ରେଳଡବାରେ ହେବ ୩.୨ ଲକ୍ଷ ଆଇସୋଲେଶନ ବେଡ୍‌

ନୂଆଦିଲ୍ଲୀ,୧ା୪: କରୋନା ରୋଗୀମାନଙ୍କୁ ଆଇସୋଲେଶନରେ ରଖିବା ଲାଗି ରେଲଓ୍ବେ ପକ୍ଷରୁ ୨୦ ହଜାର କୋଚ୍‌କୁ ଆଇସୋଲେଶନ ଓ୍ବାର୍ଡରେ ପରିଣତ କରାଯାଉଛି। ଏହାଦ୍ୱାରା ୩.୨ ଲକ୍ଷ ବେଡ୍‌ ଯୋଗାଇ ଦିଆଯାଇପାରିବ। ୧୬ଟି ଜୋନ୍‌ ମଧ୍ୟରୁ ସିକନ୍ଦରାବାଦରେ ଥିବା ଦକ୍ଷିଣ କେନ୍ଦ୍ରୀୟ ରେଲଓ୍ବେ ମୁଖ୍ୟାଳୟ ସର୍ବାଧିକ ୪୮୬ଟି କୋଚ୍‌କୁ ଆଇସୋଲେଶନ ଓ୍ବାର୍ଡରେ ପରିବର୍ତ୍ତନ କରିବା ଲାଗି ମଞ୍ଜୁରୀ ପ୍ରଦାନ କରିଛି। ସେହିପରି ମୁମ୍ବାଇସ୍ଥିତ କେନ୍ଦ୍ରୀୟ ରେଲଓ୍ବେ ମୁଖ୍ୟାଳୟ ୪୮୨ କୋଚ୍‌ ଯୋଗାଇଦେଇଛି। ପ୍ରଥମ ପର୍ଯ୍ୟାୟରେ ୫୦୦୦ କୋଚକୁ ଆଇସୋଲେଶନ ଓ୍ବାର୍ଡରେ ପରିବର୍ତ୍ତନ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଏଥିରେ ୮୦ ହଜାର ବେଡ୍‌ ହୋଇପାରିବ। କେବଳ ଅଣବାତାନୁକୂଳିତ ଆଇସିଏଫ୍‌ ସ୍ଲିପର କୋଚ୍‌ଗୁଡ଼ିକୁ କ୍ୱାରାଣ୍ଟାଇନ ବା ଆଇସୋଲେଶନ ଓ୍ବାର୍ଡରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ଭୂକମ୍ପ ଝଟକା

ଇମ୍ପାଲ,୧୮।୧୦: ମଣିପୁରର ବିଷ୍ଣୁପୁର ଅଞ୍ଚଳରେ ମଙ୍ଗଳବାର ୯.୧୯ ମିନିଟ୍‌ରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତିବ୍ରତା ୩.୫ ରେକର୍ଡ କରାଯାଇଛି। ଏହାର ଗଭୀରତା...

ଦିନେ ବଢ଼ିଲେ ଦିନେ କମୁଛି: ରାଜ୍ୟରେ ଗତ ୨୪ଘଣ୍ଟାରେ ୧,୧୩୨ଆକ୍ରାନ୍ତ ଚିହ୍ନଟ, ଚିନ୍ତା ବଢ଼ାଉଛି ଖୋର୍ଦ୍ଧା-କଟକ

ଭୁବନେଶ୍ୱର,୧୪।୮(ବ୍ୟୁରୋ): ଗତ କିଛି ଦିନ ହେଲା ଓଡ଼ିଶାରେ କରୋନା ଗ୍ରାଫ୍‌ ସ୍ଥିର ରହୁଛି। ଦୈନିକ ସଂକ୍ରମଣ କେବେ ବଢ଼ୁଛି ତ ପୁଣି କେବେ କମୁଛି। ଇତିମଧ୍ୟରେ...

ସିଆର୍‌ପିଏଫ୍‌ ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ: ୨ ଶହୀଦ୍‌, ୫ ଆହତ

ଶ୍ରୀନଗର, ୫।୧୦: ଜମ୍ମୁ-କଶ୍ମୀର ପୁଲଓ୍ବାମା ଜିଲାରେ ସିଆର୍‌ପିଏଫ୍‌ ୧୧୦ ବାଟାଲିୟନ ଯବାନଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏଥିରେ ୨ ଜଣ ଯବାନ ଶହୀଦ୍‌ ହେବା...

କାମକୁ ନୁହେଁ, ନାମକୁ

ନୂଆଦିଲ୍ଲୀ,୨ା୨: କରୋନା ଭୂତାଣୁ ଓ ଏହାର ମୁକାବିଲା ପାଇଁ ପର୍ଯ୍ୟାୟକ୍ରମେ ଜାରି ଲକ୍‌ଡାଉନ୍‌ ସାରା ଦେଶର ଅର୍ଥନୀତିକୁ ଉଜାଡ଼ି ଦେଇଥିବାବେଳେ ଅର୍ଥ ବ୍ୟବସ୍ଥାକୁ ସଜାଡ଼ିବା କେନ୍ଦ୍ର...

କେନ୍ଦ୍ର ସରକାରଙ୍କୁ ମାନଙ୍କ ନିବେଦନ: ଶହୀଦ ଭଗତ ସିଂଙ୍କୁ ଦିଆଯାଉ ଭାରତ ରତ୍ନ

ଚଣ୍ଡିଗଡ,୧୬।୧୧: ଶହୀଦ ଭଗତ ସିଂ ଏବଂ କରତାର ସିଂ ସରଭାଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗବନ୍ତ ମାନ ବୁଧବାର କେନ୍ଦ୍ର ସରକାରଙ୍କୁ...

ଲାଲୁଙ୍କ ଘରେ ଶୀତଳ ଯୁଦ୍ଧ

ପାଟନା,୮ ।୮: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦଙ୍କ ଘରେ ଶୀତଳ ଯୁଦ୍ଧ ଲାଗିଥିବା ଦେଖାଯାଇଛି । ଛାତ୍ର ଆର୍‌ଜେଡି ଦ୍ୱାରା...

ଉତ୍ତରାଖଣ୍ଡରେ ଉତ୍ତମ ଶିକ୍ଷା ବ୍ୟବସ୍ଥା ପାଇଁ ଅନୁରୋଧ କଲେ ସେନାମୁଖ୍ୟ

ଉତ୍ତରକାଶୀ,୨୦।୯: ଭାରତୀୟ ସେନା ମୁଖ୍ୟ ବିପିନ ରାଓ୍ବତ ଶୁକ୍ରବାର ଉତ୍ତରାଖଣ୍ଡ ଉତ୍ତରକାଶୀର ଥାଥି ଗାଁ ଗସ୍ତ କରିଥିଲେ। ସେଠାରେ ଥିବା ତାଙ୍କ ବନ୍ଧୁ ଘରକୁ ସେ...

ପାର୍କିଂ ଅଞ୍ଚଳରେ ଧାଡ଼ି ଧାଡ଼ି ମୃତଦେହ, ଚାଇନା ମିଥ୍ୟାର ପର୍ଦ୍ଦାଫାଶ କଲା ଭିଡ଼ିଓ…

ବେଜିଂ,୨୮।୧୨ : କରୋନା ଯୋଗୁଁ ଚାଇନାରେ ଆତଙ୍କ ଦେଖାଦେଇଛି। ଦୈନିକ ପଞ୍ଜୀକୃତ ହେଉଥିବା ମାମଲା ସଂଖ୍ୟା କୋଟି କୋଟି ବୋଲି କୁହାଯାଉଛି। ତେଣୁ ଏଥି ସହିତ...

Advertisement
Archives

Model This Week