Posted inଫୁରସତ

ସର୍କସରୁ ମୁକ୍ତ ହେବାର ପଞ୍ଚମ ବାର୍ଷିକୀ ପାଳନ କଲେ ୪ ହାତୀ

ମଥୁରା,୧୭।୫: ସର୍କସରେ ଖେଳ ଦେଖାଉଥିବା ହାତୀ ସ୍ବାଧୀନତା ଦିବସ ପାଳନ କରିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ତେବେ ମଥୁରାର ହାତୀ ସଂରକ୍ଷଣ କେନ୍ଦ୍ରରେ ଥିବା ୪ ହାତୀ ଏଭଳି କରିଛନ୍ତି। ସଂରକ୍ଷଣ କେନ୍ଦ୍ରରେ ସେମାନେ ୨୦୧୫ଠାରୁ ଗତ ୫ ବର୍ଷ ଧରି ରହିଛନ୍ତି। ହାତୀମାନଙ୍କୁ ବନ୍ୟପ୍ରାଣୀ ସଂଗଠନ ପକ୍ଷରୁ ଉଦ୍ଧାର କରାଯାଇଥିଲା। ସର୍କସରୁ ମୁକ୍ତି ପାଇବାର ପଞ୍ଚମ ବାର୍ଷିକୀରେ ସଂରକ୍ଷଣ କେନ୍ଦ୍ର କର୍ମଚାରୀ ସେମାନଙ୍କ ପାଇଁ ବିଭିନ୍ନ ପନିପରିବା ଏବଂ ଫଳରେ କେକ୍‌ ପ୍ରସ୍ତୁତ କରିଥିଲେ। ଏସବୁ ହାତୀଙ୍କ ନାମ ମେକ୍‌ ଡେମିଆ(ମେକ୍‌), ଓ୍ବାଲନଟ୍‌(ଓ୍ବଲି), କୋକୋନଟ୍‌(କୋକୋ) ଏବଂ ପିନଟ୍‌ ବୋଲି ସଂରକ୍ଷଣ କେନ୍ଦ୍ର ପକ୍ଷରୁ କୁହାଯାଇଛି। ମେକ୍‌ର ବୟସ ୨୭ ବର୍ଷ ହୋଇଥିବାବେଳେ ଓ୍ବଲିର ବୟସ ୨୩, କୋକୋର ବୟସ ୧୭ ଏବଂ ପିନଟ୍‌ର ବୟସ ୧୧ ବର୍ଷ ବୋଲି ବନ୍ୟପ୍ରାଣୀ ସଂଗଠନର ପ୍ରାଣୀ ଚିକିତ୍ସକ ଡ. ୟଦୁରାଜ ଖଡ଼ପେକର ସୂଚନା ଦେଇଛନ୍ତି। କୋକୋ ଏବଂ ପିନଟ୍‌ ଅଧିକ ଚଳଚଞ୍ଚଳ ରହୁଥିବାବେଳେ ଅନ୍ୟ ଦୁଇ ହାତୀ ପ୍ରାୟତଃ ସ୍ଥିର ରହୁଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଥ୍ରି ଇଡିୟଟ୍‌’ ଷ୍ଟାଇଲରେ ପ୍ରସବ

ଲକ୍ଷ୍ନୌ, ୧୯ା୧: ଅମୀର ଖାନଙ୍କ ଅଭିନୀତ ଲୋକପ୍ରିୟ ଚଳଚ୍ଚିତ୍ର ‘ଥ୍ରି ଇଡିୟଟ’ ଷ୍ଟାଇଲରେ ଜଣେ ଗର୍ଭବତୀଙ୍କ ପ୍ରସବ କରାଇଛନ୍ତି ଜଣେ ଦିବ୍ୟାଙ୍ଗ ଯୁବକ। ଉପସ୍ଥିତ ବୁଦ୍ଧି...

ମାଙ୍କଡ଼ର ଅନ୍‌ଲାଇନ ଶପିଂ

ବେଜିଂ: ସ୍ମାର୍ଟଫୋନ୍‌ ହେଉ କି କମ୍ପ୍ୟୁଟର ଏଥିରେ ଇଣ୍ଟରନେଟ୍‌ ସଂଯୋଗ କରି ଘରେ ବସି ଅନ୍‌ଲାଇନ୍‌ରେ ବିଭିନ୍ନ କାର୍ଯ୍ୟ ସହଜରେ କରିହେଉଛି। ଏସବୁ ଭିତରେ ଅନ୍‌ଲାଇନ୍‌...

ମୋର ଆଠ ଲାଭ, ତୁମର ଦୁଇ କ୍ଷତି !

ବନବାସ କାଳରେ ପ୍ରଭୁ ରାମ ଅଯୋଧ୍ୟାରୁ ପ୍ରସ୍ଥାନ କରି ପହଞ୍ଚିଲେ ଶୃଙ୍ଗବେରପୁରରେ l ସେଠାରେ ଗୁହକଙ୍କ ଆତିଥ୍ୟ ସ୍ବୀକାର କରି ପରଦିନ ଗଙ୍ଗା ପାର ହେବା...

ଏନ୍‌ଗେଜ୍‌ମେଣ୍ଟ ପିୟରସିଂ

ପିୟରସିଂର ଟ୍ରେଣ୍ଡ ତ ବହୁ ଆଗରୁ ଆରମ୍ଭ ହୋଇସାରିଛି। କିନ୍ତୁ ଏବେ ଏନ୍‌ଗେଜ୍‌ମେଣ୍ଟ ପିୟରସିଂ ଏକ ନୂଆ ଟ୍ରେଣ୍ଡ ଭାବେ ଉଭା ହୋଇଛି। ଏହାକୁ କେହି...

ବସ୍ତି ପିଲାଙ୍କୁ ଇଂରାଜୀ ପଢ଼ାଉଛନ୍ତି ଏହି ଛାତ୍ରୀ, ଛୁଟୁଛି ପ୍ରଶଂସାର ସୁଅ

ରାଞ୍ଚି,୭।୨: ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିର ଦେଓଘର କଲେଜର ଛାତ୍ରୀ ନେହା ପାଣ୍ଡେ ନିଜର ପାଠପଢ଼ା ସରିବା ପରେ ବସ୍ତି ଅଞ୍ଚଳର ପିଲାଙ୍କୁ ପାଠ ପଢ଼ାଇବା ଆରମ୍ଭ...

୫ ଫୁଟିଆ ଥାଳିରେ ପରଷାଯାଏ ଖାଦ୍ୟ

ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଭିନ୍ନ ଭିନ୍ନ ରେଷ୍ଟୁରାଣ୍ଟ ଭିନ୍ନ ଭିନ୍ନ ଉପାୟ ଆପଣାଏ। ରେଷ୍ଟୁରାଣ୍ଟର ମେନ୍ୟୁ ହେଉ ଅବା ସାଜସଜ୍ଜା ଅବା ହେଉ ଅଜବ...

ଏମିତି ଗଛକୁ ଚଢ଼ୁଛି ଭୟଙ୍କର ସାପ, ଦେଖିଲେ ଟାଙ୍କୁରି ଉଠିବ ଲୋମ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ହସର ଖୋରାକ ଯୋଗାଉଥିବା ବେଳେ...

ମହିଳାଙ୍କ ବ୍ୟାଗ୍‌ରେ ୪ ଫୁଟିଆ ସାପ

ମୁମ୍ବାଇ: ବିମାନ ଯାତ୍ରା ସମୟରେ ବିଭିନ୍ନ ଜିନିଷ ସାଙ୍ଗରେ ନେବାକୁ ବାରଣ ରହିଥାଏ। ଏଥିସହ ସମସ୍ତ ଜିନିଷକୁ ଭଲଭାବେ ଯାଞ୍ଚ କରାଯାଇଥାଏ। ଗତ ଡିସେମ୍ବର ୧୫ରେ...

Advertisement
Archives

Model This Week