରୁ ଛୋଟ ଅଫିସରେ ୧୭୬୪ କୋଟି କାରବାର

ମୁମ୍ବାଇ, ୨୪।୪: ଅଫିସ୍‌ର ଆକାର ଘର ଶୌଚାଳୟଠାରୁ ବି ଛୋଟ କିନ୍ତୁ କାରବାର ୧,୭୬୪ କୋଟିର। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ମହାରାଷ୍ଟ୍ରରେ ଏଭଳି ଏକ...

Advertisement
Archives

Model This Week