ସୁଶାନ୍ତଙ୍କ ପ୍ରତ୍ୟେକ ଟି-ଶର୍ଟରେ ଲେଖାଥିଲା ଏପରି କିଛି ବାର୍ତ୍ତା

ସୁଶାନ୍ତ ସିଂ ରାଜପୁତ୍‌ ବଲିଉଡ୍‌ର କେବଳ ଜଣେ ଭଲ ଅଭିନେତା ନ ଥିଲେ, ବରଂ ସେ ଜଣେ ଭଲ ମଣିଷ ମଧ୍ୟ ଥିଲେ। ଯାହା ସେ ପିନ୍ଧୁଥିବା ପୋଷାକରୁ ଜଣାପଡୁଛି। ସୁଶାନ୍ତଙ୍କୁ ଅନେକ ସମୟରେ ସ୍ଲୋଗାନ ଲେଖାଥିବା ଟି-ଶର୍ଟ ପିନ୍ଧୁଥିଲେ। ଯେଉଁଥିରେ କିଛି ନା କିଛି ଶିକ୍ଷଣୀୟ ବାର୍ତ୍ତା ଲେଖାଯାଇଥାଏ।

ତେବେ ଜାଣନ୍ତୁ ସୁଶାନ୍ତଙ୍କ ସେହି ଟି-ଶର୍ଟରେ କ’ଣ ଥିଲା ବାର୍ତ୍ତା

ପ୍ରାୟତଃ ବଡ଼ବଡ଼ କଳାକାରଙ୍କୁ ଅନୁରୋଧ କରି ଫଟୋ ଉଠାଇବାକୁ କେତେଜଣ ଚାହିଁଥାନ୍ତି। ଅନେକ ସମୟରେ ସେମାନେ ତାଙ୍କ ପଛରେ ପଡ଼ିଯାଇଥାନ୍ତି। ସୁଶାନ୍ତ ଏପରି କରିବାକୁ ମନା କରିବା ଅପେକ୍ଷା ଫଟୋ ଉଠାଇବାକୁ ଅନୁମତି ନ ଥିବା ତାଙ୍କ ଶର୍ଟରେ ବାର୍ତ୍ତା ଦେଇଥିଲେ।

ସୁଶାନ୍ତ ସିଂଙ୍କ ବ୍ୟକ୍ତିଗତ ଜୀବନ ତାଙ୍କ ଅଭିନୟ ପରି ଅନେକ ସମୟରେ ଚର୍ଚ୍ଚାରେ ରହୁଥିଲା। ତା’ପରେ ଅଙ୍କିତା ଲୋଖଣ୍ଡେଙ୍କ ସହ ଲାଇଭ୍‌ରେ ରହିବା ପରେ ତାଙ୍କର ବ୍ରେକଅପ୍‌ ହୋଇଥିଲା। ମାତ୍ର ଟି-ଶର୍ଟରେ ଏକାକୀ ଜୀବନ ଆରାମଦାୟକ ଲେଖାଯାଇଥିଲା।

ସୁଶାନ୍ତଙ୍କ ଏକ କଳା ରଙ୍ଗର ଟି-ଶର୍ଟରେ ଭାଇଚାରା ସମ୍ପର୍କରେ ଲେଖାଯାଇଥିଲା, ଯାହା ଏକ ଗଭୀର ବାର୍ତ୍ତା ଦେଇଥିଲା। ଏହି ଶର୍ଟର ପଛରେ ଲେଖାଯାଇଥିଲା ‘ମୋ ଭାଇ ମୋ’ ବାମରେ, ମୋ’ ଭାଇ ମୋ’ ଡାହାଣରେ ଆମେ ଏକାଠି ଠିଆ ହେବା, ଆମେ ଏକାଠି ଲଢ଼ିବା।

ସେ ଜଣେ ସତ୍ୟ ଓ ଆଧ୍ୟାତ୍ମିକ ପ୍ରେମୀ ମଣିଷ ଥିଲେ। ଏହା ତାଙ୍କର ଏକ ଧଳା ରଙ୍ଗର ପୋଷାକରେ ଦିଆଯାଇଥିବା ବାର୍ତ୍ତାରୁ ଜଣାପଡ଼ିଛି। ଯେଉଁଥିରେ ଲେଖା ଅଛି, ସତ୍ୟ ଆପଣଙ୍କୁ ମୁକ୍ତି ଦେବ।

ସୁଶାନ୍ତଙ୍କ କଳା ରଙ୍ଗର ଟି-ଶର୍ଟରେ ଖେଳର ଦୃଶ୍ୟ ଦେଖିବାକୁ ମିଳିଛି। ଯେଉଁଥିରେ ମନ ଅନୁଯାୟୀ ‘ସାଇକୋ’ ଲେଖାଯାଇଛି।

ସୁଶାନ୍ତ ସିଂ ସ୍ବପ୍ନ ଦେଖିବାକୁ ଭଲ ପାଉଥିଲେ, ଏହା ତାଙ୍କ ଟି-ଶର୍ଟରୁ ସ୍ପଷ୍ଟ ହୋଇଛି। ଯାହା ଇଂରାଜୀରେ ‘ଡ୍ରିମର’ଭାବରେ ଲେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଗ୍‌ରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ପାପଡ଼ାହାଣ୍ଡି, ୭।୯ (ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍‌ ମୈଦଲପୁର ଥାନା ପୋଲିସ ସୋମବାର ରାସ୍ତାକଡ଼ରେ ପଡ଼ିଥିବା ବ୍ୟାଗ୍‌ରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରିଛି।…

ସଇଁତଳାକୁ ଏନଏସି ମାନ୍ୟତା ଦାବି ଜୋର ଧରିଲା:ସାମିଲ ହେଲେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତା

ବଲାଙ୍ଗୀର, ୭।୯(ସୁନିଲ କୁମାର ମହାନ୍ତି): ସଇଁତଳାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ମାନ୍ୟତା ପ୍ରଦାନ ଦାବିରେ ଚାଲିଥିବା ଧାରଣା ଆଜି ଷଷ୍ଠ ଦିନରେ ପହଞ୍ଚିଛି। ଏହି ଧାରଣାସ୍ଥଳରେ…

ଇଶାନଙ୍କ ବଡ଼ ଉପଲବ୍ଧି: ସ୍ବତନ୍ତ୍ର କ୍ଲବ୍‌ରେ ହେଲେ ସାମିଲ

ଚେନ୍ନାଇ,୭ା୯: ଭାରତୀୟ ବ୍ୟାଟର ଇଶାନ କିଷନ ସୋମବାର ମହାନ ଭାରତୀୟ ବ୍ୟାଟର କ୍ଲବରେ ସ୍ଥାନ ପାଇଛନ୍ତି। ସେ ଦେଶର ଷଷ୍ଠ ବ୍ୟାଟର ଭାବେ ଦୁଲୀପ ଟ୍ରଫି ଫାଇନାଲରେ…

ଏହି ୩ ରାଶିଙ୍କ ଉପରେ ପଡିଲା କେତୁଙ୍କ ଶୁଭ ଦୃଷ୍ଟି: ୯୦ ଦିନ ଯାଏ ରହିଛି ଗୋଲ୍ଡେନ ଟାଇମ, ପ୍ରତି କାମରେ ମିଳିବ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ କେତୁଙ୍କୁ ମୋକ୍ଷ, ଆଧ୍ୟାତ୍ମିକତା ଓ ଅନ୍ତର୍ଜ୍ଞାନର କାରକ ଗ୍ରହ ବୋଲି ମନେ କରାଯାଏ। ବର୍ତ୍ତମାନ କେତୁ ସିଂହ ରାଶିରେ ମଘା ନକ୍ଷତ୍ରରେ ଅବସ୍ଥାନ କରୁଛନ୍ତି।…

ଭାରତୀୟ କ୍ରିକେଟ ପାଇଁ ଐତିହାସିକ ଦିନ ହେବ ଅକ୍ଟୋବର ୩: ଜାଣନ୍ତୁ କାହିଁକି..

ନୂଆଦିଲ୍ଲୀ,୭।୯: ଭାରତୀୟ କ୍ରିକେଟ ପାଇଁ ଆସନ୍ତା ୩ ଅକ୍ଟୋବର ଏକ ଐତିହାସିକ ଦିନ ହୋଇପାରେ। ଯଦି ଟିମ ଇଣ୍ଡିଆ ୨୦୨୬ ଏସିଆନ ଗେମ୍ସରେ ପୁରୁଷ କ୍ରିକେଟରେ ଗୋଲ୍ଡ…

ଆପତ୍ତିଜନକ ଇଙ୍ଗିତ କରିବା ପାକିସ୍ତାନ ଅଧିନାୟିକାଙ୍କୁ ପଡ଼ିଲା ମହଙ୍ଗା

ଦୁବାଇ, ୭ା୯: ପାକିସ୍ତାନ ଅଧିନାୟିକା ଫାତିମା ସାନାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୧୦ ପ୍ରତିଶତ ଜରିମାନା କରାଯାଇଛି। ଶନିବାର ଚଳିତ ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ର…

୧୮୬ ଯାତ୍ରୀଙ୍କୁ ନେଇ ଯାଉଥିଲା ବିମାନ, ମଝି ଆକାଶରେ ଘଟିଲା…

ନୂଆଦିଲ୍ଲୀ,୭।୯: ସୋମବାର କୁଆଲାଲମ୍ପୁରରୁ ଜେଦ୍ଦା ଯାଉଥିବା ମାଲେସିଆ ଏୟାରଲାଇନ୍ସର ଏକ ବିମାନର ଇଞ୍ଜିନରେ ବୈଷୟିକ ତ୍ରୁଟି ଦେଖାଦେବାରୁ ଏହାକୁ ଚେନ୍ନାଇ ଅଭିମୁଖେ ଡାଇଭର୍ଟ କରାଯାଇଥିଲା। ବିମାନରେ ୧୮୬…

ଭଉଣୀଙ୍କୁ ଗୁଳି କରି ହତ୍ୟା କରିଥିଲେ ଭାଇ, କୋର୍ଟ ଶୁଣାଇଲେ କଠୋର ଦଣ୍ଡ

କେନ୍ଦୁଝର,୭ା୯ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଦୌରାଜଜ୍‌ ଗୋପାଳ ଚନ୍ଦ୍ର ବେହେରା ସୋମବାର ଏକ ହତ୍ୟା ମାମଲାରେ ଶୁଣାଣି କରି ଅଭିଯୁକ୍ତ ପ୍ରସନ୍ନ ବାରିକଙ୍କୁ ଆଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri