ସାବୁନ୍‌ରେ ଧୋଇ ଶୁଖାଇବା ପରେ ବ୍ୟବହାର ହେଉଛି ନୋଟ୍‌

ନୂଆଦିଲ୍ଲୀ,୧୦।୪: କରୋନା କବଳରେ ଏବେ ସାରା ଦୁନିଆ। ଏହି ଭାଇରସ୍‌ ସମ୍ପର୍କରେ ପ୍ରତ୍ୟେକ ଦିନ ନୂଆ କଥା ସାମ୍ନାକୁ ଆସୁଛି। ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ନୋଟ୍‌ ମାଧ୍ୟମରେ ଭୂତାଣୁ ସଂକ୍ରମିତ ହେବା ଆଶଙ୍କା ରହିଥିବା ମଧ୍ୟ କୁହାଯାଉଛି। ତେଣୁ ଲୋକେ ଟଙ୍କା କାରବାର କରିବା ସମୟରେ ସତର୍କ ରହିବା ସହ ବାରମ୍ବାର ହାତ ଧୋଇବାକୁ ଲୋକଙ୍କୁ ସଚେତନ କରାଯାଉଛି। ହେଲେ କର୍ନାଟକର ମାଣ୍ଡ୍ୟା ଜିଲା ଅଧୀନ ଚୋକ୍କନାହଲ୍ଲୀ ଗାଁରେ ଭିନ୍ନ କଥା ଦେଖିବାକୁ ମିଳୁଛି। ସେଠାରେ ଲୋକେ କରୋନା ଭୟରେ ନୋଟ୍‌ଗୁଡ଼ିକୁ ସାବୁନ୍‌ରେ ଧୋଇ ଶୁଖାଇବା ପରେ ବ୍ୟବହାର କରୁଥିବା ଜଣାପଡ଼ିଛି। ସୋସିଆଲ୍‌ ମିଡିଆରେ ଅନେକ ଗୁଜବ ଓ ବିଭ୍ରାନ୍ତିକର ଭିଡିଓ ସମ୍ପର୍କରେ ଜାଣିବା ପରେ ସେଠାକାର ଲୋକେ ରିସ୍କ ନ ନେଇ ଅଧିକ ସଚେତନ ରହିଥିବା ଦେଖିବାକୁ ମିଳୁଛି। ୧୦୦, ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍‌ଗୁଡ଼ିକୁ ସେମାନେ ସାବୁନ୍‌ରେ ଧୋଇ ଖରାରେ ଶୁଖାଉଥିବା ଅନେକଙ୍କୁ ଚକିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ତ ରାସ୍ତାକୁ ଖାଲଖମାରୁ ମୁକ୍ତ କରିବାକୁ ଯୋଗୀ ସରକାରଙ୍କ ନିର୍ଦ୍ଦେଶ

ଲକ୍ଷ୍ନୌ,୧୮।୧୦: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଦେଶର ସମସ୍ତ ରାସ୍ତାକୁ ଖାଲଖମାରୁ ମୁକ୍ତ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ଲୋକଭବନରେ ଆୟୋଜିତ ହୋଇଥିବା ଏକ...

ମୋଦି ବ୍ୟବହାର କରୁଛନ୍ତି ଆଇଫୋନ୍‌-୬ ସ୍ମାର୍ଟଫୋନ୍‌; ଶାହଙ୍କ ପାଖରେ ଆଇଫୋନ୍‌ ଏକ୍ସ୍‌ଏସ୍‌

ନୂଆଦିଲ୍ଲୀ, ୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁରକ୍ଷା ଦୃଷ୍ଟିରୁ ଆଇଫୋନ୍‌-୬ ସିରିଜ୍‌ ସ୍ମାର୍ଟଫୋନ୍‌ ବ୍ୟବହାର କରୁଛନ୍ତି। ଆପଲ୍‌ ପକ୍ଷରୁ ଏହି ସିରିଜ୍‌ରେ ଆଇଫୋନ୍‌-୬, ଆଇଫୋନ୍‌-୬ ପ୍ଲସ୍‌,...

ସାନିଟାଇଜ୍‌ ହେଲା କର କ୍ଲିନିକ୍‌

ଭୁବନେଶ୍ୱର,୨୮ା୩ (ବ୍ୟୁରୋ): ଓଡ଼ିଶାର ତୃତୀୟ କରୋନା ଭାଇରସ୍‌ ସଂକ୍ରମିତ ବ୍ୟକ୍ତି ଜଣକ ଭୁବନେଶ୍ୱରସ୍ଥିତ କର କ୍ଲିନିକ୍‌ରେ ଚିକିତ୍ସିତ ହୋଇଥିଲେ। ପରେ ସେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି...

ଲକ୍‌ଡାଉନ୍‌ କୋହଳ ଅର୍ଥ ନୁହେଁ ‘ଅଲ୍‌ କ୍ଲିୟର’: ବାଗ୍‌ଚୀ

ଭୁବନେଶ୍ୱର,୬।୬(ବ୍ୟୁରୋ): ଜୁନ୍‌-ଜୁଲାଇର ସମ୍ଭାବ୍ୟ ପରିସ୍ଥିତି ମୂଳରେ ଗୋଟିଏ ଆତ୍ମସଚେତନତାର କଥା। ସେଇଟି ହେଲା ଲକ୍‌ଡାଉନ୍‌ରେ କୋହଳ ଅର୍ଥ ନୁହେଁ କରୋନାର ଶେଷ। ଏହା ମୁଖ୍ୟମନ୍ତ୍ରୀ କହିଛନ୍ତି।...

ଉଦାସ ଆଶ୍ରମ ପକ୍ଷରୁ ରନ୍ଧା ଖାଦ୍ୟ ପ୍ରଦାନ

ବାଲେଶ୍ୱର ଅଫିସ, ୨୦।୪: ଲକ୍‌ଡାଉନ ସମୟରେ ବାଲେଶ୍ୱରସ୍ଥିତ ହଳଦୀପଦା ଏବଂ ରୂପସାର ବିଭିନ୍ନ ସ୍ଥାନରେ ଯାଜପୁର ଜିଲା ସୋଲର ଛତିଆସ୍ଥିତ ଉଦାମ ଆଶ୍ରମ ପକ୍ଷରୁ ରବିବାର...

ପାର୍ବଣରେ ପାକିସ୍ତାନର ବଡ଼ ଷଡ଼ଯନ୍ତ୍ର: ସାମ୍ପ୍ରଦାୟିକ ଦଙ୍ଗା-ବାଟ୍‌ ଆକ୍ରମଣ ପାଇଁ ବ୍ଲୁପ୍ରିଣ୍ଟ୍‌ ପ୍ରସ୍ତୁତ

ନୂଆଦିଲ୍ଲୀ/ଇସଲାମାବାଦ୍‌, ୨୧।୧୦: ପାର୍ବଣ ଅବସରରେ ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଷଡ଼ଯନ୍ତ୍ର ରଚିଛି। ଦେଶରେ ସାମ୍ପ୍ରଦାୟିକ ଦଙ୍ଗା ଏବଂ ଏଲ୍‌ଓସିରେ ବାଟ୍‌...

ଇଭିଏମ୍‌ରେ ପଦ୍ମଫୁଲ ତଳେ ଭାଜପା ଲେଖାଯାଇଥିବା ଅଭିଯୋଗ ଆଣିଲା ବିରୋଧି

ନୂଆଦିଲ୍ଲୀ,୨୮।୪: ଇଭିଏମ୍‌ରେ ଭାରତୀୟ ଜନତା ପାର୍ଟି ଚିହ୍ନ ପଦ୍ମତଳେ ଭାଜପା ଲେଖାଯାଇଥିବା ଅଭିଯୋଗ ଆଣିଥିଲେ ବିରୋଧି। ଯାହାର ଏବେ ଜବାବ ରଖିଛନ୍ତି ନିର୍ବାଚନ କମିଶନ। ସେ...

ବିଷାକ୍ତ ମଦ ପିଇ ୩୦୦ ମୃତ

ତେହେରାନ,୨୮ା୩: ଘାତକ କୋଭିଡ୍‌-୧୯ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରି ମୁଣ୍ଡ ପରେ ମୁଣ୍ଡ ନେଇଚାଲିଛି। ଇରାନରେ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ୩୨,୩୩୨ରେ ପହଞ୍ଚତ୍ଥିବାବେଳେ...

Advertisement


Archives

Model This Week

Why Dharitri