ଲିପ୍‌ ବାମ୍‌, ଫେସ୍‌ଓ୍ବାଶ ଓ ପରିଣିତି

ପରିଣିତି ଚୋପ୍ରାଙ୍କୁ ପ୍ରଥମେ ବ୍ରେକ୍‌ ମିଳିଥିଲା ‘ଲେଡିଜ୍‌ ଭର୍ସେସ ରିକି ବହଲ’ ସିନେମାରୁ। ପ୍ରଥମ ସିନେମାକୁ ନେଇ କାହିଁ କେତେ ଆଶା ବାନ୍ଧି ବସିଥିଲେ ସେ। ଫିଲ୍ମ ବି ସଫଳ ହେଲା । ପାଠ ପଢ଼ିବା ସମୟରେ ପରିଣିତି ନିଜକୁ ଜଣେ ମେଧାବୀ ଛାତ୍ରୀ ଭାବରେ ପରିଚିତ କରାଇପାରିଥିଲେ। ସେ ଟ୍ରିପିଲ୍‌ ଅନର୍ସ ଡିଗ୍ରୀ ହାସଲ କରିଥିଲେ। ଦ୍ୱାଦଶ ପରୀକ୍ଷାରେ ସେ ସର୍ବଭାରତୀୟସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିବା ସହ ରାଷ୍ଟ୍ରପତି ପୁରସ୍କାର ପାଇବାରେ ସକ୍ଷମ ହୋଇଥିଲେ। ଏରୋପ୍ଲେନ୍‌ ଲ୍ୟାଣ୍ଡିଂ କରିବା ସମୟରେ ତାଙ୍କୁ ଭାରି ଭୟ ଲାଗିଥାଏ। ଏହାବ୍ୟତୀତ ସେ ସାପ ଦେଖିଲେ ମଧ୍ୟ ଡରନ୍ତି। ଯୁଆଡେ ଗଲେ ପରିଣିତି ନିଜ ସାଙ୍ଗରେ ଲିପ୍‌ ବାମ୍‌ ଏବଂ ଫେସଓ୍ବାଶ ନେଇଥାଆନ୍ତି। ନିଜ କ୍ୟାରିୟର ସମ୍ପର୍କରେ ପରିଣିତି କହନ୍ତି, ‘ଲେଡିଜ୍‌ ଭର୍ସେସ ରିକି ବହଲ’ ଫିଲ୍ମ ଟି ମୋ ପାଇଁ ସ୍ମରଣୀୟ ହୋଇ ରହିବ। କାରଣ ଏହି ଚଳଚ୍ଚିତ୍ରଟି ପାଇଁ ମୁଁ ନବାଗତା ଅଭିନେତ୍ରୀ ଭାବରେ ସେହି ବର୍ଷ ୧୦ଟି ପୁରସ୍କାର ହାସଲ କରିଥିଲି। ଅଭିନୟକୁ କ୍ୟାରିୟର କରିବାକୁ ଏହା ମୋତେ ବେଶ୍‌ ପ୍ରେରଣାଦାୟକ ସାଜିଥିଲା।’


Enter your email to get our daily news in your inbox.

All Right Reserved By Dharitri.Com

ଅର୍ମେନିଆରେ ଛୁଟି କଟାଉଛନ୍ତି ସୁସ୍ମିତା

ମୁମ୍ବାଇ: ଭାଇ ରାଜୀବ ସେନଙ୍କ ବିବାହ ଉତ୍ସବ ଶେଷ ହେବା ପରେ ଏବେ ଅର୍ମେନିଆରେ ଛୁଟି କଟାଉଛନ୍ତି ସୁସ୍ମିତା ସେନ। ତାଙ୍କ ସହିତ ଅଛନ୍ତି ପ୍ରେମିକ...

ଦବଙ୍ଗ-୩ ଟ୍ରେଲର୍‌: ୧୬ ଘଣ୍ଟାରେ ୧୫ ମିଲିୟନ୍‌ରୁ ଅଧିକଥର ଦେଖିଲେଣି ଦର୍ଶକ

ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍‌ଙ୍କ ବହୁପ୍ରତୀକ୍ଷିତ ‘ଦବଙ୍ଗ-୩’ର ଟ୍ରେଲର ଇତିମଧ୍ୟରେ ରିଲିଜ୍‌ ହୋଇଯାଇଛି। ‘ଚୁଲବୁଲ୍‌ ପାଣ୍ଡେ’ ଚରିତ୍ରରେ ସଲ୍ଲୁ ପୁଣିଥରେ ଏହି ଦୀପାବଳିରେ ଦର୍ଶକଙ୍କ ମନୋରଞ୍ଜନ...

‘କଭି ଖୁସି କଭି ଗମ୍‌’କୁ ପୂରିଲା ୧୮ ବର୍ଷ

ମୁମ୍ବାଇ: ବଲିଉଡ୍‌ର ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ କରଣ ଜୋହରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କଭି ଖୁସି କଭି ଗମ୍‌’ ୟଶରାଜ ପ୍ରଡକ୍ସନର ସବୁଠାରୁ ହିଟ୍‌ ଫିଲ୍ମ ମଧ୍ୟରୁ...

ଜ୍ୟାକଲିନଙ୍କ ସହ ମନଖୋଲି ନାଚିଲେ ଭାଇଜାନ୍‌

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ଏବେ ତାଙ୍କ ଡ୍ୟାନ୍ସ ପାଇଁ ଅଛନ୍ତି ଚର୍ଚ୍ଚାରେ। ଏବେ ସେ ତାଙ୍କ ଅପ୍‌ କମିଙ୍ଗ ଫିଲ୍ମ ଦବଙ୍ଗ ୩ର...

ବାହୁବଳୀ ପରେ ରାମାୟଣକୁ ନେଇ ଫିଲ୍ମ କରିବେ ରାଜାମୌଳି !

ମୁମ୍ବାଇ: ରାମାୟଣକୁ ନେଇ ଲୋକଙ୍କ ଭିତରେ କେତେ କ୍ରେଜ୍‌ ରହିଛି ଏବେ ତାହା ସ୍ପଷ୍ଟ ବାରି ହୋଇ ପଡିଛି। ଦେଶରେ ଚାଲିଥିବା ଲକ୍‌ଡାଉନ ସମୟରେ ଦୂରଦର୍ଶନରେ...

ରୋଜ୍‌ ଡେ’ରେ ଟପ୍‌ଲେସ୍‌ ହେଲେ ଅଧ୍ୟୟନଙ୍କ ପ୍ରେମିକା, ଭାଇରାଲ ହେଉଛି ଫଟୋ

ବମ୍ବେ: ଚର୍ଚ୍ଚାରେ ଶେଖର ସୁମନଙ୍କ ପୁଅ ଅଧ୍ୟୟନଙ୍କ ପ୍ରେମିକା ମାୟରା ମିଶ୍ରା। ଭ୍ୟାଲେଣ୍ଟାଇନ୍‌ ସପ୍ତାହର ପ୍ରାରମ୍ଭ ରୋଜ୍‌ ଡେ’କୁ ନେଇ ଏକ ପୋଷ୍ଟ ଏହାର କାରଣ।...

ଧନୀ ମନ୍ଦିରଗୁଡ଼ିକ ସୁନା ଦାନ କରନ୍ତୁ କହି ଟ୍ରୋଲ୍‌ ହେଲେ ଫିଲ୍ମନିର୍ମାତା

ବମ୍ବେ: ସାରା ବିଶ୍ୱ ଏବେ କରୋନା କବଳରେ। ପ୍ରତ୍ୟେହ ହଜାର ହଜାର ସଂଖ୍ୟାରେ ଲୋକ ଏଥିରେ ପ୍ରାଣ ହରାଉଛନ୍ତି। ଭାରତରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ...

‘ସତ୍ତେ ପେ ସତ୍ତା’ର ରିମେକ୍‌ରେ ଆସିବେନି ହ୍ରିତିକ

ମୁମ୍ବାଇ: ବିଗ୍‌ ବି ଅମିତାଭଙ୍କ ଅଭିନୀତ ଫିଲ୍ମ ‘ସତ୍ତେ ପେ ସତ୍ତା’ର ରିମେକ୍‌ ହେବା କଥା ଶୁଣିବାକୁ ମିଳିଥିଲା। ଆଉ ଏହାର ଲିଡ୍‌ ରୋଲରେ ହ୍ରିତିକ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *