ରକ୍ତଦାନ କରି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି

ବରଗଡ଼ ଅଫିସ୍‌,୩୦।୩-
ବରଗଡ଼ ବ୍ଲକ ଖଣ୍ଡହଥା ଗ୍ରାମର ଶହୀଦ୍‌ ରଞ୍ଜନ ଦାଶଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଛି। ନିଷ୍ଠା ପରିବାର ପକ୍ଷରୁ ହୋଇଥିବା ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀ ଏବଂ ଶହୀଦଙ୍କ ପରିବାର ଲୋକେ ଶହୀଦ୍‌ ସ୍ମାରକୀପୀଠକୁ ଆସି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେହିପରି ଏହି ପରିପେକ୍ଷୀରେ ହୋଇଥିବା ଶିବିରରେ ନିଷ୍ଠା ପରିବାରର ୧୪ଜଣ ସ୍ବେଚ୍ଛାସେବୀ ବରଗଡ଼ ରକ୍ତଭଣ୍ଡାରକୁ ଆସି ରକ୍ତଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦ ଫୁଟ ତଳକୁ ଖସିଲା ବସ୍‌, ୧୨ ଆହତ

ଆର.ଉଦୟଗିରି,୧୯ା୧୦(ଡି.ଏନ.ଏ.)-ନୂଆଗଡ଼ ବ୍ଲକର ତିତିସିଂ ନିକଟସ୍ଥ ତଳସୁରଙ୍ଗିଠାରେ ଏକ ଘରୋଇ ବସ୍‌ ଦୁର୍ଘଟଣାରେ ୧୨ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ଜଣ ଗୁରୁତର ଅଛନ୍ତି। ସେମାନେ ହେଲେ...

ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରେ ଗ୍ୟାସ୍‌ ଲିକ୍‌: ୧୦୦ରୁ ଊର୍ଦ୍ଧ୍ୱ ମହିଳା ଶ୍ରମିକ ଅସୁସ୍ଥ

ବାଲେଶ୍ୱର ଅଫିସ/ବାହାନଗା,୧୪।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅଧୀନ ପଣପଣାସ୍ଥିତ ଫାଲ୍‌କନ କମ୍ପାନୀର ଚିଙ୍ଗୁଡ଼ିି ପ୍ରୋସେସିଂ ପ୍ଲାଣ୍ଟରେ ବୁଧବାର ରାତି ପ୍ରାୟ ୯ଟା ବେଳେ କ୍ଲୋରିନ ଗ୍ୟାସ୍‌...

ପ୍ରସିଦ୍ଧ ଭଦ୍ରକ କାଳୀପୂଜା: ରଙ୍ଗିନ ଆଲୋକମାଳାରେ ଝଲସୁଛି ସହର

ଭଦ୍ରକ ଅଫିସ,୨୯।୧୦- ଦୀପାବଳିଠାରୁ ଆରମ୍ଭ ହୋଇଛି ଓଡ଼ିଶା ପ୍ରସିଦ୍ଧ ଭଦ୍ରକ କାଳୀପୂଜା।୧୧ଟି ଅସ୍ଥାୟୀ ମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିକୁ ପୂଜାର୍ଚ୍ଚନା କରାଯାଇ ଆବାହନ କରାଯାଇଛି। ସୋମବାର...

କ୍ରିକେଟ ୱାଲର୍‌ଡ କପ୍‌: ଇଣ୍ଡିଆ-ପାକିସ୍ତାନ ଲିଗ୍‌ ମ୍ୟାଚ ବେଟିଂ ଉପରେ ପୋଲିସର ନଜର

ବ୍ରହ୍ମପୁର ଅଫିସ,୧୭ା୬-ଭାରତ ଓ ପାକିସ୍ତାନ ମଧ୍ୟରେ ଚଳିତ ବିଶ୍ୱକପ୍‌ରେ ପ୍ରଥମ ଥର ପାଇଁ ରବିବାର ଲିଗ୍‌ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି। ମାଞ୍ଚେଷ୍ଟରରେ ହେଉଥିବା ମ୍ୟାଚ ପାଇଁ...

ମାଲକାନଗିରି ଜିଲାରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୪୯କୁ ବୃଦ୍ଧି

ମାଲକାନଗିର,୧୯।୬(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଶୁକ୍ରବାର ଆଉ ଏକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୯କୁ ବୃଦ୍ଧି...

ବଜ୍ରପାତ ନେଲା ୨ ଜୀବନ

ବସ୍ତା,୧୮।୪(ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ଆଳୁମେଦା ଗ୍ରାମରେ ଶନିବାର  କାଳବୈଶାଖୀ ତାଣ୍ଡବ ରଚିଛି। ପ୍ରବଳ ଝଡ଼ ବର୍ଷା ସାଙ୍ଗକୁ ବଜ୍ରପାତ ଯୋଗୁ ୨...

ବେପାର ଚିନ୍ତାରେ ବ୍ୟବସାୟୀ

ବଇଣ୍ଡା,୨୦।୪ ଲକ୍‌ଡାଉନ୍‌ ଯୋଗୁ ବନ୍ଦ ହୋଇଯାଇଥିବା ବଜାର ମାତ୍ର କେଇମାସ ହେଲା ଖୋଲିଥିଲା। ବ୍ୟବସାୟ ହରାଇ ଦୁର୍ଦ୍ଦିନରେ ଥିବା ବ୍ୟବସାୟୀମାନେ ନୂଆ ଉତ୍ସାହର ସହ ଆରମ୍ଭ...

ସମ୍ବଲପୁର ଗସ୍ତରେ ପୋଲିସ ଡିଜି: ଅପରାଧ ନିୟନ୍ତ୍ରଣ, ୫-ଟି କାର୍ଯ୍ୟକାରିତା ନେଇ ସମୀକ୍ଷା

ସମ୍ବଲପୁର,୬।୨(ବ୍ୟୁରୋ)-ପୋଲିସ ଡିଜି ଅଭୟ ଗୁରୁବାର ଦିନିକିଆ ସମ୍ବଲପୁର ଗସ୍ତରେ ଆସିଛନ୍ତି। ଏହି ଅବସରରେ ଉତ୍ତରାଞ୍ଚଳ ଡିଭିଜନ ଜିଲାର ଏସ୍‌ପିମାନଙ୍କୁ ନେଇ ସେ ସମୀକ୍ଷା ବୈଠକ କରିଥିଲେ।...

Advertisement


Archives

Model This Week