ରାଜସ୍ଥାନରେ କରୋନା ର଼୍ୟାପିଡ୍‌ ଟେଷ୍ଟ୍‌ ଆରମ୍ଭ: ପ୍ରଥମ ଦିନରେ ସମସ୍ତ ୫୨ ରିପୋର୍ଟ ନେଗେଟିଭ୍‌

ଜୟପୁର,୧୮।୪: ଦେଶରେ କରୋନା ସଂକ୍ରମଣକୁ ନେଇ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ଏପରିସ୍ଥଳେ ହଟ୍‌ ସ୍ପଟ୍‌ ଅଞ୍ଚଳରେ ଶୀଘ୍ର ସଂକ୍ରମିତଙ୍କୁ ଚିହ୍ନଟ କରିବା ଲାଗି ର଼୍ୟାପିଡ୍‌ ଆଣ୍ଟିବଡ଼ି ଟେଷ୍ଟ୍‌ ଆରମ୍ଭ ହୋଇଛି। ପ୍ରଥମ କରି ରାଜସ୍ଥାନର ଜୟପୁରରେ ଏହାର ଆରମ୍ଭ ହୋଇଛି। ପ୍ରଥମ ଦିନରେ ସ୍ଥାନୀୟ ଚାରଦିଓ୍ବାରୀ ଅଞ୍ଚଳର ତୋପରଓ୍ବାନା ଦେସ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ୫୨ ଜଣଙ୍କ ଟେଷ୍ଟ୍‌ କରାଯାଇଥିଲା। ତେବେ ସମସ୍ତ ରିପୋର୍ଟ ନେଗେଟିଭ୍‌ ଆସିଥିବା କୁହାଯାଉଛି। ଏହା କରୋନା ସଂକ୍ରମଣ ରୋକିବାରେ ବେଶ୍‌ ଉପଯୋଗୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ସୂଚନା ଦେଇଛନ୍ତି। ବର୍ତ୍ତମାନ ୧୦,୦୦୦ କିଟ୍‌ ଆସିଛି। ଏପ୍ରିଲ୍‌ ୧୯ ସୁଦ୍ଧା ରାଜ୍ୟକୁ ଏକ ଲକ୍ଷ ର଼୍ୟାପିଡ୍‌ ଆଣ୍ଟିବଣ୍ଡି ଟେଷ୍ଟ୍‌ କିଟ୍‌ ଆସିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅ ଆଖିରେ ଲଙ୍କା ଗୁଣ୍ଡ ପୂରାଇ ଦେଲେ ମା’

ହାଇଦ୍ରାବାଦ,୬।୪: ଜଣେ ମହିଳା ତାଙ୍କ ୧୬ ବର୍ଷୀୟ ନାବାଳକ ପୁଅଙ୍କୁ ଏକ ଖୁଣ୍ଟରେ ବାନ୍ଧି ତାଙ୍କ ଆଖିରେ ଲଙ୍କା ଗୁଣ୍ଡ ପୂରାଇ ଦେଇଛନ୍ତି। ତେବେ ଅନେକ...

ସହଯୋଗୀଙ୍କ ବିନାଶ କରୁଛି ଭାଜପା: ପାଓ୍ବାର

ମୁମ୍ବାଇ,,୬ା୭: ଭାରତୀୟ ଜନତା ପାର୍ଟି (ଭାଜପା)ର ପ୍ରତ୍ୟେକ ସହଯୋଗୀ ଦଳର ବିନାଶ ଘଟିଛି। ଗୈରିକ ଦଳକୁ ସମର୍ଥନ କରୁଥିବା ଦଳ ଶେଷରେ ଧ୍ୱଂସ ହୋଇଯାଏ। ତୁମେ...

ମନୋଜ ପାଣ୍ଡେ ୨୯ତମ ସେନାଧ୍ୟକ୍ଷ…

ନୂଆଦିଲ୍ଲୀ, ୩୦।୪ : ଜେନେରାଲ ମନୋଜ ପାଣ୍ଡେ ଶନିବାର ଜେନେରାଲ ଏମ. ନରାଓ୍ବଣେଙ୍କ ଅବସର ପରେ ଦେଶର ୨୯ତମ ସେନାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।...

ଆହୁରି ୩ ସଂସ୍ଥାରେ ପରୀକ୍ଷା ପାଇଁ ଅନୁମତି ମାଗିଲା ରାଜ୍ୟ: ୫୦,୦୦୦ ନମୁନା ପରୀକ୍ଷା ପାଇଁ ପ୍ରସ୍ତୁତି

ଭୁବନେଶ୍ୱର,୩।୪(ବ୍ୟୁରୋ): ବ୍ୟାପକ ପରିମାଣରେ ବ୍ୟକ୍ତିବିଶେଷଙ୍କ ନମୁନା ପରୀକ୍ଷା ଦ୍ୱାରା ରାଜ୍ୟରେ କରୋନା ସମ୍ପର୍କିତ ସ୍ପଷ୍ଟ ଚିତ୍ର ମିଳିପାରିବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ...

ଆଇସୋଲେଶନରେ ସ୍ତ୍ରୀ, ରାଲିରେ ବ୍ୟସ୍ତ ଅଖିଳେଶ

ନୂଆଦିଲ୍ଲୀ,୨୨।୧୨: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ସ୍ତ୍ରୀ ତଥା ପୂର୍ବତନ ଏମ୍‌ପି ଡିମ୍ପଲ ଯାଦବ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ ଏବେ ଆଇସୋଲେଶନରେ...

୨ ରାଜ୍ୟ ସଭା ଆସନ ଲାଗି ଉପନିର୍ବାଚନ ୧୬ରେ

ନୂଆଦିଲ୍ଲୀ,୨୭।୯(ପି.ଟି.):ରାଜ୍ୟ ସଭାରେ ଖାଲିପଡ଼ିଥିବା ଦୁଇଟି ଆସନ ଲାଗି ଉପନିର୍ବାଚନ ଅକ୍ଟୋବର ୧୬ରେ ଅନୁଷ୍ଠିତ ହେବ। ସେହିଦିନ ଅପରାହ୍ନ ୫ଟାରେ ଭୋଟଗଣତି ହୋଇ ଫଳାଫଳ ପ୍ରକାଶ ପାଇବ...

ଦିନ ଦ୍ୱିପ୍ରହରରେ ଖବରଦାତାଙ୍କୁ ହତ୍ୟା

ଅରରିୟା,୧୮।୮: ଅରରିୟାର ରାନିଗଞ୍ଜରେ ଦୈନିକ ଜାଗରଣର ଖବରଦାତା ବିମଲ ଯାଦବଙ୍କୁ ହତ୍ୟା କରାଯାଇଛି। ଅପରାଧୀମାନେ ଘରର ଦ୍ୱାରରେ ଚଢି ମୁଖ୍ୟ ଫାଟକ ଖୋଲିଥିଲେ। ସାମ୍ବାଦିକ ଜଣଙ୍କ...

ଭୁଲ୍‌ ଟୁଇଟ୍‌ ପାଇଁ କ୍ଷମା ମାଗିଲେ ହେମା

ମୁମ୍ବାଇ: ଆସାମର ସବୁଠୁ ବଡ଼ ପର୍ବ ହେଲା ‘ବିହୁ’। ଏହି ପର୍ବ ପ୍ରତିବର୍ଷ ଏପ୍ରିଲ ଦ୍ୱିତୀୟ ସପ୍ତାହରେ ପଡିଥାଏ। ଫସଲ ଅମଳ ଆରମ୍ଭ ହେବା ସମୟକୁ...

Advertisement
Archives

Model This Week