ସ୍ପେଶାଲ ବାର୍ଥ ଡେ’

ବଲିଉଡ୍‌ର ୟଙ୍ଗ୍‌ ସେନ୍‌ସେସନ ଟାଇଗର ଶ୍ରଫ୍‌ଙ୍କୁ ନେଇ ଏବେ ଚର୍ଚ୍ଚା। ନିକଟରେ ସେ ନିଜର ବାର୍ଥ ଡେ’ ପାଳନ କରିଥିଲେ। ଆଉ ଏହାକୁ ଭେରି ଭେରି ସ୍ପେଶାଲ ବୋଲି କହିଛନ୍ତି। ଏହି ଅବସରରେ ସେ ଅଭିନୟ କରିଥିବା ତଥା ଚଳିତ ମାସ ୬ରେ ରିଲିଜ୍‌ ହେଉଥିବା ‘ବାଗୀ-୩’ର ସମସ୍ତ ସଦସ୍ୟଙ୍କୁ ନିମନ୍ତ୍ରଣ କରିଥିଲେ। କେବଳ ସେତିକି ନୁହେଁ, ଏହି ଫିଲ୍ମର କିଛି କ୍ଲିପ୍‌ ସେଠାରେ ପ୍ରଦର୍ଶିତ ହୋଇଥିଲା। ‘ଏହି ଫିଲ୍ମଟି ମୋ ପାଇଁ ଏକ ଚ୍ୟାଲେଞ୍ଜ। ମୋତେ ମିଳିଥିବା ଭୂମିକା ଲାଗି ବେଶ୍‌ ପରିଶ୍ରମ କରିଛି। ଏଠାରେ ଫିଲ୍ମର ଥିମ୍‌ ସଙ୍ଗ୍‌ ରିଲିଜ୍‌ ହେଲା, ଯାହାକୁ ଦର୍ଶକ ନିଶ୍ଚୟ ଗ୍ରହଣ କରିବେ ବୋଲି ମୋର ଆଶା ଥିବା କହନ୍ତି ଟାଇଗର।’ ଅପରପକ୍ଷରେ ଆକ୍ସନ୍‌ଭିତ୍ତିକ ଏହି ଫିଲ୍ମଟି ସୁପରହିଟ୍‌ ହେବ ବୋଲି ଚଳଚ୍ଚିତ୍ର ସମୀକ୍ଷକମାନେ ପୂର୍ବାନୁମାନ କରିସାରିଲେଣି। ଏଥିରେ ଟାଇଗରଙ୍କ ଅପୋଜିଟ୍‌ରେ ଅଛନ୍ତି ଶ୍ରଦ୍ଧା କପୁର। ସାଜିଦ୍‌ ନାଦିଓ୍ବାଦଓ୍ବାଲା ଫିଲ୍ମଟିର ପ୍ରଯୋଜନା କରିଥିବା ବେଳେ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ଅହମ୍ମଦ ଖଁା।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କ ଭାଇଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ବଲିଉଡ୍‌ର ଏହି ଲୋକପ୍ରିୟ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଖୁବ୍‌ କମ୍‌ ବୟସ ମଧ୍ୟରେ ବଲିଉଡ୍‌ରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ନିଜର ସୌନ୍ଦର୍ଯ୍ୟ ଏବଂ...

ଦୁଇଶହ ଟଙ୍କା ମୋ ପାଇଁ ଅମୂଲ ମୂଲ: ସଂଳାପକାର ଡ. ରଜନୀ ରଞ୍ଜନ

ଊଣେଇଶ ଏକାଅଶୀ ମସିହାର କଥା। ସେତେବେଳେ ମୁଁ ବାଣୀବିହାରରେ ସ୍ନାତକୋତ୍ତର ଶ୍ରେଣୀର ଶେଷବର୍ଷ ଛାତ୍ର ଥାଏ। ବନ୍ଧୁ ଅଜୟ (ଡ.ଅଜୟ ସ୍ବାଇଁ) ପଢୁଥାନ୍ତି ରେଭେନ୍‌ଶାରେ। ସକାଳ...

ଖୁବ୍‌ଶୀଘ୍ର ରିଲିଜ ହେବ ଇରଫାନଙ୍କ ଏହି ଫିଲ୍ମ

ବଲିଉଡ୍‌ ଅଭିନେତା ଇରଫାନ ଖାନ ଆଜି ଏହି ଦୁନିଆରେ ନାହାଁନ୍ତି ସତ କିନ୍ତୁ ତାଙ୍କ ଅଭିନୟକୁ ଆଜି ବି ଦର୍ଶକ ମନେ ରଖିଛନ୍ତି। ନିଜ ଅଭିନୟ...

ପ୍ରଥମଥର ପାଇଁ ପୁଅଙ୍କୁ ଭେଟିବାକୁ ଜେଲ୍‌ କଲେ ଶାହରୁଖ

ଅଭିନେତା ଶାହରୁଖ ଖାନ୍‌ ପୁଅ ଆର୍ୟନ କ୍ରୁଜ ଡ୍ରଗ୍ସ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଅଛନ୍ତି। ପ୍ରଥମଥର ପାଇଁ ପୁଅଙ୍କୁ ଭେଟିବାକୁ ଶାହାରୁଖ ମୁମ୍ବାଇର...

ଡେବ୍ୟୁ ପୂର୍ବରୁ ଏହି ନିର୍ଦ୍ଦେଶକଙ୍କ ଉପରେ ରାଗି ଯାଇଥିଲେ ସୁସ୍ମିତା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଛନ୍ତି। ସେ ନିଜର ଚମତ୍କାର ତଥା ସୁନ୍ଦର ଫଟୋ...

ମେଘନାଦଙ୍କ ସହିତ ଯୁଦ୍ଧ ସମୟରେ ଲକ୍ଷ୍ମଣଙ୍କୁ ହୋଇଥିଲା ସଂକ୍ରମଣ

ଅଭିନେତା ସୁନୀଲ ଲାହିରି ପ୍ରସିଦ୍ଧ ନିର୍ମାତା-ନିର୍ଦ୍ଦେଶକ ରାମାନନ୍ଦ ସାଗରଙ୍କ ଟିଭି ସିରିଏଲ ‘ରାମାୟଣ’ ବିଷୟରେ ଅନେକ ରୋଚକ କାହାଣୀ କହିଛନ୍ତି। ଏହି ସିରିଏଲରେ ସେ ଲକ୍ଷ୍ମଣଙ୍କ...

ଅଭିନେତ୍ରୀଙ୍କୁ ଆକ୍ରମଣ

ମୁମ୍ବାଇ: ନିକଟରେ ଜଣେ ଅଜଣା ଆକ୍ରମଣର ଶିକାର ହୋଇଛନ୍ତି ଅଭିନେତ୍ରୀ ଶାଲୁ ଚୌରାସିଆ। ତାଙ୍କୁ ଏକ ଅଜଣା ବ୍ୟକ୍ତି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତାଙ୍କ...

ସାମାଜିକ, ରାଜନୈତିକ ପ୍ରସଙ୍ଗରେ ବଲିଉଡ୍‌ ଯତ୍ନଶୀଳ ହେଉ: ସ୍ବରା ଭାସ୍କର

ମୁମ୍ବାଇ, ୧୩ା୧୦: ଫିଲ୍ମରେ କୌଣସି ସାମାଜିକ, ରାଜନୈତିକ ପ୍ରସଙ୍ଗ ସ୍ଥାନୀତ କଲାବେଳେ ବଲିଉଡ୍‌ ଯତ୍ନଶୀଳ ହେବା ଉଚିତ ବୋଲି ଅଭିନେତ୍ରୀ ସ୍ବରା ଭାସ୍କର ପ୍ରକାଶ କରିଛନ୍ତି।...

Advertisement
Archives

Model This Week