ସ୍କୁଟିକୁ ଧକ୍କାଦେଲା ଟ୍ରକ୍‌: ଦମ୍ପତିଙ୍କ ଜୀବନଗଲା,ଘଟଣାସ୍ଥଳରେ ଉତ୍ତେଜନା

ଅନୁଗୋଳ ଅଫିସ,୮।୩: ଅନୁଗୋଳ ଏସ୍‌ପି କାର୍ଯ୍ୟାଳୟ ସମ୍ମୁଖରେ ରବିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛିି। ଏହି ଦୁର୍ଘଟଣାରେ ଦମ୍ପତିଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖା ଦେଇଥିବା ବେଳେ ଅନୁଗୋଳ ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଛି। ଏଥିସହ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟିକୁ ଜବତ କରିଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ଅନୁଗୋଳ ଜାତୀୟ ରାଜପଥ ୫୫ରେ ରବିବାର ସକାଳେ ସ୍ତ୍ରୀ ସ୍ବାମୀ ସ୍କୁଟି (ଓଡି-୧୯-କେ-୦୫୪୯)ଯୋଗେ ଯାଉଥିବା ବେଳେ ଏକ ଦ୍ରୁତଗାମୀ ଟ୍ରକ ଉଭୟଙ୍କୁ ଧକ୍କା ଦେବାରୁ ଦୁହିଁଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ ଦମ୍ପତି ଗୋଳାବନ୍ଧ ଗ୍ରାମର ବୋଲି ଜଣାପଡ଼ିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବାକୁ ଯାଇଥିବା ୨ ମହିଳାଙ୍କ ଉପରେ ମାଡ଼ିଗଲା ଅଚିହ୍ନା ଗାଡ଼ି: ରାସ୍ତାରେ ଟାୟାର ଜାଳି ବିକ୍ଷୋଭ

ଦିଗପହଣ୍ଡି,୧୭।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ. ରାଜ୍ୟ ରାଜପଥ ଗୋକର୍ଣ୍ଣପୁର ଗ୍ରାମ ମୁଖ୍ୟରାସ୍ତାରେ ଶୁକ୍ରବାର ଦୁର୍ଘଟଣା ଘଟିଛି। କୌଣସି ଗାଡି ମାଡ଼ିଯିବାରୁ ଘଟଣାସ୍ଥଳରେ ୨...

ଗଞ୍ଜାମ ଏନ୍‌ଏସିର ମୁଖ୍ୟ ଡ୍ରେନେଜ ଅନୁଧ୍ୟାନ

ଗଞ୍ଜାମ,୨୦।୧୧(ଡି.ଏନ୍‌.ଏ.): ଗଞ୍ଜାମ ସହରର ମୁଖ୍ୟ ନାଳର ପୁନଃ ଉଦ୍ଧାର ଲାଗି ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ଦାବୀ ହୋଇ ଆସୁଥିଲା । ଏ ନେଇ ଛତ୍ରପୁର ବିଧାୟକ...

ସମର୍ଥନ ଅଧିକ, ବିରୋଧ କମ୍‌

କାଳିଆପାଣି,୨୩ା୧୨(ଡି.ଏନ.ଏ.): ସୁକିନ୍ଦା ତହସିଲ ଅଧୀନ ଟାଟାଷ୍ଟିଲ ମାଇନିଂ ଲିମିଟେଡ୍‌ର କମର୍ଦା ଓ ସାରୁଆବିଲ ଖଣିର ପରିବେଶ ମଞ୍ଜୁରୀ ପାଇଁ ବୁଧବାର ଏକ ଜନଶୁଣାଣି ଶିବିରି ଅନୁଷ୍ଠିତ...

ସାଧାରଣତନ୍ତ୍ର ଦିବସରେ ରାଜ୍ୟପାଳଙ୍କଠାରୁ ପଦକ ଗ୍ରହଣ କରିବେ ୭ ଭିଜିଲାନ୍ସ ଅଧିକାରୀ

କଟକ ଅଫିସ,୨୫।୧: ରବିବାର ସାଧାରଣତନ୍ତ୍ର ଦିବସ ଅବସରରେ ୭ଜଣ ଭିଜିଲାନ୍ସ ଅଧିକାରୀଙ୍କୁ ରାଜ୍ୟସ୍ତରୀୟ ପଦକ ପ୍ରଦାନ କରାଯିବ। ଭୁବନେଶ୍ୱରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କଠାରୁ ଅଧିକାରୀମାନେ ପଦକ...

ବଲାଙ୍ଗୀର ଛୁଇଁଲା କରୋନା, ୨ ସଂକ୍ରମିତ ଚିହ୍ନଟ

ବଲାଙ୍ଗୀର ଅଫିସ,୧।୫- ବଲାଙ୍ଗୀର ଜିଲାକୁ କରୋନା ଛୁଇଁଛି। ଗୁଡଭେଲା ବ୍ଲକ୍‌ ରୁଷୁଡା ପଞ୍ଚାୟତ ଅନ୍ତର୍ଗତ ଲିଖିରିଆ ଗଁାର ଦୁଇଜଣ ଯୁବକଙ୍କ ସ୍ବାବ୍‌ ଟେଷ୍ଟ କରୋନା ପଜିଟିଭ...

୧୭ ଚୋରା ବାଇକ ଜବତ, ୨ ଗିରଫ

ଆର.ଉଦୟଗିରି,୧୩ା୫(ଡି.ଏନ.ଏ.)- ଅଡବା ପୋଲିସ ଏକ ବାଇକ ଚୋର ରାକେଟ୍‌ର ପର୍ଦ୍ଧାଫାଶ କରିବା ସହ ୧୭ ଚୋରା ବାଇକ ଜବତ କରି ୨ଜଣଙ୍କୁ ଗିରଫ କରିଛି। ସେମାନେ...

୨୦ ଘଣ୍ଟା ପରେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଚିତ୍ରକୋଣ୍ଡା,୧୫।୨(ଡି.ଏନ.ଏ.): ବାଲିମେଳା ଜଳଭଣ୍ଡାରରୁ ୨୦ ଘଣ୍ଟା ବ୍ୟବଧାନ ପରେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୂଚନାନୁଯାୟୀ,ମଙ୍ଗଳବାର ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଚିତ୍ରକୋଣ୍ଡା...

ଚୋରା ଦେଶୀ ମଦ ସହ ବାଇକ ଜବତ, ୨ ଗିରଫ

ବଇଣ୍ଡା,୨୭।୮(ଡି.ଏନ.ଏ.)-ଠାକୁରଗଡ଼ ଥାନା ନାକିଚି ରୋଡ ଛକ ନିକଟରେ ମଙ୍ଗଳବାର ସକାଳେ ପୋଲିସ ଚଢାଉ କରି ୧୫ ଲିଟର ଦେଶୀ ମଦ ଜବତ କରିବା ସହ ୨...

Advertisement
Archives

Model This Week