ସର୍ବଭାରତୀୟ ବହୁଭାଷୀ ନାଟକ ପ୍ରତିଯୋଗିତା: ସମ୍ବୋଧନ, ଗାନ୍ଧୀଛକ ନାଟକ ମଞ୍ଚସ୍ଥ

ଦେବଗଡ଼,୧୩ା୧(ଡି.ଏନ.ଏ.) ଦେବଗଡ ଟାଉନ ହଲ୍‌ଠାରେ ନାଟ୍ୟାନୁଷ୍ଠାନ ଜାଗରଣ ଆର୍ଟ ଇଣ୍ଟର୍‌ ନ୍ୟାଶନାଲ ପକ୍ଷରୁ ୧୭ତମ ସର୍ବ ଭାରତୀୟ ବହୁଭାଷୀ କ୍ଷୁଦ୍ର ନାଟକ ଓ ନୃତ୍ୟ ପ୍ରତିଯୋଗିତାର ରବିବାର ତୃତୀୟ ସନ୍ଧ୍ୟାରେ ୨ଟି ନାଟକ ମଞ୍ଚସ୍ଥ ହୋଇଥିଲା। ଅତିଥି ଭାବେ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଜୟ କୁମାର ମିଶ୍ର ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସଭାପତି ଅଶୋକ କୁମାର ନନ୍ଦ, ଉପସଭାପତି ପ୍ରକାଶ ଦେବତା, ସମ୍ପାଦକ ସୁଜିତ କୁମାର ପାତ୍ରଙ୍କ ସମେତ ଆୟୋଜକ କର୍ମକର୍ତ୍ତା ଉପସ୍ଥିତ ଥିଲେ। ସନ୍ଧ୍ୟାର ପ୍ରଥମ ନାଟକ ଭାବେ ଝାରଖଣ୍ଡର ଝାରଖଣ୍ଡ ସାଂସ୍କୃତିକ ମଞ୍ଚ ପକ୍ଷରୁ ନାଟ୍ୟକାର ସୁନୀଲ ରାଜଙ୍କ ରଚିତ ଓ ଶିବଲାଲ ସାଗରଙ୍କ ନିର୍ଦେଶିତ ହିନ୍ଦୀ ନାଟକ ‘ସମ୍ବୋଧନ’ମଞ୍ଚସ୍ଥ ହୋଇଥିଲା। କଳାକାରଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ବାନ୍ଦି ରଖିଥିଲା। ଦ୍ୱିତୀୟ ନାଟକ ପଦ୍ମପୁରର ‘ଲୁ’ଅନୁଷ୍ଠାନ ପକ୍ଷରୁ ଅଶୌକ ମିଶ୍ରଙ୍କ ରଚିତ ଓ କେଶ ରଞ୍ଜନ ପ୍ରଧାନଙ୍କ ନିର୍ଦ୍ଦେିଶିତ ସମ୍ବଲପୁରୀ ନାଟକ ‘ଗାନ୍ଧୀଛକ’ମଞ୍ଚସ୍ଥ ହୋଇଥିଲା। ଶୀତୁଆ ସନ୍ଧ୍ୟାରେ ଦର୍ଶକ ଏହାକୁ ମନଭରୀ ଉପଭୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପର୍‌ମିଶନ ନ ଥାଇ ମୂଲ୍ୟବାନ ପଟା ଚାଲାଣ ଅଭିଯୋଗ

କାଲିମେଳା,୩୧।୧(ଡି.ଏନ.ଏ) ମାଲକାନଗିରି ଜିଲା କାଲିମେଳା ସଦର ମହକୁମାସ୍ଥିତ ଶିଶୁମନ୍ଦିର ବିଦ୍ୟାଳୟ ପଛପଟେ ଭଡା ଘରେ ରହୁଥିବା କାଲିମେଳା କେସିସି ବ୍ୟାଙ୍କ ମ୍ୟାନେଜର ଚୋରା କାଠପଟା ଚାଲାଣ କରୁଥିବା...

ନାଁକୁ ଚାଲିଛି ଜଗତ୍‌ସିଂହପୁର ଡିଷ୍ଟ୍ରିକ୍ଟ ପୋର୍ଟାଲ

ଜଗତ୍‌ସିଂହପୁର ଅଫିସ, ୧୨।୧୦: ଲୋକଙ୍କ ପାଖରେ ସହଜରେ ସୂଚନା ପହଞ୍ଚାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ସେଥିପାଇଁ ପ୍ରତି ଜିଲାରେ ପୋର୍ଟାଲ ରହିଛି।...

ଭୁଶୁଡ଼ି ପଡ଼ିଲା ପାନୀୟଜଳ ପ୍ରକଳ୍ପ

ପରଜଙ୍ଗ, ୪।୮(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ନୂଅଁାକୁଆଳୋ ଗ୍ରାମରେ ଗତ ଫେବୃୟାରୀରେ ଲୋକାର୍ପିତ ହୋଇଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଡିପ୍‌ଓ୍ବେଲ ଶନିବାର ଭୁଶୁଡ଼ି ପଡ଼ିଛି।...

ବଜ୍ରପାତରେ ଜଳିଗଲା ଦୁଇବଖରା : ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ମହାକାଳପଡ଼ା,୧୬।୧୦(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ପେଟଛେଲା ପଞ୍ଚାୟତସ୍ଥ ସ୍ଥାନୀୟ ବିବି କଲୋନୀ ଗ୍ରାମରେ ବୁଧବାର ହଠାତ୍‌ ବଜ୍ରପାତ ଘଟି ସୁକୁମାର ଦେବନାଥଙ୍କ ଦୁଇ...

ମିଳିଲା ମାନସଙ୍କ ହାତ ଲେଖା ଚିଠି

ଚାନ୍ଦବାଲି,୨୫।୩(ଡି.ଏନ୍‌.ଏ.): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍‌ ମାନସ ସ୍ବାଇଁ ହତ୍ୟା ମାମଲାରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ମୃତ୍ୟୁ ପୂର୍ବରୁ ମାନସ ଲେଖିଯାଇଥିବା ଚିଠି...

କାମାକ୍ଷାନଗରରେ ନୀତି ଆୟୋଗ ସଦସ୍ୟ: ଶିକ୍ଷା, ବିଦ୍ୟୁତ୍‌ ବ୍ୟବସ୍ଥା ସ୍ଥିତି ପରିଖିଲେ

କାମାକ୍ଷାନଗର, ୧୮।୭(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ଅଞ୍ଚଳକୁ ଗୁରୁବାର ପରିଦର୍ଶନରେ ଆସିଥିଲେ ନୀତି ଆୟୋଗ ସଦସ୍ୟା ମାନ୍‌ସୀ ସିଂ। ଏହି ଅବସରରେ ସେ ବିଭିନ୍ନ ପ୍ରକଳ୍ପ,...

କଟକ ସହର ପାଇଁ ଗଣେଶ ପୂଜା ଗାଇଡଲାଇନ୍‌

କଟକ ଅଫିସ,୩୧।୮: ସିଏମ୍‌ସି ପକ୍ଷରୁ ମଙ୍ଗଳବାର କଟକ ସହର ପାଇଁ ଗଣେଶ ପୂଜା ଗାଇଡଲାଇନ୍‌ ଜାରି କରାଯାଇଛି। ତଦନୁଯାୟୀ, ମଣ୍ଡପ ତଥା ପେଣ୍ଡାଲରେ ପୂଜା ଲାଗି...

ଯୁବତୀଙ୍କ ଚୁଟି କାଟି ବିଷ ପିଆଇଦେଲେ

ସମ୍ବଲପୁର,୨୫ା୫(ବ୍ୟୁରୋ): ସମ୍ବଲପୁର ଜିଲା ଧମା ଥାନା ଅଞ୍ଚଳରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁର୍ବୃତ୍ତମାନେ ଘରେ ପଶି ଜଣେ ଯୁବତୀଙ୍କ ଚୁଟି କାଟି...

Advertisement
Archives

Model This Week