ରଜ ଖର୍ଚ୍ଚ ପାଇଁ ଟଙ୍କା ନ ଦେବାରୁ ମା’ଙ୍କୁ ଟାଙ୍ଗିଆରେ ହାଣିଲେ ପୁଅ

ରାଇସୁଆଁ,୧୬।୬(ଡି.ଏନ୍‌.ଏ.): ରଜ ପାଇଁ ଟଙ୍କା ନ ଦେବାରୁ ମା’ଙ୍କୁ ଟାଙ୍ଗିଆରେ ହାଣିଲେ ପୁଅ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ଗୋପୀନାଥପୁର ପଞ୍ଚାୟତ ଗୋପୀନାଥପୁର ଗ୍ରାମରେ।
ମିଳିଥିବା ସୂଚନାନୁଯାୟୀ, ସୁଜୁନି ବେଣ୍ଟକାର(୫୫)ଙ୍କ ପୁଅ ସୋମବାର ବିଳମ୍ବିତ ରାତିରେ ତାଙ୍କୁ ରଜ ଖର୍ଚ୍ଚ ପାଇଁ ଟଙ୍କା ମାଗିଥିଲା। ମାତ୍ର ସୁଜୁନି ଟଙ୍କା ଦେଇ ନ ଥିଲେ। ଏଥିରେ ଉତ୍‌କ୍ଷୀପ୍ତ ହୋଇ ପୁଅ ଘରେ ଥିବା ଏକ ଟାଙ୍ଗିଆରେ ମା’ ସୁଜିନିଙ୍କ ମୁଣ୍ତ ପଛପଟକୁ ହାଣି ଦେଇଥିଲେ। ତାଙ୍କୁ ଗୁରୁତ଼ର ଅବସ୍ଥାରେ ପରିବାର ଲୋକେ ଉଦ୍ଧାରକରି ଜିଲା ମୁଖ୍ୟ ଚ଼ିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତ଼ର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଖବର ପାଇ ସଦର ପୋଲିସ ଘଟଣାର ତ଼ଦନ୍ତ ଚ଼ଳାଇଛି। ଅଭାବନୀୟ କାଣ୍ତ ଘଟାଇଥିବା ପୁଅର ପରିଚ଼ୟ ଜଣାପଡ଼ି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତ ନେଲା ଜଣଙ୍କ ଜୀବନ

ବୌଦ୍ଧ,୬।୧୦: ବୌଦ୍ଧ ଥାନା ଅନ୍ତର୍ଗତ ବନ୍ଧାପଥର ଗ୍ରାମରେ ରବିବାର ସକାଳ ୭ଟାରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ବନ୍ଧାପଥର ଗ୍ରାମର ନୀଳା ଲୋହିତ ବେହେରା...

ବାରୁଆଁ ଗାଁରୁ ଭାଲୁ ଛୁଆ ଉଦ୍ଧାର

ଆନନ୍ଦପୁର,୧୩।୮(ସ୍ବ.ପ୍ର.)-ଆନନ୍ଦପୁର ବ୍ଲକ କଂଟିପାଳ ପଞ୍ଚାୟତ ବାରୁଆଁ ଗ୍ରାମରୁ ମଙ୍ଗଳବାର ଏକ ଭାଲୁ ଛୁଆ ଉଦ୍ଧାର ହୋଇଛି। ସ୍ଥାନୀୟ ଜଙ୍ଗଲରୁ ଭାଲୁ ଛୁଆଟି ଗ୍ରାମ ମଧ୍ୟକୁ ପଶିଆସିଥିଲା।...

ପଞ୍ଚାୟତ ଅଫିସରେ ତାଲା ପକାଇଲେ ଗ୍ରାମବାସୀ

ବରପାଲି,୩୦।୫(ଡି.ଏନ୍‌.ଏ .): ଗରିବଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି ହେଲେ କେତେକ ମୁନଫାଖୋର ସରକାରୀ କର୍ମଚାରୀଙ୍କ ପାଇଁ ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚି...

କନ୍ଧମାଳର ନୂତନ ଜିଲାପାଳଙ୍କ ଦାୟିତ୍ୱ ଗ୍ରହଣ

ଫୁଲବାଣୀ ଅଫିସ,୨୩ା୬: କନ୍ଧମାଳ ଜିଲାର ନୂତନ ଜିଲାପାଳ ଭାବେ ଆଶିଷ ଈଶ୍ୱର ପାଟିଲ ବିଦାୟୀ ଜିଲାପାଳ ଡା.ବୃନ୍ଦା ଡିଙ୍କଠାରୁ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ନେବା...

ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ବଳାତ୍କାର ଅଭିଯୋଗ : ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୪।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଏକ ଗାଁର ଜଣେ ଯୁବତୀଙ୍କୁ ଅନ୍ୟ ଏକ ଗାଁର ଯୁବକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଯୁବତୀଙ୍କ...

ନୁଆଁଣିଆ ଚାଳ ଘରେ ଚାଲିଛି ସଂଘର୍ଷ: ପ୍ରୋତ୍ସାହନ ଅପେକ୍ଷାରେ ଆନ୍ତର୍ଜାତିକ ଖୋଖୋ ଖେଳାଳି

ବାଲେଶ୍ୱର ଅଫିସ, ୧୧।୮- ଟୋକିଓ ଅଲିମ୍ପିକ୍ସ ସଫଳତା ପରେ ସମଗ୍ର ଦେଶରେ କ୍ରୀଡ଼ାକୁ ନେଇ ବେଶ ଆଲୋଚନା ଚାଲିଛି। ରାଜ୍ୟ ସରକାର ମଧ୍ୟ କ୍ରୀଡ଼ାର ଭିତ୍ତିଭୂମିର...

ଭିନ୍ନ ମୋଡ ନେଲା ରାଜା ଧରଣୀଧର ସ୍କୁଲ ଛାତ୍ର ମୃତ୍ୟୁ ଘଟଣା: ଶିକ୍ଷକଙ୍କ ନିର୍ଯାତନା ସହି ନ ପାରି ମୃତ୍ୟୁ ଅଭିଯୋଗ

ବଣାଇ,୧୦।୧୧(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇ ରାଜା ଧରଣୀଧର ଉଚ୍ଚବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ମୁରଲୀଧର ଭୂମିଜ(୧୫)ଙ୍କ ମୃତ୍ୟୁ ଘଟଣା ଭିନ୍ନ ମୋଡ଼ ନେଇଛି। ଶିକ୍ଷକ ନିର୍ଯାତନା...

ସୁରଟ ଫେରନ୍ତାଙ୍କୁ ନେଇ ଗଞ୍ଜାମ ଆତଙ୍କିତ

ବ୍ରହ୍ମପୁର ଅଫିସ,୧୦ା୫- ବିଶ୍ୱରେ କରୋନା ଏବେ ଆତଙ୍କ ସୃଷ୍ଟି କରିଛି। ଏହାକୁ ନେଇ ଲୋକେ ଭୟଭୀତ ହେବା ସହ ଆଶା ଆଶଙ୍କାରେ ଦିନ କାଟୁଛନ୍ତି। ଏହି...

Advertisement
Archives

Model This Week