Posted inଜାତୀୟ

ଶୁଷ୍କ ହେଉଛି ହିମାଳୟ ସହରାଞ୍ଚଳ

ନୂଆଦିଲ୍ଲୀ,୨ା୩: ଭାରତର ହିମାଳୟ ପାର୍ବତ୍ୟାଞ୍ଚଳର ୫ ସହର ସମେତ ୪ ଦେଶର ୧୩ଟି ସହର କ୍ରମାଗତ ଭାବେ ଶୁଷ୍କ ହେବାରେ ଲାଗିଛି। ଏହି ଅଞ୍ଚଳରେ ପର୍ଯ୍ୟାପ୍ତ ଜଳ ରହିଥିଲେ ହେଁ ସହରାଞ୍ଚଳରେ ଜଳ ଦ୍ରୁତଗତିରେ କମିବାରେ ଲାଗିଛି। ହିନ୍ଦୁକୁଶ ହିମାଳୟ (ଏଚ୍‌କେଏଚ୍‌) ଅଞ୍ଚଳରେ ଥିବା ଏହି ସହରଗୁଡ଼ିକ ହେଲେ ମସୁରୀ, ଦେବପ୍ରୟାଗ, ସିଙ୍ଗଟାମ୍‌, କଲିମପୋଙ୍ଗ ଏବଂ ଦାର୍ଜିଲିଂ। ଅନ୍ୟ ୮ଟି ସହର ମଧ୍ୟରେ ରହିଛି ନେପାଳର କାଠମାଣ୍ଡୁ, ଭରତପୁର, ତାନସେନ, ଡାମୌଲି, ପାକିସ୍ତାନର ମୁରି ଓ ହାଭେଲିଆନ, ବାଂଲାଦେଶର ସିଲହେଟ ଏବଂ ଚିଟ୍ଟାଗଙ୍ଗ। ଉପଯୁକ୍ତ ଜଳପରିଚାଳନା ନ ହେବା, ସହରାଞ୍ଚଳରେ ପ୍ଲାନିଂର ଅଭାବ ଏବଂ ଜଳବାୟୁ ଜନିତ କାରଣରୁ ଏଭଳି ସଙ୍କଟ ଦେଖାଯାଉଛି। ଉପଲବ୍ଧ ଜଳ ଉତ୍ସର ଆନ୍ତଃସଂଯୋଗ, ଜଳଯୋଗାଣ ବ୍ୟବସ୍ଥା, ଦ୍ରୁତ ସହରୀକରଣ, ଚାହିଦା ବୃଦ୍ଧି ଜଳସଙ୍କଟର ଅନ୍ୟତମ ମୁଖ୍ୟ କାରଣ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଫେରିଆସ, ରାଜ୍ୟ ସଭା ସଦସ୍ୟଙ୍କ ବିଦାୟୀ ଭାଷଣରେ କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ, ୩୧।୩ : ରାଜ୍ୟ ସଭାର ୭୨ ଜଣ ଏମ୍‌ପିଙ୍କୁ ଗୁରୁବାର ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ସେମାନଙ୍କ ମଧ୍ୟରେ କପିଲ ସିବଲ, ପି ଚିଦାମ୍ବରମ, ଜୟରାମ...

ସ୍କୁଲ ଛାତ୍ରୀଙ୍କୁ ମାଡ଼ମାରିବା ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ରାଞ୍ଚି,୨୨ା୫: ଝାଡ଼ଖଣ୍ଡର ପାକୁରରେ ଜଣେ ସ୍କୁଲ ଛାତ୍ରୀଙ୍କୁ ଜନୈକ ଯୁବକ ଗୋଡ଼ାଇ ଗୋଡ଼ାଇ ପିଟୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି। ଏହି ଭିଡିଓ ଭାଇରାଲ୍‌...

ଯୌତୁକ ପାଇଁ ଶିବାଙ୍ଗୀ ଫେରାଇ ଦେଇଥିଲେ ବରଯାତ୍ରୀ: ଏବେ ବିବାହ ପାଇଁ ଯୁବକଙ୍କ ଲମ୍ବା ଲାଇନ୍‌

ଗ୍ବାଲିୟର,୨୧।୪: କିଛି ମାସ ତଳେ ଯୌତୁକ ପାଇଁ ମଧ୍ୟପ୍ରଦେଶ ଗ୍ବାଲିୟରର ଶିବାଙ୍ଗୀ ତାଙ୍କ ଘରକୁ ଆସିଥିବା ବରଯାତ୍ରୀଙ୍କୁ ଫେରାଇ ଦେଇଥିଲେ। ଏହା ପରେ ଶିବାଙ୍ଗୀ ନିଜ...

ରାଷ୍ଟ୍ରପତିଙ୍କ ହୋଇପାରେ ବାଇପାସ୍‌ ସର୍ଜରୀ

ନୂଆଦିଲ୍ଲୀ,୨୭।୩: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଶନିବାର ଏମ୍ସ ସ୍ଥାନାନ୍ତର କରାଯାଇଛି। ଏମ୍ସରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଚିକିତ୍ସା କରୁଥିବା ବିଶେଷଜ୍ଞ ଡାକ୍ତର ଟିମ୍‌ ରାଷ୍ଟ୍ରପତିଙ୍କ...

ଲାଲୁ ପ୍ରସାଦଙ୍କ ସୁରକ୍ଷାରେ ନିୟୋଜିତ ସବ୍‌ଇନ୍ସପେକ୍ଟରଙ୍କୁ ହତ୍ୟା

ରାଞ୍ଚି, ୩୧।୭: ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ରାଞ୍ଚିସ୍ଥିତ ଆର୍‌ଏମ୍‌ଏସ୍‌ରେ ଚିକିତ୍ସିତ ହେଉଛନ୍ତି। ଏଠାରେ ଲାଲୁଙ୍କ ସୁରକ୍ଷାରେ ନିୟୋଜିତ ଜଣେ ସବ୍‌ଇନ୍ସପେକ୍ଟର...

ବ୍ୟବସାୟୀଙ୍କ କ୍ରୋଧ: ଜାଳିଦେଲେ ଚାଇନା ସାମଗ୍ରୀ

ନୂଆଦିଲ୍ଲୀ,୨୨।୬: ଭାରତ-ଚାଇନା ମଧ୍ୟରେ ଲାଗିଥିବା ସୀମା ବିବାଦକୁ ନେଇ ଏବେ ଦିଲ୍ଲୀରେ ବ୍ୟବସାୟୀଙ୍କ କ୍ରୋଧ ଦେଖିବାକୁ ମିଳିଛି। କରୋଲ ବାଗରେ କନଫେଡେରେଶନ ଅଫ୍‌ ଅଲ୍‌ ଇଣ୍ଡିଆ...

୨୦୦ ଆସନ ଜିତି ଦିଦିଙ୍କୁ ବିଦାୟ ଦେବୁ: ଅମିତ ଶାହା

କୋଲକାତା,୧୧।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ଭାଜପାକୁ ଜିତାଇବାକେୁ ବଙ୍ଗଳାବାସୀଙ୍କୁ ନିବେଦନ କରିଛନ୍ତି। ଏହା ସହିତ ସେ ଏପ୍ରିଲ ୧୦ରେ କୁଚ ବିହାରସ୍ଥିତ...

୬୦ ରକମ ସିଗାରେଟ୍‌ ସାଙ୍ଗକୁ ୪୦ ପ୍ରକାର ମଦ ଭୋଗ

ଉଜେନ୍ନ: ଭୈରବ ଅଷ୍ଟମୀ ଅବସରରେ ମଧ୍ୟପ୍ରଦେଶ ଉଜେନ୍ନର ଭୈରବନାଥ ଠାକୁରଙ୍କ ନିକଟରେ ୧,୩୫୧ ପ୍ରକାରର ଭୋଗ ଲଗାଯାଇଛି। ଠାକୁରଙ୍କ ଭୋଗରେ ସିଗାରେଟ ଓ ମଦକୁ ମଧ୍ୟ...

Advertisement
Archives

Model This Week