ସୁଶାନ୍ତଙ୍କ ସମ୍ମାନରେ ୩୪୦୦ ପରିବାରଙ୍କୁ ଭୋଜନ ଦେବେ ପ୍ରଗ୍ୟା

ମୁମ୍ବାଇ, ୧୮।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ନେଇ ନିର୍ଦ୍ଦେଶକ ଅଭିଷେକ କପୁରଙ୍କ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ସୁଶାନ୍ତଙ୍କ ସହିତ ଅଭିଷେକଙ୍କ ପରିବାରର ଭଲ ସମ୍ପର୍କ ଥିଲା। ତେଣୁ ଅଭିଷେକଙ୍କ ସ୍ତ୍ରୀ ପ୍ରଗ୍ୟା କପୁର ସୁଶାନ୍ତଙ୍କ ସମ୍ମାନରେ ୩୪୦୦ ଗରିବ ପରିବାରଙ୍କୁ ଭୋଜନ ଦେବା ଲାଗି ଯୋଜନା କରିଛନ୍ତି। ସୁଶାନ୍ତ ଅଭିଷେକଙ୍କ ନିର୍ଦ୍ଦେଶନାରେ ୨୦୧୩ରେ ପ୍ରଥମ ଫିଲ୍ମ ‘କାଇ ପୋ ଚେ’ରେ ଅଭିନୟ କରିଥିଲେ। ପ୍ରଗ୍ୟା ଏକ ସାଥ୍‌: ଦି ଆର୍ଥ ଫାଉଣ୍ଡେଶନ ନାମକ ଏକ ସ୍ବେଚ୍ଚାସେବୀ ଅନୁଷ୍ଠାନ ଚଳାଉଛନ୍ତି। ଏହି ଅନୁଷ୍ଠାନ ମାଧ୍ୟମରେ ସେ ଗରିବ ପରିବାରଙ୍କୁ ଭୋଜନ ଦେବାର ନିଷ୍ପତ୍ତି କରିଛନ୍ତି। ଏସମ୍ପର୍କରେ ପ୍ରଗ୍ୟା ଇନଷ୍ଟାଗ୍ରାମ୍‌ରେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ରାମ ସେତୁ’ର ଫାଷ୍ଟ ଲୁକ୍ ଶେୟାର କଲେ ଅକ୍ଷୟ

ମୁମ୍ବାଇ: ବଲିଉଡ୍ ଆଇକନ୍ ଅକ୍ଷୟ କୁମାର ତାଙ୍କ ଅପ୍‌କମିଂ ଫିଲ୍ମ ସୂଚିରେ ଆଉ ଏକ ଫିଲ୍ମ ଯୋଡି ଦେଇଛନ୍ତି । ‘ରାମ ସେତୁ’ ନାମକ ଏହି...

ପ୍ୟାଡ୍‌ମ୍ୟାନ,ଟଏଲେଟ୍‌ ପରେ ପୁଣି ସାମାଜିକ ବାର୍ତ୍ତା ଦେବେ ଅକ୍ଷୟ, ଏହି ଦିନ ହେବ ରିଲିଜ୍‌

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ଚଳିତ ବର୍ଷ ଭଲ ପ୍ରଦର୍ଶନ କରିପାରିନାହିଁ। ତେବେ ଆସନ୍ତା ବର୍ଷ ଭଲ ହେବ ବୋଲି ଆଶା କରାଯାଉଛି।...

ରଣବୀରଙ୍କୁ ଧମକାଇଲେ ଦୀପିକା, କହିଲେ ଆଜି ରାତିରେ ଖାଇବା ବନ୍ଦ

ଦୀପିକା ପାଦୁକୋନ୍‌ – ରଣବୀର ସିଂହ ନିଜର କ୍ୟାରିୟର ସହିତ ବ୍ୟକ୍ତିଗତ ଜୀବନରେ ମଧ୍ୟ ବେଶ୍‌ ସନ୍ତୁଳନ ରକ୍ଷା କରି ଚାଲିଛନ୍ତି। ବେଳେବେଳେ ଦୁହିଁଙ୍କ ଗଭୀର...

ତମନ୍ନା ଯାହା ଖୋଜୁଥିଲେ..

କଥାରେ ଅଛି ଏ ମନ ଚାହୁଁଥାଏ ଯାହା କାଳେ ପ୍ରାପତ ହୁଏ ତାହା। ଓଡ଼ିଆ ସିନେମାର ଗ୍ଲାମର କୁଇନ୍‌ ଭାବରେ ପରିଚିତା ତମନ୍ନା ୟା ଭିତରେ...

ପ୍ରଥମ ଦିନରେ ୧୩୦ କୋଟିରୁ ଅଧିକ ଟଙ୍କା ଆୟ କରିଛି ‘କେଜିଏଫ-୨!

ରକିଂ ଷ୍ଟାର୍‌ ୟଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କେଜିଏଫ-୨’ ଏପ୍ରିଲ ୧୪ରେ ରିଲିଜ୍‌ ହୋଇଯାଇଛି। ଫିଲ୍ମ ରିଲିଜ ପୂର୍ବରୁ ଆଡଭାନ୍ସ ବୁକିଂରେ ‘ଆର୍‌ଆର୍‌ଆର୍‌’କୁ ମଧ୍ୟ ପଛରେ...

ଭିସା ପାଇଁ ବିବାହ କରିଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ

ବଲିଉଡ୍‌ ତଥା ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ସଫଳ ତଥା ଲୋକପ୍ରିୟ ଅଭିନେତ୍ରୀ ରଧିକା ଆପ୍ତେ। ଏବେ ଓଟିଟି ପ୍ଲାଟ୍‌ଫର୍ମରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳୁଛି।...

ଲଗାନ ଫେମ୍‌ ଜାଭେଦ ଖାନ୍‌ ଆମରୋହିଙ୍କ ପରଲୋକ…

ମୁମ୍ବାଇ,୧୪।୨ : ହିନ୍ଦୀ ସିନେମାରେ ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ବାନ୍ଧି ରଖିଥିବା ଅଭିନେତା ଜାଭେଦ ଖାନ୍ନ୍‌ ଆମରୋହିଙ୍କର ପରଲୋକ ଘଟିଛି। ୭୦ ବର୍ଷ ବୟସରେ,...

ମାମି ଫିଲ୍ମ ଫେଷ୍ଟିଭାଲ ବୋର୍ଡ଼ରୁ କରନ ଜୋହରଙ୍କ ଇସ୍ତଫା

ମୁମ୍ବାଇ: ଫିଲ୍ମ ଫେଷ୍ଟିଭାଲ ବୋର୍ଡ ମୁମ୍ବାଇ ଏକାଡେମୀ ଅଫ୍‌ ମୁଭିଂ ଇମେଜ (ଏମଏଏମଆଇ)ର ସଦସ୍ୟ ପଦରୁ ଶନିବାର ବଲିଉଡ ଚଳଚ୍ଚିତ୍ର ନିର୍ଦ୍ଦେଶକ କରନ ଜୋହର ଇସ୍ତଫା...

Advertisement
Archives

Model This Week