Posted inଜାତୀୟ

ରାଜ୍ୟ ସଭା ସଦସ୍ୟ ଭାବେ ଶପଥ ନେଲେ ପୂର୍ବତନ ସିଜେଆଇ

ନୂଆଦିଲ୍ଲୀ,୧୯।୩: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ରଞ୍ଜନ ଗୋଗୋଇ ଗୁରୁବାର ରାଜ୍ୟସଭା ଏମ୍‌ପି ଭାବେ ଶପଥ ଗ୍ରହଣ କରିଛନ୍ତି। ଏହାପରେ ଗୋଗୋଇ ରାଜ୍ୟ ସଭା ଅଧ୍ୟକ୍ଷ ଏମ୍‌ ଭେଙ୍କିଆ ନାଇଡୁଙ୍କୁ ସାକ୍ଷାତ୍‌ କରିଛନ୍ତି। ସୂଚନାଯୋଗ୍ୟ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ଗୋଗୋଇଙ୍କୁ ରାଜ୍ୟ ସଭା ଲାଗି ମନୋନୀତ କରିଥିଲେ। ଏହାକୁ ବିରୋଧୀ କିନ୍ତୁ ଗ୍ରହଣ କରି ନ ଥିଲେ। ତେବେ ଶପଥ ଗ୍ରହଣ ପରେ ସେ କାହିଁକି ରାଜ୍ୟ ସଭା ଆସିଲେ ବୋଲି ପ୍ରଶ୍ନର ଉତ୍ତର ରଖିବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ହୋଇନି କରୋନା, ମାସ୍କ ଜରୁରୀ: ସ୍ବାସ୍ଥ୍ୟମନ୍ତ୍ରୀ…

ନୂଆଦିଲ୍ଲୀ,୨୧।୧୨ : ଭାରତ ଯୋଡୋ ଯାତ୍ରାର ସମାପ୍ତି ବିଷୟରେ ଚିଠି ନେଇ ଆରୋପ ପ୍ରତ୍ୟାରୋପ ପ୍ରକାଶ ପାଇବା ପରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କରୋନା...

ମନି ଲଣ୍ଡରିଂ ମାମଲା: ଟିଏମ୍‌ସି ମୁଖପାତ୍ର ଗିରଫ

ନୂଆଦିଲ୍ଲୀ,୨୫।୧: ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତୃଣମୂଳ କଂଗ୍ରେସ (ଟିଏମସି) ମୁଖପାତ୍ର ସାକେତ ଗୋଖଲେଙ୍କୁ ଗିରଫ କରିଛି। ଇଡି ଅଧିକାରୀ ଏହା ନିଶ୍ଚିତ...

‘ସୁପ୍ରିମକୋର୍ଟ ବିଚାରପତି ବ୍ୟଙ୍ଗ ଊର୍ଦ୍ଧ୍ୱରେ ନୁହନ୍ତି’

ନୂଆଦିଲ୍ଲୀ, ୩୦।୧ : ସୁପ୍ରିମକୋର୍ଟ ବିଚାରପତିମାନେ ଖୁବ୍‌ ପ୍ରଭାବଶାଳୀ କିନ୍ତୁ ସେମାନେ ବ୍ୟଙ୍ଗର ଊର୍ଦ୍ଧ୍ୱରେ ନୁହନ୍ତି ବୋଲି ହାସ୍ୟାଭିନେତା କୁନାଲ କମ୍ରା କହିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟକୁ...

ସମଲିଙ୍ଗୀ ଯୌନସମ୍ପର୍କର ଅପରାଧୀକରଣ ଅନ୍ୟତମ ଅନ୍ୟାୟ: ସିଜେଆଇ

ନାଗପୁର,୧୩।୨: ସମଲିଙ୍ଗୀ ଯୌନସମ୍ପର୍କର ଅପରାଧୀକରଣ ଆମ ସମାଜରେ ଅନ୍ୟତମ ଅନ୍ୟାୟ ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଧନଞ୍ଜୟ ଚନ୍ଦ୍ରଚୂଡ଼ କହିଛନ୍ତି। ୭ ଦଶନ୍ଧିରୁ ଊର୍ଦ୍ଧ୍ୱ...

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥନି ଅଲବନିଜଙ୍କ ସହ ଟେଷ୍ଟ ମ୍ୟାଚ ଦେଖିବେ ମୋଦି: ସୁରକ୍ଷା ବ୍ୟବସ୍ଥା କଡାକଡି

ନୂଆଦିଲ୍ଲୀ,୯ ।୩: ଅହମଦାବାଦର ମୋଟେରା ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ମ୍ୟାଚର ଆୟୋଜନ ହେବାକୁ ଯାଉଛି । ଏହାର ବିଶେଷତ୍ୱ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ମହାଲକ୍ଷ୍ମୀ ଏକ୍ସପ୍ରେସରେ ଜଳବନ୍ଦୀ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର

ମୁମ୍ବାଇ,୨୭।୭: ମହାରାଷ୍ଟ୍ର ଶନିବାର ହୋଇଥିବା ପ୍ରବଳ ବର୍ଷା ଫଳରେ ବନ୍ୟା ପରିସ୍ଥିତି ଉପୁଜିଥିଲା। ଏହି ସମୟରେ ମୁମ୍ବାଇ-କୋହ୍ଲାପୁର ମହାଲକ୍ଷ୍ମୀ ଏକ୍ସପ୍ରେସ୍‌ ବଦଲାପୁରଠାରୁ ବାନଗନି ଯାଉଥିବା ଟ୍ରାକରେ...

ଆତଙ୍କବାଦ ବିରୋଧରେ ଲଢ଼ିବାକୁ ଭାରତ-ଜର୍ମାନୀ ସହମତ: ମୋଦି…

ନୂଆଦିଲ୍ଲୀ,୨୫।୨ : ଜର୍ମାନ ଚାନନ୍ସଲର ଓଲାଫ ସ୍କୋଲଜଙ୍କ ସହ ସାକ୍ଷାତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ଉଭୟ...

ଓମିକ୍ରନ୍ ସଂକ୍ରମିତଙ୍କୁ ଜ୍ୱର ନାହିଁ, କେବଳ ମୁଣ୍ଡବିନ୍ଧା, ଦେହ ଦରଜ

ନୂଆଦିଲ୍ଲୀ,୬ ।୧୨: ଧୀରେ ଧୀରେ ଓମିକ୍ରନ୍ ଭାରିଏଣ୍ଟ ତା’ର କାୟା ବିସ୍ତାର କରିବା ଆରମ୍ଭ କରି ଦେଇଛି । ରାଜଧାନୀ ଦିଲ୍ଲୀରେ ଜଣେ ସଂକ୍ରମିତଙ୍କୁ ଚିହ୍ନଟ...

Advertisement
Archives

Model This Week