ସାବଧାନ ! କରୋନା ସଂକ୍ରମଣ ପୂର୍ବରୁ ପାଦରେ ଦେଖାଦିଏ ଏଭଳି ଦାଗ

ମାଦ୍ରିଦ୍‌,୧୬।୪: କରୋନା ସଂକ୍ରମଣ ପୂର୍ବରୁ ଶରୀରରେ କେତେକ ଲକ୍ଷଣ ପାଇଥାଏ। ସେସବୁ ମଧ୍ୟରେ ଥଣ୍ଡା, କାଶ, ସର୍ଦ୍ଦି, ଜ୍ୱର, ଗଳା ଦରଜ ଆଦି ରହିଛି। ଏହାସହିତ କେତେକଙ୍କ ଘ୍ରାଣ ଶକ୍ତି କମି ଯାଉଥିବା କୁହାଯାଉଛି। ସେହିପରି କିଛି ଲୋକଙ୍କଠାରେ ଆଖି ପୋଡ଼ିବା ସମସ୍ୟା ମଧ୍ୟ ଦେଖାଦେଇଥାଏ। ତେବେ ଏହା ସହିତ ପାଦରେ ରକ୍ତ ଜମାଟ ବାନ୍ଧିବା ଭଳି ଦାଗ ମଧ୍ୟ ଦେଖାଦେଇଥାଏ ବୋଲି ସ୍ପେନ୍‌ର କେତେକ ଗବେଷକ ସୂଚନା ଦେଇଛନ୍ତି। ଏନେଇ ଏକ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି। ମିଳିମିଳା ଭଳି ଲାଲ୍‌ ଲାଲ୍‌ ଦାଗ ପାଦରେ କରୋନା ସଂକ୍ରମଣ ପୂର୍ବରୁ ଇଟାଲି, ସ୍ପେନ୍‌ ଏବଂ ଫ୍ରାନ୍ସ୍‌ର ବହୁ ଲୋକଙ୍କଠାରେ ଏଭଳି ଲକ୍ଷଣ ଦେଖାଦେଇଥିବା ସ୍ପାନିଶ୍‌ ଜେନେରାଲ କାଉନସିଲ୍‌ ଅଫ୍‌ ଅଫିସିଆଲ୍‌ ପେଡ଼ିଆଟ୍ରିକ୍‌ କଲେଜର ଗବେଷକ ଦାବି କରିଛନ୍ତି। ଏପରି ଲକ୍ଷଣ ଦେଖାଦେବା ପରେ ଶୀଘ୍ର ଚିକିତ୍ସା କଲେ ସଂକ୍ରମିତ ସୁସ୍ଥ ହୋଇ ଯାଉଥିବା ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଏକୁଟିଆ ୫୦ ଉତ୍ତର କୋରିଆ ସହିତ ସମାନ: ଆମେରିକାକୁ ନେତାନ୍ୟାହୁଙ୍କ ଚେତାବନୀ…

ଜେରୁଜେଲମ,୮।୫ : ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକାର ସଂସଦୀୟ ପ୍ରତିନିଧୀଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି କେବଳ ଏକୁଟିଆ ଇରାନ ୫୦ ଉତ୍ତର କୋରିଆ...

ଘୋଟିଲା ଯୁଦ୍ଧ ବାଦଲ

ବେଜିଂ/ତାଇପେଇ/ଓ୍ବାଶିଂଟନ,୫ା୮:ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ୟୁକ୍ରେନ୍‌ ଦଖଲ ଉଦ୍ୟମର ଦୁଷ୍ପରିଣାମ କେବଳ ଦୁଇ ପଡ଼ୋଶୀ ଭୋଗୁ ନାହାନ୍ତି। ଫେବୃୟାରୀ ୨୪ରୁ ଚାଲିଥିବା ଯୁଦ୍ଧ ସାରା ବିଶ୍ୱର...

CORONAVIRUS UPDATE: ରାଜ୍ୟରେ ଗୋଟିଏ ଦିନରେ ଚିହ୍ନଟ ହେଲେ ୩ ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ; ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର, ୨୬।୮(ବ୍ୟୁରୋ): ରାଜ୍ୟରେ ବୁଧବାର ଗୋଟିଏ ଦିନରେ ୩,୩୭୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭,୬୦୨ରେ ପହଞ୍ଚିଛି।...

CORONAVIRUS UPDATE: ମୟୂରଭଞ୍ଜରେ ଆଉ ଜଣେ ପଜିଟିଭ୍‌ ଚିହ୍ନଟ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୬କୁ ବୃଦ୍ଧି

ଭୁବନେଶ୍ୱର,୭।୫(ବ୍ୟୁରୋ): ରାଜ୍ୟରେ ଆଉ ଜଣେ କୋଭିଡ-୧୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଜଣଙ୍କ ମୟୂରଭଞ୍ଜର ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...

ସୈନ୍ୟ ଅଭିଯାନ ଅଧିକ ଜୋରଦାର କରିବାକୁ ପୁଟିନଙ୍କ ନିର୍ଦ୍ଦେଶ…

ମସ୍କୋ,୨୮।୫ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଶେଷ ହେବାର ନାମ ନେଉନାହିଁ। ଏଥି ସହିତ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ଅଞ୍ଚଳରେ ରୁଷିଆର...

ଆତ୍ମସମର୍ପଣ କଲେ ୩୧ ଆଇଏସ୍‌ ଆତଙ୍କବାଦୀ

କାବୁଲ,୧।୧୨: ପୂର୍ବ ନଙ୍ଗାହାରରେ ଆଫଗାନ ସୁରକ୍ଷାକର୍ମୀଙ୍କ ସାମ୍ନାରେ ୩୧ ଇସଲାମିକ ଷ୍ଟେଟ ଆତଙ୍କବାଦୀ ୬୨ ମହିଳା ଓ ଶିଶୁଙ୍କ ସହ ଆତ୍ମସମର୍ପଣ କରିଛନ୍ତି ବୋଲି ଆଫଗାନିସ୍ତାନ...

କଠୋର ହେବାକୁ ବାଧ୍ୟ କରନାହିଁ

ନୂଆଦିଲ୍ଲୀ,୮ା୫: ଅଦାଲତ ଅର୍ଡର ସତ୍ତ୍ୱେ କେନ୍ଦ୍ର ୭୦୦ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ ଯୋଗାଇ ଦେଉନାହିଁ ବୋଲି ଦିଲ୍ଲୀ ସରକାର ଅଭିଯୋଗ ଆଣିଛନ୍ତି। ଆମକୁ କଠୋର ହେବାକୁ...

କରୋନା ସଙ୍କଟ ମଧ୍ୟରେ ପାକିସ୍ତାନ ଖୋଲିବ କର୍ତ୍ତାରପୁର କରିଡର

ଇସ୍‌ଲାମାବାଦ୍‌,୨୭।୬: କରୋନା ଭାଇରସ୍‌ ସଙ୍କଟ ଯୋଗୁ ସାରା ବିଶ୍ୱରେ ଧାର୍ମିକ ସ୍ଥଳ ବନ୍ଦ ରଖାଯାଇଛି। ଲୋକଙ୍କୁ ସଂକ୍ରମଣରୁ ବଞ୍ଚାଇବା ପାଇଁ ପାକିସ୍ତାନ ମଧ୍ୟ କର୍ତ୍ତାରପୁର ସାହିବ...

Advertisement
Archives

Model This Week