ଶାଢ଼ିପିନ୍ଧା ଫଟୋ ଶେୟାର କଲେ ଅଦା

ମୁମ୍ବାଇ:ଲକ୍‌ଡାଉନ୍‌ ପାଇଁ ବଲିଉଡ୍‌ ତାରକାମାନେ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ରହୁଛନ୍ତି। ଫ୍ୟାନ୍‌ମାନଙ୍କ ମନୋରଞ୍ଜନ ପାଇଁ ଭିନ୍ନ ଭିନ୍ନ କାର୍ଯ୍ୟ କରି ଫଟୋ ଏବଂ ଭିଡିଓ ଶେୟାର କରୁଛନ୍ତି। କିଏ କୁକିଂ ତ ଆଉ କିଏ ଡ୍ୟାନ୍ସିଂ। ଆଉ କେହି ଓ୍ବାର୍କଆଉଟ୍‌ର ଭିଡିଓ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ନିକଟରେ ବଲିଉଡ୍‌ର ଚୁଲ୍‌ବୁଲି ଅଭିନେତ୍ରୀ ଅଦା ଶର୍ମା ନିଜ ଫ୍ୟାନ୍‌ମାନଙ୍କ ମନକଥା ବୁଝିବାକୁ ଯାଇ ଟ୍ରାଡିଶନାଲ ଗେଟ୍‌ଅପ୍‌ରେ ଏକ ଫଟୋ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏହି ଫଟୋରେ ଅଦା ଏକ ଅଫ୍‌ହ୍ବାଇଟ୍‌ ଟ୍ରାନ୍ସପରେଣ୍ଟ ଶାଢ଼ି ପିନ୍ଧିଛନ୍ତି। ଏଥିରେ ସେ ପୂରା ହଟ୍‌ ଦିଶୁଛନ୍ତି। ତାଙ୍କର ଏହି ଲୁକ୍ସକୁ ଫ୍ୟାନ୍‌ମାନେ ବେଶ୍‌ ପସନ୍ଦ କରିଛନ୍ତି। ଏହି ଫଟୋଟି ଭାଇରାଲ ହେବାରେ ଲାଗିଛି। ପ୍ରକାଶଥାଉ କି, ଅଦାଙ୍କ ଅଭିନୀତ କମାଣ୍ଡୋ ମୁଭିକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲର ନାଁ ଐଶ୍ୱର୍ଯ୍ୟା ରାୟ, ଜାଣନ୍ତୁ କାହିଁକି

ମୁମ୍ବାଇ: ପୂର୍ବତନ ବିଶ୍ୱସୁନ୍ଦରୀ ତଥା ନୀଳନୟନା ଐଶ୍ୱର୍ଯ୍ୟା ରାୟବଚ୍ଚନଙ୍କୁ ପ୍ରଶଂସକ ଖୁବ୍‌ ଭଲ ପାଆନ୍ତି। ଖାଲି ଦେଶରେ ନୁହେଁ, ବିଦେଶରେ ମଧ୍ୟ ଐଶ୍‌ଙ୍କ ଲୋକପ୍ରିୟତା ରହିଛି।...

ଫ୍ୟୁଜନ କରି ପ୍ରସିଦ୍ଧ

କେନ୍ଦୁଝର,୩୦ା୬: ୟୁଟ୍ୟୁବରେ କେନ୍ଦୁଝର ଜିଲା ବଡ଼ବିଲ ଅଞ୍ଚଳର ଜିତୁ ଶର୍ମା ନାମକ ଜଣେ ଯୁବକଙ୍କ ଏକ ଧାର୍ମିକ ସଙ୍ଗୀତ ଭିଡିଓ ଧମାକା କରିଛି। ଏହା ଶିବଙ୍କ...

୭.୫ କୋଟି ଟଙ୍କାରେ ଶୁଟିଂ ହେବ ସଲମାନ-ରଣଦୀପଙ୍କ ଫାଇଟ୍‌ ସିନ୍‌

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନଙ୍କ ଅପ୍‌ କମିଙ୍ଗ ଫିଲ୍ମ ‘ରାଧେ: ୟୋର ମୋଷ୍ଟ ଓ୍ବାଣ୍ଟେଡ ଭାଇ’ର ଶୁଟିଂ ଆରମ୍ଭ ହୋଇଯାଇଛି। ଏବେ ଫିଲ୍ମକୁ ନେଇ କିଛି...

ଅକ୍ଷୟଙ୍କ ସହ ରୋମାଣ୍ଟିକ୍‌ ହେଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ତାଙ୍କର ଆଗାମୀ ଫିଲ୍ମ ‘ପୃଥୀରାଜ’ ରିଲିଜ ନେଇ ବ୍ୟସ୍ତ ଅଛନ୍ତି। ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଅକ୍ଷୟଙ୍କର ଆଉ...

ସୋନମ କପୁରଙ୍କ ଲାଇଫରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ‘ସମୱାନ ସ୍ପେଶାଲ’

ମୁମ୍ବାଇ: ବଲିଉଡ୍ ନାୟିକା ସୋନମ କପୁର ଏବେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ଶନିବାର ସେ ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ସମସ୍ତଙ୍କୁ...

୨୦୨୨ ଆଇଏମ୍‌ଡିବି ଟପ୍‌-୧୦ ଭାରତୀୟ ଫିଲ୍ମ: ତାଲିକାରେ ମାତ୍ର ୨ ବଲିଉଡ୍‌ ଫିଲ୍ମ

୨୦୨୨ ବର୍ଷ ଫିଲ୍ମ ଜଗତର ତାରକାମାନଙ୍କ ପାଇଁ ଏକ ଖଟା ଏବଂ ମିଠା ଅନୁଭୂତି ଆଣିଦେଇଥିଲା। ବିଶେଷକରି ଚଳିତ ବର୍ଷ ବକ୍ସ ଅଫିସରେ ଜବରଦସ୍ତ ପ୍ରତିଯୋଗିତା...

୧୦ ଅଭିନେତ୍ରୀଙ୍କ ସହ ସଲମାନ କରିବେ ଏହି ଫିଲ୍ମ

ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ ଖାନ୍‌ଙ୍କ ବହୁତ ପ୍ରଂଶସକ। ସମସ୍ତେ ତାଙ୍କୁ ଖୁବ୍‌ ଭଲପାଆନ୍ତି। ପ୍ରଂଶସକ ଆଜି ବି ତାଙ୍କ ଫିଲ୍ମକୁ ଚାତକ ପରି ଚାହିଁ ବସିଥାନ୍ତି।...

ଯଦି କେବେ ମୃତ୍ୟୁ ଆସେ, ତେବେ କେକେଙ୍କ ପରି ଆସୁ: ସୋନା

ବମ୍ବେ: ଜୀବନରେ ଯଦି କେବେ ମୃତ୍ୟୁ ଆସେ, ତେବେ କେକେଙ୍କ ପରି ଆସୁ। କିଛି ଏଭଳି ଆଶା ରଖିଥିବା କହିଛନ୍ତି ଗାୟିକା ସୋନା ମହାପାତ୍ର। ଯଦି...

Advertisement
Archives

Model This Week