ଲକ୍‌ଡାଉନ୍‌ରେ ପ୍ରେମିକା ମିହିକାଙ୍କ ସହ ରାଣାଙ୍କ ନିର୍ବନ୍ଧ, ଛୁଟୁଛି ପ୍ରଶଂସକଙ୍କ ଶୁଭେଚ୍ଛା

ବମ୍ବେ: ମନ ପସନ୍ଦର ସାଥୀଟିଏ ମିଳିଗଲେ ତାକୁ ନିଜର କରିନେବାକୁ ଇଚ୍ଛା ହୁଏ। ଗୋଟିଏ ଦିନ ଗୋଟିଏ ବର୍ଷ ପରି ଲାଗେ। ଏପରି ସମୟରେ ଅପେକ୍ଷାର ମାନେ କିଛି ନ ଥାଏ। ଠିକ୍‌ ଏଭଳି କିଛି ଘଟିଛି ବଲିଉଡ୍‌ ତଥା ଦକ୍ଷିଣ ଭାରତୀୟ ଅଭିନେତା ରାଣା ଦଗ୍ଗୁବତୀଙ୍କ କ୍ଷେତ୍ରରେ। ପ୍ରେମିକା ମିହିକା ବଜାଜ ହଁ କହିବା ପରେ ଏବେ ରାଣା ନିର୍ବନ୍ଧ କରିଥିବା ଘୋଷଣା କରିଛନ୍ତି। ଚାରିଆଡେ ଲକ୍‌ଡାଉନ୍‌ ଚାଲିଥିବା ସତ୍ତ୍ୱେ ରାଣା ନିଜ ଜୀବନକାହାଣୀକୁ ଆଗକୁ ନେଇ ନିର୍ବନ୍ଧ କରିନେଇଛନ୍ତି।

ଗୁରୁବାର ନିଜର ଇନ୍‌ଷ୍ଟା ପୃଷ୍ଠାରେ ଉଭୟ ରାଣା ଏବଂ ମିହିକା ନିର୍ବନ୍ଧୋତ୍ସବର କିଛି ଫଟୋ ଶେୟାର କରିଛନ୍ତି। ଫଟୋଗୁଡ଼ିକରେ ଉଭୟ ବେଶ୍‌ ଖୁସି ଥିବା ନଜର ଆସୁଛନ୍ତି। ରାଣା ଧଳା ଧୋତି ଏବଂ କୁର୍ତ୍ତା ପିନ୍ଧିଥିବା ବେଳେ ମିହିକା କମଳା-ଗୋଲାପୀ ରଙ୍ଗର ସାଢ଼ୀ ପିନ୍ଧିଛନ୍ତି।

ପୂର୍ବରୁ ରାଣା ମିହିକାଙ୍କୁ ପ୍ରପୋଜ୍‌ କରିଥିଲେ। ଏଥିରେ ହଁ ଭରିଥିଲେ ମିହିକା। ପରେ ଅର୍ଥାତ ୧୨ ମେ’ରେ ରାଣା ଏକ ପୋଷ୍ଟ କରି ପ୍ରଶଂସକଙ୍କ ସହ ନିଜର ଖୁସି ବାଣ୍ଟିଥିଲେ। ଏବେ ରାଣାଙ୍କ ନିର୍ବନ୍ଧ ନେଇ ପୋଷ୍ଟ କରିବା ପରେ ତାଙ୍କୁ ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

ରାଣା ବ୍ଲକବଷ୍ଟର ବାହୁବଲୀ ସିରିଜ୍‌ରେ ଭଲ୍ଲାଲ ଦେବ ଭୂମିକାରେ ଅଭିନୟ କରି ବେଶ୍‌ ପ୍ରଶଂସା ସାଉଁଟିଛନ୍ତି। ସେହିଭଳି ବଲିଉଡ୍‌ ଫିଲ୍ମ ‘ହାଉସ୍‌ଫୁଲ୍‌ ୪’, ଦ ଗାଜି ଆଟାକ୍‌, ବେବି ଏବଂ ଦମ୍‌ ମାରୋ ଦମ୍‌ରେ ମଧ୍ୟ କାମ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଖାଙ୍କୁ କାଳି, ମୋଟି କହିଥିଲେ ଏହି ଲୋକପ୍ରିୟ ଅଭିନେତା, ଆଉ ତା’ ପରେ…

ଏଭରଗ୍ରୀନ ଅଭିନେତ୍ରୀ ରେଖାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ସ୍ଥାନଟିଏ ପାଇଁ କଠିନ ପରିଶ୍ରମ ସହ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା। ୧୪ ବର୍ଷ ବୟସରୁ, ରେଖା...

କ୍ଷମା ମାଗିଲେ ଅମିର ଖାନ୍‌

ବଲିଉଡ୍‌ ଅଭିନେତା ଅମିର ଖାନ ଏବେ ନିଜ ବ୍ୟକ୍ତିଗତ ଜୀବନୀକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ କୁଆଡେ ତୃତୀୟ ବିବାହ କରିବେ ବୋଲି କୁହାଯାଇଛି। ଏହା...

୪୦୦ କୋଟିର ଅଫରକୁ ପ୍ରତ୍ୟାଖ୍ୟାନ କଲେ ଫିଲ୍ମ ‘ରାଧେ ଶ୍ୟାମ’ ନିର୍ମାତା

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ପ୍ରଭାସ ଏବଂ ପୂଜା ହେଗ୍‌ଡେଙ୍କ ଅଭିନୀତ ଫିଲ୍ମ ‘ରାଧେ ଶ୍ୟାମ’ ଜାନୁୟାରୀ ୧୪ରେ ରିଲିଜ୍‌ ହେବାର ଥିଲା। ତେବେ କୋଭିଡ୍‌ ପରିସ୍ଥିତିକୁ...

ନିଜଠାରୁ ୧୪ ବର୍ଷ ବଡ଼ ବ୍ୟକ୍ତିଙ୍କୁ ବିବାହ କରିଥିଲେ ଏହି ପ୍ରସିଦ୍ଧ ଗାୟିକା, ବର୍ଷେ ପରେ ଘଟିଥିଲା ଏମିତି…

ମୁମ୍ବାଇ: ଆଜି ବଲିଉଡ୍‌ର ସଫଳ ଗାୟିକା ସୁନିଧି ଚୌହାନଙ୍କ ଜନ୍ମଦିନ। ୧୯୮୩ ମସିହାରେ ସୁନିଧି ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ଛୋଟବେଳୁ ଫିଲ୍ମରେ ଗୀତ ଗାଇ ସେ...

ଅମିତାଭ ବଚ୍ଚନଙ୍କ ବର୍ଷା ଟିପ୍ସ: ଏହି ମନ୍ତ୍ର ଜପନ୍ତୁ, ମିଳିବ ଭଲ ଭଲ ଖାଦ୍ୟ

ବଲିଉଡର ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ଥାନ୍ତି। ବେଳେବେଳେ ମଜା ମଜା କଥା କହି ଦର୍ଶକଙ୍କ ମନୋରଞ୍ଜନ ମଧ୍ୟ କରିଥାନ୍ତି। ନିକଟରେ...

କରୋନାରୁ ସୁସ୍ଥ ହୋଇ ଓ୍ବାର୍କଆଉଟ୍‌ରେ ମନ ଦେଲେ କ୍ୟାଟ୍ରିନା

ମୁମ୍ବାଇ: କରୋନାରେ ଆକ୍ରାନ୍ତ ହୋଇଥିଲେ ବଲିଉଡ୍‌ ସୁନ୍ଦରୀ କ୍ୟାଟ୍ରିନା କୈଫ୍‌। ତେବେ ସେ ଏପ୍ରିଲରୁ ସୁସ୍ଥ ହୋଇସାରିଲେଣି। ଏବେ ଅଭିନେତ୍ରୀ ନିଜର ଫିଟ୍‌ନେସ୍‌କୁ ଫେରିଛନ୍ତି। କ୍ୟାଟ୍‌...

ବିରାଟଙ୍କ ଏହି ଗୁଣ ମୋତେ ଆଶ୍ଚର୍ଯ୍ୟ କରିଛି: ଅନୁଷ୍କା

ଆଇସିସି ବିଶ୍ୱକପ୍‌ରେ ଭାରତ ସେମିଫାଇନାଲରୁ ବିଦାୟ ନେବା ପରେ ଅଧିନାୟକ ବିରାଟ କୋହଲିଙ୍କୁ ନେଇ ଏବେ ଖୁବ୍‌ ଆଲୋଚନା ଚାଲିଛି। ସାଥୀ ଖେଳାଳି ରୋହିତ ଶର୍ମାଙ୍କ...

ଖୁସି ଅନ୍ତରାଳେ..

ବେଳେ ବେଳେ ମଣିଷ ଯାହା ଭାବୁଥାଏ ତାହା ସତରେ ପରିଣତ ହୁଏ। ସେଗୁଡ଼ିକ ମଧ୍ୟରୁ କେତେକରେ ସୁଖ ଅନୁଭୂତି ଥାଏ ତ କେତେକ ମନକୁ ଦୁଃଖରେ...

Advertisement
Archives

Model This Week