ସୁଶାନ୍ତଙ୍କୁ କେବଳ ଅଙ୍କିତା ପାରିଥାନ୍ତେ ବଞ୍ଚାଇ

ମୁମ୍ବାଇ, ୨୦।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ଏବେ ବହୁ ଲୋକ ଭିନ୍ନ ଭିନ୍ନ ମନ୍ତବ୍ୟ ସୋସିଆଲ୍‌ ମିଡ଼ିଆରେ ଦେଉଥିବାର ଦେଖିବାକୁ ମିଳୁଛି। ସୁଶାନ୍ତଙ୍କୁ କେବଳ ତାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ହିଁ ବଞ୍ଚାଇ ପାରିଥାନ୍ତେ ବୋଲି ଉଭୟଙ୍କର ସାଙ୍ଗ ସନ୍ଦିପ ସିଂ କହିଛନ୍ତି। ସେ ସୁଶାନ୍ତ ଏବଂ ଅଙ୍କିତାଙ୍କ ସମ୍ପର୍କକୁ ଭଲ ଭାବେ ଜାଣିଥିଲେ। ଏନେଇ ସନ୍ଦିପ ସୋସିଆଲ୍‌ ମିଡ଼ିଆରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଅଙ୍କିତା ତୁମେ ହିଁ ସୁଶାନ୍ତଙ୍କୁ ଭଲ ପାଉଥିଲା। ତୁମର ପ୍ରେମ ଶାଶ୍ୱତ ଥିଲା। ଅଲଗା ହେବା ପରେ ମଧ୍ୟ ତୁମେ ସୁଶାନ୍ତଙ୍କୁ ଭୁଲି ପାରିନାହଁ। ତୁମେ ଚେଷ୍ଟା କରିଥିଲେ ହୁଏତ ଏଭଳି ଘଟଣା ଘଟି ନ ଥାନ୍ତା। ସନ୍ଦିପଙ୍କ ଏଭଳି ମନ୍ତବ୍ୟ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ରଣବୀର ଭର୍ସେସ ୱାଇଲ୍ଡ ୱିଥ ବେୟର ଗ୍ରିଲ୍ସରେ ଦେଖିବାକୁ ମିଳିବ ଅଭିନେତାଙ୍କ ଭିନ୍ନ ଅନ୍ଦାଜ

ମୁମ୍ବାଇ: ନେଟଫ୍ଲିକ୍ସ ଇଣ୍ଡିଆ ଓ ରଣବୀର ସିଂ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଜଏଣ୍ଟ ପୋଷ୍ଟ ଶେୟାର କରିଛନ୍ତି । ଏହି ଭିଡିଓରେ ରଣବୀର ସିଂ...

‘ପଠାନ’ ପରେ ଶାହରୁଖଙ୍କ ଏହି ସୁପରହିଟ୍‌ ଫିଲ୍ମ ପୁଣିଥରେ ହଲ୍‌ରେ ଦେଖିପାରିବେ ଦର୍ଶକ

ମୁମ୍ବାଇ: ସୁପରଷ୍ଟାର ଶାହାରୁଖ ଖାନଙ୍କ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ୮୦୦ରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର କରି ରେକର୍ଡ ସୃଷ୍ଟି କରିଛି। ଏହି ସମୟରେ ଶାହାରୁଖଙ୍କ...

ଏପ୍ରିଲ ୨୫ ଦୂରଦର୍ଶନ ଇତିହାସରେ ଗୁରୁତ୍ୱପୂର୍ଣ୍ଣ: ଏହିଦିନ ଆରମ୍ଭ ହୋଇଥିଲା ରଙ୍ଗୀନ ପ୍ରସାରଣ

ମୁମ୍ବାଇ: ଠିକ୍‌ ଆଜିର ଦିନ ଅର୍ଥାତ୍‌ ଏପ୍ରିଲ ୨୫ ଦୂରଦର୍ଶନ ଇତିହାସରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୧୯୮୨ ମସିହାରେ ଏହି ଚ୍ୟାନେଲ ପ୍ରଥମେ ରଙ୍ଗୀନ ପ୍ରସାରଣ ପରୀକ୍ଷା...

ଜୁନ ୧୦ରେ ରିଲଜ୍ ହେବ ‘ଜନହିତ ମେ ଜାରି’

ମୁମ୍ବାଇ: ଜୁନ୍ ୧୦ରେ ସିନେମା ହଲରେ ରିଲିଜ୍ ହେବ ସୋସିଆଲ କମେଡି ଫିଲ୍ମ ‘ଜନହିତ ମେ ଜାରି’ । ଜୟ ବସନ୍ତୁ ସିଂ ଏହାର ନିର୍ଦ୍ଦେଶନା...

କାଲି ରିଲିଜ୍‌ ହେବ ‘ଆର୍‌ଆର୍‌ଆର୍‌’, ଅନେକ ହଲରେ ଟିକେଟ୍‌ ଶେଷ

ରାତି ପାହିଲେ ରିଲିଜ୍‌ ହେବ ବହୁ ପ୍ରତୀକ୍ଷିତ ଫିଲ୍ମ‘ଆର୍‌ଆର୍‌ଆର୍‌’। ଶୁକ୍ରବାର ଫିଲ୍ମ ରିଲିଜ୍‌ ହେବାକୁ ଥିବା ବେଳେ ଦର୍ଶକଙ୍କ ବହୁ ଦିନର ଅପେକ୍ଷାର ଅନ୍ତ ଘଟିବ।...

ହଲିଉଡ୍‌ରେ ଏଣ୍ଟ୍ରି କରିବେ ଆଲିଆ

ମୁମ୍ବାଇ: ବଲିଉଡ୍‌ର ସବୁଠୁ ଟ୍ୟାଲେଣ୍ଟେଡ୍‌ ଅଭିନେତ୍ରୀଙ୍କ ମଧ୍ୟରୁ ଆଲିଆ ହେଉଛନ୍ତି ଜଣେ। ସେ ଫିଲ୍ମ ‘ରାଜି’, ‘ଡିଅର ଜିନ୍ଦେଗୀ’, ‘କପୁର ଆଣ୍ଡ୍‌ ସନ୍‌ସ’ରେ ଅଭିନୟ କରି...

ଜାଣନ୍ତୁ ‘କଶ୍ମୀର ଫାଇଲ୍ସ’ ଫିଲ୍ମ ପାଇଁ କେଉଁ ଷ୍ଟାରକାଷ୍ଟ କେତେ ଫି ନେଇଛନ୍ତି

ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଫିଲ୍ମ ‘କଶ୍ମୀର ଫାଇଲ୍ସ’କୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଜୋର ଧରିଛି। କମ୍‌ ବଜେଟରେ ନିର୍ମିତ ହୋଇଥିବା ଫିଲ୍ମଟି ବକ୍ସ ଅଫିସରେ...

ମା’ଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇ ଭାବପ୍ରବଣ ହେଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ, ଲେଖିଲେ ଏମିତି…

ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଥିବା ଅଭିନେତ୍ରୀଙ୍କ ମଧ୍ୟରୁ କଙ୍ଗନା ରଣାୱତ ଅନ୍ୟତମ। ପ୍ରତ୍ୟେକ ପ୍ରସଙ୍ଗରେ ସେ ନିଖୁଣ ଭାବରେ ତାଙ୍କର ମତ ରଖିଥାନ୍ତି। ଏହି...

Advertisement
Archives

Model This Week