ସୁଶାନ୍ତ ମାନସିକ ଅବସାଦରେ ଥିବା ଜାଣି ନ ଥିଲି: ପିତା କେ କେ ସିଂ

ମୁମ୍ବାଇ,୧୭।୬: ବଲିଉଡ ହିରୋ ସୁଶାନ୍ତ ସିଂହଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତେବେ ସେ କାହିଁକି ଆତ୍ମହତ୍ୟା କଲେ ତାହା ଏବେ ପ୍ରଶ୍ନବାଚୀ ହୋଇ ରହିଛି। ମାନସିକ ଅବସାଦ ଯୋଗୁ ସୁଶାନ୍ତ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି। ପୋଲିସ ସୁଶାନ୍ତଙ୍କ ରୁମ୍‌ରୁ ଡିପ୍ରେସନ୍‌ ଔଷଧ ମଧ୍ୟ ଜବତ କରିଥିଲା। ସେ ଗତ ୬ ମାସ ହେବ ଏହି ଔଷଧ ଖାଉଥିବା ତାଙ୍କ ଭଉଣୀ କହିଥିଲେ। ତେବେ ସୁଶାନ୍ତ ମାନସିକ ଅବସାଦରେ ଥିବା କଥା ଆଦୌ ଜାଣି ନ ଥିବା ପିତା କେ କେ ସିଂ କହିଛନ୍ତି। ସୁଶାନ୍ତ ବେଳେବେଳେ ଭଲ ନ ଲାଗୁଥିବା କଥା ମୋତେ ଫୋନରେ କହୁଥିଲେ। କିନ୍ତୁ ସେ ମାନସିକ ଅବସାଦରେ ଥିବା କଥା କହି ନ ଥିଲେ ସେ କହିଛନ୍ତି। ୩୪ ବର୍ଷୀୟ ସୁଶାନ୍ତ ଗତ ରବିବାର ମୁମ୍ବାଇସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଷେକଙ୍କୁ ହସ୍ପିଟାଲରୁ ଛୁଟି, କହିଲେ ମୁଁ ଘରକୁ ଯିବି ନାହିଁ

ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ପୁଅ ଅଭିଷେକ ବଚ୍ଚନ କରୋନା ଆକ୍ରାନ୍ତ ହୋଇ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏପଟେ ଐଶ୍ଚର୍ଯ୍ୟା ରାୟ...

ଏହି ପ୍ରଶ୍ନର ଉତ୍ତର ଦେଲେ ମିଳିବ ଶାହାରୁଖ୍‌ ଖାନ୍‌ଙ୍କ ଘରେ ରହିବାର ସୁଯୋଗ

ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ଙ୍କର ଅନେକ ପ୍ରଶଂସକ ରହିଛନ୍ତି। ସେମାନେ ଶାହାରୁଖ୍‌ଙ୍କ ସହ ସେଲ୍‌ଫି ନେବା ପାଇଁ ଘଣ୍ଟା ଘଣ୍ଟା ତାଙ୍କ ଘର ସମ୍ମୁଖରେ ଛିଡା...

ଅଭିନେତ୍ରୀଙ୍କ ଅଜବ ଇଚ୍ଛା ଶୁଣି ସ୍ବାମୀ ହେଲେ ଚକିତ

ପ୍ରସିଦ୍ଧ ଅଭିନେତ୍ରୀ ମୋନାଲିସା ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ହିନ୍ଦୀ ଟିଭି ଜଗତରେ ଏକ ଜଣାଶୁଣା ନାମ। ସେ ଫିଲ୍ମ ଅପେକ୍ଷା ସୋସିଆଲ ମିଡିଆରେ ଅଧିକ...

‘ଗଦର ୨’ ନିର୍ଦ୍ଦେଶକଙ୍କୁ ଉପହାର ପଠାଇଲେ ପ୍ରିୟଙ୍କା-ନିକ୍‌

ଆଜିକାଲି ସନି ଦେଓଲ, ଅମିଶା ପଟେଲ ଏବଂ ଉତ୍କର୍ଷ ଶର୍ମାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗଦର ୨’ ବକ୍ସ ଅଫିସରେ ଜବରଦସ୍ତ ଆୟ କରୁଛି। ଏପର୍ଯ୍ୟନ୍ତ ଏହି...

ପ୍ରେଗ୍ନେନସି ଖବର ଭିତରେ କିଛି ଏମିତି ଅବତାରରେ ନଜର ଆସିଲେ କ୍ୟାଟ୍ରିନା

ମୁମ୍ବାଇ: ବେଶ କିଛିଦିନ ହେବ ଆଲୋଚନା ହେଉଛି କି ବଲିଉଡ ବିୟୁଟି କ୍ୟାଟ୍ରିନା କୈଫ ମାଆ ହେବାକୁ ଯାଉଛନ୍ତି । ବିଶେଷ କରି ସେ ଯେତେବେଳେ...

ଏହି ଅଭିନେତ୍ରୀଙ୍କ ପାଇଁ ସଲମାନ-ଶାହାରୁଖଙ୍କ ମଧ୍ୟରେ ହୋଇଥିଲା ପ୍ରବଳ ଝଗଡ଼ା

ମୁମ୍ବାଇ: ବଲିଉଡ୍‌ର ବାଦ୍‌ଶାହା ଶାହାରୁଖ ଖାନ୍‌ ଏବଂ ଦବଙ୍ଗ ସଲ୍‌ମାନ ଖାନ୍‌ ସବୁଠୁ ଭଲ ବନ୍ଧୁ ବୋଲି ସମସ୍ତେ ଜାଣନ୍ତି। ମାତ୍ର ଜଣେ ଅଭିନେତ୍ରୀଙ୍କ ପାଇଁ...

ମାର୍ଚ୍ଚରେ ପଡିବ ହାତଗଣ୍ଠି!

ମୁମ୍ବାଇ: ଦୀର୍ଘ ଦିନର ସମ୍ପର୍କ ପରେ ଏକାଠି ହେବାକୁ ଯାଉଛନ୍ତି ରିଚା ଚଢା ଏବଂ ଅଲି ଫଜଲ। ଏବେ ସେ ବିବାହ କରିବା ପାଇଁ ନିଷ୍ପତ୍ତି...

ଭଲ ବେଳା ଆସିଛି

ସତରେ, ୟାକୁ ହିଁ କହନ୍ତି ହାତୀ ମୁଣ୍ଡରେ ସୁନା କଳସ ଢାଳିବା। ଶାହରୁଖଙ୍କ ଖୁସିି ଏବେ କହିଲେ ନ ସରେ। କାରଣ ଯେଉଁ ୟଶରାଜ ଫିଲ୍ମସ...

Advertisement
Archives

Model This Week