Posted inଜାତୀୟ

ସ୍ବାଧିନ ପ୍ରାର୍ଥୀଙ୍କ ଉପରେ ଭାଜପା ଚାପ ପକାଉଥିବା ଅଭିଯୋଗ

ରୋହତକ,୨୪।୧୦: ହରିୟାଣା ବିଧାନସଭା ନିର୍ବାଚନକୁ ନେଇ ଏବେ ରାଜନୀତି ହୋଇଛି ସରଗରମ। ଏଠାରେ ୯୦ ଆସନ ପାଇଁ ହୋଇଥିବା ନିର୍ବାଚନରେ ଭାଜପା ଓ କଂଗ୍ରେସ ବିଜୟ ପାଇଁ କଡା କସରତ କରୁଛନ୍ତି। ଏତିକି ବେଳେ କଂଗ୍ରେସ ନେତା ଭୁପିନ୍ଦର ସିଂ ହୁଡ୍ଡା କହିଛନ୍ତି ଏଥର କଂଗ୍ରେସ ହରିୟାଣାରେ ସରକାର ଗଠନ କରିବ। ଏପଟେ ଫଳାଫଳକୁ ଦେଖିଲେ ଭାଜପା ଓ କଂଗ୍ରେସ ପାଖାପାଖି ଆସନରେ ଆଗୁଆ ଅଛନ୍ତି। ଏତିକି ବେଳେ ଜେଜେପି ଓ ସ୍ବାଧୀନ ପ୍ରାର୍ଥୀଙ୍କୁ କଂଗ୍ରେସ ନିଜ ଆଡକୁ ନେଇ କର୍ନାଟକ ରାଜନୀତି ପୁନରାବୃତ୍ତି କରିବାକୁ ଯାଉଛି ବୋଲି କୁହାଯାଉଛି। ତେବେ ଏହି ସମୟରେ କଂଗ୍ରେସ ଅଭିଯୋଗ ଆଣିଛି କି ସ୍ବାଧିନ ପ୍ରାର୍ଥୀଙ୍କ ଉପରେ ଭାଜପା ଚାପ ପକାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁସି ଖବର: ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥ ହେବା ସଂଖ୍ୟା ଅଧିକ ହେଲା

ନୂଆଦିଲ୍ଲୀ, ୧୦।୬: ଭାରତରେ କରୋନା ମହାମାରୀ ଥମିବାର ନାଁ ଧରୁନି। ବୁଧବାର ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୬ ହଜାର ୧୪୬ରେ ପହଞ୍ଚିଥିବାବେଳେ...

ଭାଜପାକୁ ମିଳିଛି କଂଗ୍ରେସ ଠାରୁ ୬ ଗୁଣା ଅଧିକ ଚାନ୍ଦା…

ନୂଆଦିଲ୍ଲୀ, ୩୧।୫ : ଶାସକ ଦଳ ଭାଜପା ବର୍ତ୍ତମାନ ଦେଶର ସବୁଠାରୁ ଧନୀ ଦଳ। ୨୦୧୯-୨୦ ଏଡିଆର୍‌ ରିପୋର୍ଟ ଅନୁଯାୟୀ, ମୋଟ ସମ୍ପତ୍ତି ପରିମାଣରେ ଭାଜପା...

ଦେଶରେ ଚାଷୀ ତାତି: ଡ୍ରୋନ୍‌ରୁ ତୀକ୍ଷ୍‌ଣ ନଜର

ନୂଆଦିଲ୍ଲୀ,୨୬।୧୧: କୃଷି ଆଇନ୍‌ କୁ ନେଇ ଦେଶବ୍ୟାପି ଗୁରୁବାର ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ବହୁ ଅଞ୍ଚଳରେ ରାସ୍ତା ରୋକୋ...

ବାୟୁ ପ୍ରଦୂଷଣ ରୋକିବ ନୂଆ ଆଇନ

ନୂଆଦିଲ୍ଲୀ,୩୦ା୧୦(ପି.ଟି.):ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ବାୟୁ ପ୍ରଦୂଷଣ ରୋକିବା ଲାଗି କେନ୍ଦ୍ର ସରକାର ଏକ ନୂଆ ଆଇନ ଆଣିଛନ୍ତି। ଆଇନରେ ପ୍ରଦୂଷଣକୁ ଏକ ଅପରାଧ ଭାବେ...

ହାତ, ଗୋଡ଼ ବନ୍ଧା ଅବସ୍ଥାରେ ମିଳିଲା ଶିକ୍ଷକଙ୍କ ମୃତଦେହ

ଭାଦୋଇ,୪।୪: ନିଖୋଜ ହେବାର ଦିନକ ପରେ ୪୨ ବର୍ଷୀୟ ଶିକ୍ଷକଙ୍କ ମୃତଦେହକୁ ହାତ ଗୋଡ଼ ବନ୍ଧା ଅବସ୍ଥାରେ ପୋଖରୀରୁ ଉଦ୍ଧାର କରାଯାଇଛି। ଏଭଳି ଘଟଣା ସାମ୍ନାକୁ...

ଅଗଷ୍ଟା ୱେଷ୍ଟଲାଣ୍ଡ ମାମଲା: ଅଭିଯୁକ୍ତ ବ୍ରିଟିଶ ନାଗରିକ ଖ୍ରୀଷ୍ଟିଆନ ମିସେଲଙ୍କ ଜାମିନ ଖାରଜ…

ନୂଆଦିଲ୍ଲୀ,୭।୨ : ଅଗଷ୍ଟା ୱେଷ୍ଟଲାଣ୍ଡ ମାମଲାରେ ସୁପ୍ରିମକୋର୍ଟ ଅଭିଯୁକ୍ତ ବ୍ରିଟିଶ ନାଗରିକ ଖ୍ରୀଷ୍ଟିଆନ ମିସେଲଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି।  ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଭିଭିଆଇପି ଚପର...

ଶିବସେନାର ନୂଆ ପୋଷ୍ଟର ଉଦ୍ଧବ ହେବେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୧୦।୧୧: ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ସରକାର ଗଠନକୁ ନେଇ ଟଣା ଭିଡା ଚାଲିଥିବା ବେଳେ ଏବେ ଶିବସେନାର ନୂଆ ପୋଷ୍ଟର ଦେଖିବାକୁ ମିଳିଛି। ପ୍ରଥମେ ଭାଜପା-ଶିବସେନା ମଧ୍ୟରେ...

ଆଶ୍ରମ ସ୍କୁଲରେ କରୋନା ବିସ୍ଫୋରଣ: ୩୦ ପଜିଟିଭ

ଭିୱଣ୍ଡି,୪ ।୧: ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ବଢିବାରେ ଲାଗିଛି । ମହାରାଷ୍ଟ୍ରରେ ପୂର୍ବଭଳି ଏଥର ବି ରେକର୍ଡ ପରିମାଣର ସଂକ୍ରମିତଙ୍କୁ ଚିହ୍ନଟ କରାଗଲାଣି...

Advertisement
Archives

Model This Week