ସଙ୍ଗରୋଧ କେନ୍ଦ୍ରରେ ଅନ୍ତେବାସୀଙ୍କ ହୋହଲ୍ଲା

ବୁଗୁଡ଼ା,୧୧ା୬(ଡି.ଏନ.ଏ)- ବୁଗୁଡ଼ା ବ୍ଲକ ଗୋଲିଆ ପଞ୍ଚାୟତସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ବୁଧବାର ରାତିରେ ନୂଆକରି ଆସିଥିବା ୧୬ଜଣ ଅନ୍ତେବାସୀ ହୋହଲ୍ଲା କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ସେମାନଙ୍କୁ ଅନ୍ୟଏକ ସଙ୍ଗରୋଧ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଉକ୍ତ ସଙ୍ଗରୋଧ କେନ୍ଦ୍ରରେ ଶହେରୁ ଉର୍ଦ୍ଧ୍ୱ ପ୍ରବାସୀ ରହୁଥିବାବେଳେ ଗତ ୯ ତାରିଖରେ ବି.କରଡ଼ାବାଡ଼ି, ନଗୁଡ଼ୁ ଓ ବି.ବ୍ରହ୍ମପୁର ଅଞ୍ଚଳର ୧୬ ଜଣ ଆସିଥିଲେ। ବୁଧବାର ସନ୍ଧ୍ୟାରେ ଅନ୍ତେବାସୀଙ୍କ ମନୋରଞ୍ଜନ ପାଇଁ ଦୃଷ୍ଟିବାଧିତ କଳାକାଳଙ୍କୁ ନେଇ ଭଜନ ସମାରୋହ ସାମାଜିକ ଦୂରତା ରକ୍ଷା କରି ଅନୁଷ୍ଠିତ ହୋଇଥିଲା। ଏହାପରେ ରାତ୍ରୀଭୋଜନ ଆରମ୍ଭ ହୋଇଥିଲା। ମାତ୍ର ନୂଆକରି ଆସିଥିବା ସମ୍ପୃକ୍ତ ୧୬ ଅନ୍ତେବାସୀ ଖାଦ୍ୟଦ୍ରବ୍ୟ ଫିଙ୍ଗା ଫୋପଡ଼ା ସହ ଗାଳିଗୁଲଜ କରିଥିଲେ। ପ୍ରଶାସନ ନିକଟରେ ଖବର ପହଞ୍ଚତ୍ବା ପରେ ଓଏସ୍‌ଡି ବିଜୟ କଅଁର ଓ ପୋଲିସ ପହଞ୍ଚତ୍ ସେମାନଙ୍କୁ ରାତାରାତି କଳମ୍ବ ସଙ୍ଗରୋଧ କେନ୍ଦ୍ରକୁ ସ୍ଥାନାନ୍ତର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ‘ବ୍ଲୁ ଲେକ୍‌’

ବାଲେଶ୍ୱର ଅଫିସ, ୨୬।୮-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ କେପିଲାଖରାଜପୁର ପଞ୍ଚାୟତ କାଠଗୋଚ୍ଛି ଅଞ୍ଚଳରେ ଥିବା ମନୁଷ୍ୟକୃତ ‘ବ୍ଲୁ ଲେକ୍‌’ ପର୍ଯ୍ୟଟକଙ୍କ ଲାଗି ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି।...

ପଲିଥିନ୍‌ ଧରପଗଡ଼: ୧୦କେ.ଜି. ଜବତ, ୫ହଜାର ଜରିମାନା ଆଦାୟ

ଖଣ୍ଡପଡା,୧୬।୧୧(ସ୍ବ.ପ୍ର.): ଖଣ୍ଡପଡା ସହରାଞ୍ଚଳର ମୁଖ୍ୟ ବଜାର ଓ ଗଳିକନ୍ଦିରେ ଥିବା ବ୍ୟବସାୟ ପ୍ରତିଷ୍ଠାନଗୁଡିକରେ ପଲିଥିନ୍‌ ବହୁଳ ବ୍ୟବହାର ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲା। ଏ...

କରୋନା ମୁକାବିଲା: ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ସହାୟତା ପ୍ରଦାନ

ପୁରୁଣାକଟକ, ୧୬୪(ଡି.ଏନ୍‌.ଏ.): ବୌଦ୍ଧ ଜିଲା ବିଜେଡି ଉପସଭାପତି ତଥା ହରଭଙ୍ଗା ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁବୋଧ କୁମାର ପ୍ରଧାନ ଗୁରୁବାର କୋଭିଡ-୧୯ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ...

ବେଆଇନ ଶ୍ମଶାନ ଚୁଲା, ମହିଳା ସମିତି ଘର ନିର୍ମାଣ

କୋଣାର୍କ,୧୮ା୯(ଡି.ଏନ୍‌.ଏ): କୋଣାର୍କ ଥାନା ଅଧୀନ ଅବଦାନ ପଞ୍ଚାୟତର ଏକ ଗୋଚର ଜମିରେ ଶ୍ମଶାନ ଚୁଲା ଓ ଗୋରୁ ପୋତା ହେଉଥିବା ଏକ ଜମିରେ ମହିଳା ସମିତି...

ଡାକ୍ତରଙ୍କ ବଦଳି ବାତିଲ ଦାବିରେ ବିକ୍ଷୋଭ

ବଇଣ୍ଡା, ୨୬ା୯(ଡି.ଏନ.ଏ.) – କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଚିତ୍ତରଞ୍ଜନ ସାହୁଙ୍କୁ ବୁଧବାର ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଠାକୁରଗଡ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ସପ୍ତାହକୁ ୩...

ବିଚ୍ଛିନ୍ନାଞ୍ଚଳରେ ଜରୁରିକାଳୀନ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ପହଞ୍ଚତ୍ଲା ୧୦୮ ଆମ୍ବୁଲାନ୍ସ ଲଞ୍ଚ

ଚିତ୍ରକୋଣ୍ଡା,୬।୧୨(ଡି.ଏନ.ଏ.)- ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ୫ଟି ପଞ୍ଚାୟତ ପଣଷପୁଟ, ଯୋଡ଼ମ୍ବ, ଅଣ୍ଡିରାପାଲି, ଯନ୍ତ୍ରୀ ଓ ଗାଜୁଲୁମାମୁଡ଼ି ପଞ୍ଚାୟତର ଜନସାଧାରଣଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ୧୦୮ ଆମ୍ବୁଲାନ୍ସ...

ଏସ୍‌ଭିଏମ୍‌ ମହାବିଦ୍ୟାଳୟରେ ୨ ଅଧ୍ୟାପକ ଗଣ୍ଡଗୋଳ ଘଟଣା: ଜଣେ ଅଧ୍ୟାପକଙ୍କ ସହ ୭ ଗିରଫ

ଜଗତ୍‌ସିଂହପୁର ଅଫିସ୍‌,୨୮ା୧: ଜଗତ୍‌ସିଂହପୁରସ୍ଥିତ ସ୍ବାମୀ ବିବେକାନନ୍ଦ ସ୍ମାରକୀ(ଏସ୍‌ଭିଏମ୍‌) ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ଅଧ୍ୟାପକ(ରିଡର) ଧୀରେନ ମହାନ୍ତି ଓ ଅଧ୍ୟାପକ ଜଗନ୍ନାଥ ବେହେରାଙ୍କ ମଧ୍ୟରେ ଗତ ୨୫ରେ...

ସିରିଜାପାଲିରେ ବୁଧବାର ସମିତି ସଭ୍ୟ ନିର୍ବାଚନକୁ ନେଇ ପ୍ରଶାସନ ପ୍ରସ୍ତୁତ

କେସିଙ୍ଗା, ୨୬।୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ସିରିଜାପାଲି ପଞ୍ଚାୟତରେ ବୁଧବାର ସମିତି ସଭ୍ୟ ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ମଙ୍ଗଳବାର କର୍ମଚାରୀମାନେ ଆବଶ୍ୟକୀୟ...

Coronavirus Update


Archives

Model This Week

Why Dharitri