ଶ୍ରୀମନ୍ଦିରରେ ପ୍ରବେଶ କଲେ ଦଇତାପତି ସେବକ

ପୁରୀ ଅଫିସ,୩।୬: ଆସନ୍ତା ୫ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା। ସ୍ନାନ ମଣ୍ଡପରେ ପ୍ରତ୍ୟକ୍ଷ ସ୍ନାନ କରିବେ ମହାପ୍ରଭୁ। ଏଥିପାଇଁ ଦାରୁବିଗ୍ରହଙ୍କୁ ପହଣ୍ଡିରେ ସ୍ନାନ ବେଦୀକୁ ଅଣାଯିବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ସେବା ପାଇଁ ବୁଧବାର ଦଇତାପତି ସେବକମାନେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି। ରାତିରେ ସେମାନେ ବାହୁତକଣ୍ଟ କରିବେ। ଗୁରୁବାର ସକାଳୁ ସେନାପଟା ଲାଗି ହେବ। ଏହସବୁ ନୀତି ପାଇଁ ଦଇତାପତି ସେବକମାନେ ଶ୍ରୀମନ୍ଦିରକୁ ପ୍ରବେଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେପୁର ଉପନିର୍ବାଚନ: ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀ ରୀତା ସାହୁ

ବରଗଡ଼ ଅଫିସ, ପଦ୍ମପୁର, ୩୦।୯(ଡି.ଏନ୍‌.ଏ.): ବିଜେପୁର ଉପନିର୍ବାଚନ ପାଇଁ ସୋମବାର ନାମାଙ୍କନପତ୍ର ଦାଖଲର ଶେଷ ଦିନ। କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡାଙ୍କ ପରେ ବିଜେଡି ପ୍ରାର୍ଥୀ...

ମାଛ ଧରାକୁ ନେଇ ସଂଘର୍ଷ ଘଟଣା: ୩ ମାମଲା ରୁଜୁ, ଗ୍ରାମରେ ପୋଲିସ ଛାଉଣୀ

ଗୋପାଳପୁର,୩ା୧୦-ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ରାମେୟାପାଟଣା ଓ ଚନ୍ଦନବାଡ଼ ଗ୍ରାମର ବାହୁଦା ନଦୀରେ ମାଛ ଧରିବାକୁ ନେଇ ମଙ୍ଗଳବାର ୨ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ...

୨୦ ସୁଦ୍ଧା ସମ୍ପୂର୍ଣ୍ଣ ତଥ୍ୟ ଦାଖଲ କର: ହାଇକୋର୍ଟ

କଟକ ଅଫିସ,୬।୭: କୋଭିଡ୍‌ଜନିତ ମୃତ୍ୟୁର ଅଡିଟ୍‌ ପ୍ରସଙ୍ଗରେ ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି ସୋମବାର ହାଇକୋର୍ଟରେ ହୋଇଥିଲା। ଏଥିରେ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିଥିଲେ।...

ଜିଲା ଚିକିତ୍ସାଳୟରୁ ୪ ଦଲାଲ ଗିରଫ

ଭଦ୍ରକ ଅଫିସ, ୨୭।୯- ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ‘ମୋ ସରକାର’ ଯୋଜନା ମାଧ୍ୟମରେ ରୋଗୀଙ୍କୁ...

୫ ରାଜ୍ୟରେ ଚାଲିଛି ଓଡ଼ିଆ ପାଠପଢ଼ା : ଅନ୍ୟ ରାଜ୍ୟର ଓଡ଼ିଆ ପିଲାଙ୍କ ପାଇଁ ହୋଇପାରୁନି ବ୍ୟବସ୍ଥା

ଭୁବନେଶ୍ୱର,୧୯।୮(ବ୍ୟୁରୋ) : ଓଡ଼ିଶାର ବହୁ ଲୋକ ଯାଇ ବାହାର ରାଜ୍ୟରେ ବସବାସ କରୁଛନ୍ତି। ଦେଶର ୨୮ଟି ରାଜ୍ୟ ମଧ୍ୟରୁ ମାତ୍ର ୫ଟି ରାଜ୍ୟରେ ରହୁଥିବା ଓଡ଼ିଆ...

‘କଳିଙ୍ଗ ଯୁଦ୍ଧର ଐତିହାସିକ ପ୍ରମାଣ ନାହିଁ’

ଭୁବନେଶ୍ୱର,୭।୧୨(ବ୍ୟୁରୋ): କଳିଙ୍ଗ ଯୁଦ୍ଧର ଐତିହାସିକ ପ୍ରମାଣ ନାହିଁ। ପ୍ରଚଳିତ ତଥ୍ୟ ଓ ଉପଲବ୍ଧ ଅଧ୍ୟୟନରୁ କଳିଙ୍ଗ ଯୁଦ୍ଧ ହୋଇଥିବାର କୌଣସି ପ୍ରମାଣ ମିଳିନାହିଁ। ଦୟାନଦୀ କୂଳରେ...

ଆରମ୍ଭ ହେଲା ପହଣ୍ଡି

ପୁରୀ ଅଫିସ,୯।୭: ଜନ୍ମବେଦୀରେ ସରିଲା ମହାପ୍ରଭୁଙ୍କ ଲୀଳାଖେଳା। ଭଉଣୀଙ୍କୁ ଧରି ଆଜି ଶ୍ରୀମନ୍ଦିରକୁ ଫେରିବେ ମହାପ୍ରଭୁ। ଭୋର୪ଟାରୁ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା। ଠାକୁରଙ୍କ ନୀତିକାନ୍ତି...

ଭତ୍ତାରେ ପୂରୁନି ପରିବାରର ପେଟ; ସାହା ଖୋଜୁଛନ୍ତି ୭୦ ବର୍ଷୀୟା ଚମ୍ପା

ଛେଣ୍ଡିପଦା,୧୪।୧୦(ସ୍ବ.ପ୍ର.) ରୋଗରେ ବୋହୂ ଓ ସାପ କାମୁଡ଼ାରେ ପୁଅର ମୃତ୍ୟୁ ପରେ ୩ ନାତୁଣୀନାତିଙ୍କ ଭରଣପୋଷଣ କରୁଛନ୍ତି ବୃଦ୍ଧା ଜେଜେମା’। ବର୍ଷ କେଇଟା ତଳେ ଦେହରେ ବଳ...

Advertisement
Archives

Model This Week