Posted inଜାତୀୟ

ସୋମବାରଠାରୁ କରତାରପୁର ବନ୍ଦ

ନୂଆଦିଲ୍ଲୀ,୧୫।୩: ଭାରତରେ ଇତିମଧ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୭ ଛୁଇଁଛି। ସଂକ୍ରମଣକୁ ଦୃଷ୍ଟିରେ ଭାରତ ସରକାରଙ୍କ ପକ୍ଷରୁ ଭିଡ଼ରୁ ଦୂରେଇ ରହିବାକୁ ଲୋକଙ୍କ ପରାମର୍ଶ ଦିଆଯାଇଛି। ପାକିସ୍ତାନରେ ଥିବା କରତାରପୁର ମଧ୍ୟରେ ଶ୍ରଦ୍ଧାଳୁଙ୍କ ଯିବା ଆସିବାକୁ ସୋମବାରଠାରୁ ବନ୍ଦ କରିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି। ରବିବାର ମଧ୍ୟରାତ୍ରରୁ ଭାରତ-ପାକିସ୍ତାନ ସୀମା ସିଲ୍‌ କରାଯିବା ସହିତ କରତାରପୁର ମଧ୍ୟରେ ଯିବା ଆସିବା ଉପରେ କଟକଣା ଜାରି କରାଯିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ ସତଓ୍ବାରିରେ ପୁଣି ଡ୍ରୋନ୍‌

ଶ୍ରୀନଗର,୨୧।୭: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ସଂଗଠନ ଲଗାତର ଭାବେ ବର୍ତ୍ତମାନ ଜମ୍ମୁ ଅଞ୍ଚଳକୁ ଟାର୍ଗେଟ କରି ଷଡ଼ଯନ୍ତ୍ର ରଚୁଛନ୍ତି। ଏଥିପାଇଁ ସୀମାରେ ଡ୍ରୋନ୍‌ର ବ୍ୟବହାର କରାଯାଉଛି। ବୁଧବାର...

ସାମ୍ନାକୁ ଆସିଲା ସୁଶାନ୍ତଙ୍କ ଭିସେରା ରିପୋର୍ଟ: ଜାଣନ୍ତୁ ମୃତ୍ୟୁ ପଛର କାରଣ

ମୁମ୍ବାଇ,୨୭।୭: ବଲିଉଡ୍‌ ଭର୍ସାଟାଇଲ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାକୁ ଦେଢ଼ ମାସ ଉପରେ ବିତିଯାଇଛି। ହେଲେ ଏଯାଏ ତାଙ୍କ ମୃତ୍ୟୁ ପଛର କାରଣ...

ଦିଲ୍ଲୀ-ପୋର୍ଟ ବ୍ଲେୟାର ଯାଉଥିବା ଏୟାର ଇଣ୍ଡିଆ ବିମାନ ଡାଇଭର୍ଟ

ନୂଆଦିଲ୍ଲୀ, ୨୭।୬: ଦିଲ୍ଲୀରୁ ପୋର୍ଟ ବ୍ଲେୟାର ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ଖରାପ ପାଗ ହେତୁ ରବିବାର (ଜୁନ ୨୫)ରେ ଡାଇଭର୍ଟ କରାଯାଇଥିଲା। ଏହି...

ରାତାରାତି ପାଲଟିଲେ କୋଟିପତି, ମାଛ ବିକି ପାଇଲେ ୧.୩୩ କୋଟି…

ପାଲଘର,୧।୯: କଥାରେ ଅଛି ଭାଗ୍ୟରେ ପରିବର୍ତ୍ତନ ଅସିଲେ ମାଟି ଧରିଲେ ସୁନା ପାଲଟି ଯିବ। ଏହାର ସଦ୍ୟତମ ଉଦାହରଣ ପାଲଟିଛନ୍ତି ମହାରାଷ୍ଟ୍ର ପାଲଘରର ଜଣେ ମତ୍ସ୍ୟଜୀବୀ...

୩ ଜଣ ଯାତ୍ରୀଙ୍କୁ ନେଇ ୧୫ ଶହ ୮୧ କିମି ଯାତ୍ରା କଲା ଟ୍ରେନ୍‌

ଫିରୋଜପୁର,୨୦।୧୦: ପାର୍ବଣ ଋତୁରେ ଯାତ୍ରୀଙ୍କ ସୁବିଧା ପାଇଁ ରେଳ ବିଭାଗ ପକ୍ଷରୁ ବିଭିନ୍ନ ସ୍ପେଶାଲ ଟ୍ରେନ୍‌ ଯାତ୍ରା କରିଥାଏ। ଚଳିତ ପାର୍ବଣ ଋତୁରେ ପଞ୍ଜାବର ଫିରୋଜପୁରରୁ...

ପ୍ରକୃତ ସତ୍ୟଠାରୁ ଦୂରରେ ବିଶ୍ୱ କ୍ଷୁଧା ସୂଚକାଙ୍କ ରିପୋର୍ଟ, କହିଲେ ଭାରତ ସରକାର…

ନୂଆଦିଲ୍ଲୀ,୧୫।୧୦ : ବିଶ୍ୱ କ୍ଷୁଧା ସୂଚକାଙ୍କ-୨୦୨୨ରେ ପ୍ରକାଶିତ ରିପୋର୍ଟକୁ ଭାରତ ସରକାର ଖଣ୍ଡନ କରିଛନ୍ତି। ସରକାର କହିଛନ୍ତି ଯେ  ବିଶ୍ୱ କ୍ଷୁଧା ସୂଚକାଙ୍କ ଏକ ଭୁଲ...

ମହଙ୍ଗା ପଡ଼ିଲା ଗାନ୍ଧିଜୀଙ୍କ ବିରୋଧରେ ମନ୍ତବ୍ୟ ଦେବା

ମୁମ୍ବାଇ, ୩୧।୧୨: ମହାତ୍ମା ଗାନ୍ଧୀଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବା ହିନ୍ଦୁଧର୍ମ ନେତା କାଳୀଚରଣ ମହାରାଜଙ୍କୁ ଛତିଶଗଡ଼ ପୋଲିସ ଗୁରୁବାର ମଧ୍ୟପ୍ରଦେଶରୁ ଗିରଫ କରିଛି। ତାଙ୍କ ବିରୋଧରେ...

୯ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୨୮।୨ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି।...

Advertisement
Archives

Model This Week