ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣିବା ପରେ ଭାଙ୍ଗି ପଡ଼ିଛନ୍ତି ଅଙ୍କିତା

ବମ୍ବେ: ଦିନ ଥିଲା ଉଭୟ ଉଭୟଙ୍କୁ ଭଲପାଇ ବସିଥିଲେ। ବିବାହ କରିବେ ବୋଲି ନିଷ୍ପତ୍ତି ମଧ୍ୟ ନେଇଥିଲେ। ହେଲେ ଏହା ହୋଇପାରି ନ ଥିଲା। ଶେଷରେ ସୁଶାନ୍ତ ସିଂ ରାଜପୁତଙ୍କଠାରୁ ଅଲଗା ହୋଇଥିଲେ ଅଭିନେତ୍ରୀ ତଥା ପ୍ରେମିକା ଅଙ୍କିତା ଲୋଖଣ୍ଡେ। ନିକଟରେ ଅଙ୍କିତା ଜଣେ ବ୍ୟବସାୟୀଙ୍କ ସହ ନିର୍ବନ୍ଧ ମଧ୍ୟ କରିଛନ୍ତି। ହେଲେ ହଠାତ୍‌ ସୁଶାନ୍ତଙ୍କ ଆତ୍ମହତ୍ୟାକୁ ସେ ସହଜରେ ଗ୍ରହଣ କରିପାରୁନାହାନ୍ତି। ସେ ଘଟଣାକୁ ଜାଣିବା ପରେ ଭାଙ୍ଗି ପଡ଼ିଥିବା ଚର୍ଚ୍ଚା ହେଉଛି।

ମଙ୍ଗଳବାର ଅଙ୍କିତା ସୁଶାନ୍ତଙ୍କ ବାନ୍ଦ୍ରାସ୍ଥିତ ଘରେ ପହଞ୍ଚିଥିଲେ। ସେଠାରେ ସେ ସୁଶାନ୍ତଙ୍କ ପରିବାରଲୋକଙ୍କୁ ଭେଟିଥିଲେ। ପରେ ସେ ଏକତା କପୁରଙ୍କ ଘରକୁ ଯାଇଥିଲେ। ଏହି ସମୟର ଅନେକ ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯେଉଁଥିରେ ଅଙ୍କିତା କେତେ ଦୁଃଖୀ ତାହା ସ୍ପଷ୍ଟ ହେଉଛି।

ଟେଲି ଧାରାବାହିକ ‘ପବିତ୍ର ରିସ୍ତା’ରେ ଅଙ୍କିତା ସୁଶାନ୍ତଙ୍କ ନାୟିକା ସାଜିଥିଲେ। ଏହି ସମୟରେ ଉଭୟ ପ୍ରେମରେ ପଡ଼ିଥିଲେ। ଏକ ରିଆଲିଟି ଶୋ’ରେ ସୁଶାନ୍ତ ଅଙ୍କିତାଙ୍କୁ ନିଜ ମନ କଥା ମଧ୍ୟ କହିଥିଲେ। ଏପରିକି ସୁଶାନ୍ତ ଟେଲିଭିଜନ ଦୁନିଆ ଛାଡ଼ି ବଡ଼ ପରଦାକୁ ଆସିବା ସମୟରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳୁଥିଲା। ହେଲେ କିଛି ଦିନ ପରେ ଉଭୟ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ସୁଶାନ୍ତ ଏବେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କୁ ଡେଟ୍‌ କରୁଥିବା କୁହାଯାଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଲରେ ଧାନ ରୋଉଛନ୍ତି ଏହି ଅଭିନେତା, ଗର୍ଲଫ୍ରେଣ୍ଡ୍‌ ଶେୟାର କଲେ ଫଟୋ

କରୋନା ଭାଇରସ ଯୋଗୁ ଚଳଚ୍ଚିତ୍ର ଶୁଟିଂ ବନ୍ଦ ରହିଛି। ତେବେ ଅନଲକ ସମୟରେ ସର୍ତ୍ତମୂଳକ ଶୁଟିଂକୁ ଅନୁମତି ଦିଆଯାଇଛି। ଅଭିନେତା ସଲମାନ ଖାନ ମଧ୍ୟ ତାଙ୍କ...

ସିନେମା ହଲ୍‌ରେ ରିଲିଜ୍‌ ହେଲା ସୁଶାନ୍ତଙ୍କ ଶେଷ ଫିଲ୍ମ

ମୁମ୍ବାଇ: ବଲିଉଡ୍‌ ଭର୍ସାଟାଇଲ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଅଛନ୍ତି। ତାଙ୍କ ମୃତ୍ୟୁକୁ ନେଇ ବିଦେଶର ପ୍ରଂଶସକ...

ମା’ କୋଳ ସ୍ବର୍ଗ

ବଲିଉଡ ଅଭିନେତା ସଲମାନ ଖାନ ଇଣ୍ଡଷ୍ଟ୍ରିର ଭାଇଜାନ ଭାବେ ଜଣାଶୁଣା। ସଲମାନ ତାଙ୍କ ପରିବାରକୁ ବହୁତ ଭଲ ପାଆନ୍ତି। ସେ ଏବେ ଫିଲ୍ମର ଶୁଟିଂରେ ବ୍ୟସ୍ତ...

ସ୍ତ୍ରୀଙ୍କ ଗୋଟିଏ ନିଷ୍ପତ୍ତି ବଦଳାଇ ଦେଇଥିଲା କେକେଙ୍କ ଭାଗ୍ୟ, ଜାଣିଲେ…

ଭେଟେରାନ ଗାୟକ କେକେ ଆଉ ଏ ଦୁନିଆରେ ନାହାନ୍ତି। କେକେଙ୍କ ପରଲୋକେ ପରେ ତାଙ୍କ ସବୁ ପୂର୍ବ କଥାକୁ ମନେପକାଉଛନ୍ତି ତାଙ୍କ ପ୍ରଂଶସକ । ଏକଦା...

ଫିଲ୍ମର ଉଲଗ୍ନ ଦୃଶ୍ୟ ଯୋଗୁ ରାତି ସାରା କାନ୍ଦୁଥିଲେ ଏହି ଅଭିନେତ୍ରୀ, ଶୁଟିଂ ବେଳେ କେବଳ ରହୁଥିଲେ ନିର୍ଦ୍ଦେଶକ

ବମ୍ବେ: ୫୫ ବର୍ଷରେ ପାଦ ରଖିଛନ୍ତି ବଣ୍ଡିତ୍‌ କୁଇନ୍‌ ନାମରେ ଖ୍ୟାତ ସୀମା ବିଶ୍ୱାସ। ଫୁଲନ ଦେବୀଙ୍କ ବାସ୍ତବ ଜୀବନ ଉପରେ ଆଧାରିତ ଫିଲ୍ମରେ ସୀମା...

ଆଖି ଖାଇପାରେ ଧୋକା: ଅଭିନେତ୍ରୀଙ୍କ ଭଳି ଚେହେରା ପାଇ ଚର୍ଚ୍ଚାରେ ଏସବୁ ଟିକ୍‌ଟକ୍‌ କଳାକାର

ବମ୍ବେ: ଆଜିର ଅତ୍ୟାଧୁନିକ ଯୁଗରେ ଦିନକୁ ଦିନ ବଢ଼ିଚାଲିଛି ସୋସିଆଲ ମିଡିଆର ବ୍ୟବହାର। ଅନେକେ ଏଥିରେ ନିଜର ପ୍ରତିଭା ଦେଖାଇ ରାତାରାତି ପାଲଟି ଯାଉଛନ୍ତି ଷ୍ଟାର।...

ପ୍ରେମିକ ଆଉ ସ୍ବାମୀ ଭିତରେ ବହୁତ ଫରକ କହିଲେ ପ୍ରିୟଙ୍କା

ବଲିଉଡ୍‌ରୁ ହଲିଉଡ୍‌ ପର୍ଯ୍ୟନ୍ତ ନିଜର ଭିନ୍ନଭିନ୍ନ ପରିଚୟ ସୃଷ୍ଟି କରିଚାଲିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା – ନିକ୍‌ ଜୋନାସ ୨୦୧୮ ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧି...

ଜାଣନ୍ତୁ ‘ସାବାସ ମିଠୁ’ର ବଜେଟକୁ ନେଇ କ’ଣ କହିଲେ ତାପସୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁ ଏବେ ତାଙ୍କର ନୂଆ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଭାରତୀୟ ମହିଳା କ୍ରିକେଟ ଟିମ୍‌ର ପୂର୍ବତନ କ୍ୟାପ୍ଟେନ ମିତାଲି...

Advertisement
Archives

Model This Week