ଲକ୍‌ଡାଉନ୍‌ ବଢାଇବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ

ନୂଆଦିଲ୍ଲୀ,୭।୪: ଦେଶରେ କରୋନା ସଂକ୍ରମଣକୁ ଦେଖି କେନ୍ଦ୍ର ସରକାର ୨୧ ଦିନଆ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଏହି ଲକ୍‌ଡାଉନ ପୂରଣ ହେବାକୁ ଆଉ ମାତ୍ର ୭ ଦିନ ଥିବା ବେଳେ ପୁଣି ଥରେ ଏହାକୁ ବୃଦ୍ଧି କରିବାକୁ ବହୁ ରାଜ୍ୟ ସରକାର ଓ କେତେଜଣ ବିଶେଷଜ୍ଞ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଦେଶରେ ବର୍ତ୍ତମାନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବାରୁ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ଅନୁରୋଧ କରାଯାଇଛି। ଏପର୍ଯ୍ୟନ୍ତ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ହ୍ରାସ ହେବାର ଖବର ଆସିନାହିଁ। ତେଣୁ ଯଦି ଲକ୍‌ଡାଉନକୁ ଉଠାଇ ଦିଆଯାଏ ତେବେ କରୋନା ସଂକ୍ରମଣ ଆହୁରି ବୃଦ୍ଧି ପାଇବା ଆଶା କରି ବହୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ପାଖରେ ଏଭଳି ଅନୁରୋଧ କରିଥିବା କୁହାଯାଉଛି। ତେବେ ଏ ଦିଗରେ କେନ୍ଦ୍ର ସରକାର ଏବେ ଚିନ୍ତା କରୁଛନ୍ତି ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଷାକ୍ତ ମଦ ମୃତ୍ୟୁ: ଅଭିଯୁକ୍ତଙ୍କ ବିରୋଧରେ ଦେଶଦ୍ରୋହ ମାମଲା

ଆଲିଗଡ଼,୨୮।୫: ଉତ୍ତରପ୍ରଦେଶର ଆଲିଗଡରେ ବିଷାକ୍ତ ମଦ ପିଇ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦେଶଦ୍ରୋହ...

ନଜରରେ ୫ ରାଜ୍ୟ ଫେରନ୍ତା

ଭୁବନେଶ୍ୱର,୨୮।୨(ବ୍ୟୁରୋ): ରାଜ୍ୟରେ ମହାମାରୀ କରୋନାର ଦ୍ୱିତୀୟ ପର୍ଯ୍ୟାୟ ଆଶଙ୍କାକୁ ନେଇ ପୁଣି କଟକଣା ଜାରି ହୋଇଛି। ଶୁକ୍ରବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ...

ଗେହଲଟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ଚାଲିଛି ମନ୍ଥନ

ଜୟପୁର,୨୫ ।୭: ପଞ୍ଜାବ କଂଗ୍ରେସରେ କଳହ ସମ୍ପୂର୍ଣ୍ଣ ତୁଟି ନ ଥିବା ବେଳେ ଏପଟେ ରାଜସ୍ଥାନରେ ଆରମ୍ଭ ହୋଇ ଗଲାଣି ରାଜନୈତିକ ଉଷ୍ମତା । ଶନିବାର...

ଚାନ୍ଦା ନ ଦେବାରୁ ପିଟି ହତ୍ୟା

କଟିହାର,୧୪ା୧୧(ପି.ଟି.): ପଶ୍ଚିମବଙ୍ଗର ଏକ ହାଟକୁ ଗୋରୁ ବିକିବା ପାଇଁ ନେଉଥିବା ଜଣେ ବ୍ୟକ୍ତିଙ୍କୁ ବିହାରର କଟିହାର ଜିଲାରେ କିଛି ଦୁର୍ବୃତ୍ତ ପିଟିପିଟି ମାରିଦେଇଛନ୍ତି। ସୋମବାର ସନ୍ଧ୍ୟାରେ...

ପାରଳାଖେମୁଣ୍ଡି ୩ ଦିନ ଶଟ୍‌ଡାଉନ

ପାରଳାଖେମୁଣ୍ଡି,୮।୭(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆସନ୍ତା ଶୁକ୍ରବାର, ଶନିବାର ଓ ରବିବାର ୩ ଦିନ ପାରଳାଖେମୁଣ୍ଡି ସହର ଶଟଡାଉନ ରହିବ।...

୨ ଲକ୍ଷ ଦେଲେ କେନ୍ଦୁଝର ଏମ୍‌ପି

କେନ୍ଦୁଝର, ୬ା୪(ଡି.ଏନ.ଏ.): କେନ୍ଦୁଝର ଏମ୍‌ପି ଚନ୍ଦ୍ରାଣୀ ମୁର୍ମୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ(ସିଏମଆରଏଫ)କୁ ନିଜ ଦରମାରୁ ଅନ୍‌ଲାଇନ ଜରିଆରେ ୨ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। କରୋନା ମୁକାବିଲା...

ଥମୁନି ସିଏଏ, ଏନ୍‌ଆର୍‌ସି ତାତି

ନୂଆଦିଲ୍ଲୀ/କୋଲକାତା, ୧୭ା୧୨(ପି.ଟି.): ଦେଶରେ ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ବିରୋଧୀ ଆନ୍ଦୋଳନ ଥମିବାର ନାଁ ନେଉନି। ଉତ୍ତରପୂର୍ବାଞ୍ଚଳ ପରେ...

ଗଞ୍ଜାମରେ ବିସ୍ଫୋରକ ସ୍ଥିତି: ସଙ୍ଗରୋଧ କେନ୍ଦ୍ରରେ ମୃତ୍ୟୁ ଘଟଣାର ତଦନ୍ତ, ମୃତକଙ୍କ ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ଦାବି

ବ୍ରହ୍ମପୁର ଅଫିସ,୧୧।୫: ଗଞ୍ଜାମ ଜିଲାରେ ସୁରଟ ଫେରନ୍ତା ପ୍ରବାସୀ ଓଡ଼ିଆଙ୍କ ପାଇଁ କରୋନା ସଂକ୍ରମଣ ଏବେ ବିସ୍ଫୋରକ ସ୍ଥିତି ସୃଷ୍ଟି କରିଛି। ଦିନକୁ ଦିନ ଜିଲାର...

Advertisement
Archives

Model This Week