ସମ୍ବଲପୁର, ୩୧।୩ (ବ୍ୟୁରୋ)- କରୋନା ଭୂତାଣୁ ପ୍ରତିଷେଧକ ଭାବେ ଜନତା କର୍ଫ୍ୟୁ ଓ ପରେ ୨୧ ଦିନ ଲକ୍ ଡାଉନ କରାଯାଇଛି । ମଙ୍ଗଳବାର ସପ୍ତମ ଦିନରେ ପହଞ୍ଚତ୍ଛି ଲକ୍ ଡାଉନ। କିନ୍ତୁ ସମ୍ବଲପୁର ସହରରେ ଗାଡିମୋଟର ବେଧଡ଼କ ଭାବେ ଗଡ଼ୁଛି। ଜିଲା ପୋଲିସ ମଧ୍ୟ ଜନସାଧାରଣଙ୍କ ସହ ଯୁକ୍ତିତର୍କ କରି ନ ପାରି ହାତ ଟେକି ଦେଇଛି। ହେଲମେଟ ଓ ମାସ୍କ ବ୍ୟବହାର ନ କରି ଜନସାଧରଣ ବେଧଡକ ଭାବେ ଯାତାୟତ କରୁଛନ୍ତି । ତେବେ ଏ ନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଲକ୍ ଡାଉନ ଲାଗି ଘରେ ରହିବାକୁ ଲୋକଙ୍କୁ କୁହାଯାଉଛି, କିନ୍ତୁ ସେମାନେ ଓଲଟା ଯୁକ୍ତିତର୍କ କରୁଛନ୍ତି।
Posted inଆମ ଜିଲା ଖବର, ସମ୍ବଲପୁର View All

ଚଳନ୍ତା ଅଟୋ ଉପରେ ପଡ଼ିଲା ଗଛ: ଓ୍ବାର୍ଡସଭ୍ୟା ମୃତ, ଯୁବକ ଗୁରୁତର
ଦାରିଙ୍ଗବାଡ଼ି,୨୪।୧୦(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡୁଲୁରୀ ଅଞ୍ଚଳରେ ଗୁରୁବାର ଏକ ଅଘଟଣ ଘଟିଛି। ଗଛ ପଡ଼ିଯିବାରୁ ଅଟୋରେ ଯାଉଥିବା ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ...

ରାୟଗଡ଼ା ଜିଲା ମତ୍ସ୍ୟ କାର୍ଯ୍ୟାଳୟ: କର୍ମଚାରୀ ଅଭାବ, ସଫଳ ହେଉନି ଯୋଜନା
ରାୟଗଡ଼ା ଅଫିସ, ୪।୨- ରାଜ୍ୟ ସରକାର ମତ୍ସ୍ୟଚାଷୀଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। ମତ୍ସ୍ୟ ପୋଖରୀ ଯୋଜନା, ମତ୍ସ୍ୟଜୀବୀ ପରିବାରର ପିଲାଙ୍କ ପାଇଁ ମେଧାବୃତ୍ତି ବ୍ୟବସ୍ଥା...

ବାଛରିକୁ ପିଟିପିଟି ମାରିଦେଲେ, ଯୁବକ ଗିରଫ
ବଇଣ୍ଡା,୯।୫(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ତଲେଇପଥର ଗ୍ରାମର ନଥିଲା ଭୋଇଙ୍କ ଏକ ବାଛୁରିକୁ ଶୁକ୍ରବାର ରାତିରେ କଟକ ଜିଲା ମାହାଙ୍ଗା ଥାନା ନିଆଳି ଗ୍ରାମର ଅମରେଶ୍ୱର...

ମୃତକଙ୍କ ସାଥୀ ପାଲଟିଛନ୍ତି ମହମ୍ମଦ ନୁହ
କେନ୍ଦ୍ରାପଡ଼ା ଅଫିସ,୩ା୧: କେନ୍ଦ୍ରାପଡ଼ା ସହର ଫକୀରାବାଦ ଗ୍ରାମର ମହମ୍ମଦ ନୁହ। ବୟସ ୬୬। ୧୬ ବର୍ଷ ଧରି ନିଃସ୍ବାର୍ଥପର ଭାବେ ନିଜ ସମ୍ପ୍ରଦାୟ ମୃତକଙ୍କ ସାଥୀ...

ଜନବସତିରେ ପଶିଲା ବାର୍ହା : ଲୋକେ ଆତଙ୍କିତ
ଉଦଳା,୨୮ା୫ (ଡି.ଏନ.ଏ) – ବନ୍ୟଜନ୍ତୁଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିିଛି ଜଙ୍ଗଲ। ଯାହାଫଳରେ ବିଭିନ୍ନ ସମୟରେ ସେମାନେ ଜନବସତି ମୁହଁ। ହେଉଛନ୍ତି। ମୟୂରଭଞ୍ଜ ଜିଲା ଉଦଳା ଏନଏସି...

ପ୍ରସାଦ ହିଁ ପାଉଣା
ଢେଙ୍କାନାଳ ଅଫିସ, ୧୮।୬ (ରତନ ନାୟାର): ଭାବର ଠାକୁର ସେ। ଭକ୍ତର ଭଗବାନ ବି। ଭାଗ୍ୟରେ ଥିଲେ ମିଳେ ବିଶ୍ୱନିୟନ୍ତାଙ୍କ ସେବା କରିବାର ସୁଯୋଗ। ରସିକରାଜଙ୍କ...

ବୈତରଣୀ ନଦୀବନ୍ଧ ମରଣଯନ୍ତା
ପାଣିକୋଇଲି,୧୮ା୪(ଡି.ଏନ.ଏ.): କୋରେଇ ବ୍ଲକ ଅନ୍ତର୍ଗତ ମୂଳାପାଳ ପଞ୍ଚାୟତ ସମ୍ପୂର୍ଣ୍ଣ ବୈତରଣୀ ନଦୀବନ୍ଧ କଡ଼ରେ ଅବସ୍ଥିତ। ତେବେ ବାଲିଗାଡ଼ି ଚଳାଚଳ ଫଳରେ ବନ୍ୟା ସମୟରେ ନଦୀବନ୍ଧ ଭାଙ୍ଗିବାର...
ଖୋର୍ଦ୍ଧାରୁ ବାଂଲାଦେଶକୁ ଗୋଚାଲାଣ
ଖୋର୍ଦ୍ଧା ଅଫିସ,୧୬ା୧୨: ଖୋର୍ଦ୍ଧା ଜିଲାରେ ବେଧଡ଼କ ଭାବେ ଗୋଚାଲାଣ ଚାଲିଛି। ଖୋର୍ଦ୍ଧା, ସଦର, ଜଙ୍କିଆ, ବେଗୁନିଆ, ବୋଲଗଡ଼ ଓ ଟାଙ୍ଗୀ ଅଞ୍ଚଳରୁ ଦୈନିକ ୧୬ ଓ...