Posted inଫୁରସତ

ଯେଉଁଠି କାଦୁଅ ବୋଳାଯାଇ ବରଯାତ୍ରୀଙ୍କୁ କରାଯାଏ ସ୍ବାଗତ…

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ବିବାହ ଉତ୍ସବରେ ବରଯାତ୍ରୀଙ୍କୁ ଭଲ ଭାବେ ଚର୍ଚ୍ଚା କରାଯାଇଥାଏ। ତେବେ ଛତିଶଗଡ଼ ମାଝିଂ ଜନଜାତି ସମାଜରେ କନ୍ୟା ପକ୍ଷ ବରଯାତ୍ରୀଙ୍କୁ କାଦୁଅ ବୋଳି ସ୍ବାଗତ କରିଥାନ୍ତି। ଏହାକୁ ଦେଖିବାକୁ ଲୋକେ ରୁଣ୍ଢ ହୋଇଥାନ୍ତି। କାଦୁଅ ତିଆରି କରିବା ପାଇଁ ଚାଷ ଜମିର ଚିକିଟା ମାଟିରେ ପାଣି ମିଶା ଯାଇଥାଏ। ଏହାକୁ ବରଯାତ୍ରୀଙ୍କ ଦେହରେ ବୋଳା ଯାଏ। ଏହି ପରମ୍ପରାକୁ ଏଠାରେ ବୀରତ୍ୱର ପ୍ରତୀକ ଭାବେ ଗ୍ରହଣ କରାଯାଇଥାଏ। ମେନପାଟ ଅଞ୍ଚଳରେ ରହୁଥିବା ମାଝିଂ ଜନଜାତି ସମ୍ପ୍ରଦାୟ ଏହି ପରମ୍ପରାକୁ ଅତି ପୁରାତନ କାଳରୁ ଜାରି ରଖିଛନ୍ତି। ଏହି ସମ୍ପ୍ରଦାୟରେ ୧୨ଟି ଗୋତ୍ର ରହିଛି। ତେବେ ମଇଁଷି ଗୋତ୍ର ଏବଂ ଶୁଆ ଗୋତ୍ର ମଧ୍ୟରେ ବିବାହ ଉତ୍ସବକୁ ଅତି ଆଡ଼ମ୍ବରରେ ପାଳନ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଶରୀରର ନିଜେ ବଇଦ ଏଇ ଚଢ଼େଇ

ପୃଥିବୀରେ ଯେବେ ଯେବେ ନୂଆ ରୋଗ ଦେଖା ଦେଇଛି ଚିକିତ୍ସା ନ ବାହାରିବା ପର୍ଯ୍ୟନ୍ତ ତାହା ମୃତ୍ୟୁର ତାଣ୍ଡବ ରଚିଥାଏ। ଅନେକ ଗବେଷଣା ପରେ ବୈଜ୍ଞାନିକମାନେ...

ଜେଲ୍‌ରେ ଏମିତି ଗୀତ ଗାଇଲେ ମଦ୍ୟପ କଏଦି, ପୋଲିସ ହେଲେ ଆଶ୍ଚର୍ଯ୍ୟ

କୁହାଯାଏ ଯେ, ବିହାରରେ ପ୍ରତିଭାଶାଳୀ ଲୋକମାନଙ୍କ ଅଭାବ ନାହିଁ । ସେଠାରେ ମଦ ନିଷେଧ। ଏସବୁ ସତ୍ତ୍ୱେ ଲୋକେ ମଦ୍ୟପାନ କରନ୍ତି । ସମ୍ପ୍ରତି, ଦେଖାଯାଇଛି...

ବିନା ସୁରକ୍ଷାରେ ଧରନ୍ତି ମହୁମାଛି

ମହୁମାଛି ଯାହାକୁ କାମୁଡିଛି ସେ ଜାଣିଛି ତା’ର ଯନ୍ତ୍ରଣା କିଭଳି। ସେଥିପାଇଁ ତ ମହୁଫେଣା ଭାଙ୍ଗିବାବେଳେ ଲୋକେ ସ୍ବତନ୍ତ୍ର ସୁଟ୍‌ ପିନ୍ଧିବା ସହ ହାତରେ ଗ୍ଲୋଭ୍‌ସ...

କରୋନା ସଂକ୍ରମଣକୁ ଡରି ଦମ୍ପତି ନେଲେ ଏମିତି ପଦକ୍ଷେପ, ସମଗ୍ର ବିଶ୍ୱବାସୀ ହେଲେ ଚକିତ

କରୋନା ଭାଇରସ ସମଗ୍ର ଦୁନିଆକୁ କବଳିତ କରିସାରିଛି। ବର୍ଷେରୁ ଊର୍ଦ୍ଧ୍ୱ ହେବ ଏହି ମହାମାରୀ ଅନେକ ଲୋକଙ୍କ ଜୀବନ ବି ନେଇ ସାରିଲାଣି। ଏହି ରୋଗର...

ବେଶ ଆରାମରେ କୁକୁରର କ୍ଷୀର ପିଉଛି ଶୁଆ, ଚକିତ କରିବ ଭିଡିଓ

ସୋସିଆଲ ମିଡିଆରେ କେତେବେଳେ କ’ଣ ଦେଖିବାକୁ ମିଳିବ ସେ ନେଇ କହିବା କଷ୍ଟକର। କାରଣ ବେଳେବେଳେ ଏପରି ଜିନିଷ ମଧ୍ୟ ଦେଖିବାକୁ ମିଳେ ଯାହା କଳ୍ପନା...

କର୍କଟ ପଞ୍ଝାରେ ଭାରତ: ୧୦ ଜଣରେ ମୃତ୍ୟୁହାର ୭

ନୂଆଦିଲ୍ଲୀ: ଭର୍ସାଟାଇଲ୍‌ ଆକ୍ଟର ଇର୍ଫାନ ଖାନ୍‌ ଏବଂ ହଜାରେ ହୃଦୟରେ ରାଜୁତି କରୁଥିବା ଋଷି କପୁରଙ୍କ ପରଲୋକ ବଲିଉଡ୍‌କୁ ଶୋକରେ ବୁଡ଼ାଇ ଦେଇଛି। ଦୁଇଦିନରେ ଦୁଇ...

ଶୋଷ ବେଳେ ଏମିତି ପାଣି ପିଉଛି ପାରା, ଭିଡିଓ ଭାଇରାଲ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଆଣ୍ଟାର୍କଟିକାର ବରଫ ସ୍ରୋତରେ ପହଁରିଲେ ୫୦ ବର୍ଷ ବୟସ୍କ ଆଥଲେଟ୍‌

ଲଣ୍ଡନ,୨୮।୧: ଆଣ୍ଟାର୍କଟିକାରେ ପ୍ରବଳ ଥଣ୍ଡା। ଏଠାରେ ତାପମାତ୍ରା ଅତି ନିମ୍ନ। ତେବେ ଜଣେ ୫୦ ବର୍ଷ ବୟସ୍କ ଆଥଲେଟ୍‌ ଏହାକୁ ଭ୍ରୁକ୍ଷେପ ନ କରି ଦୀର୍ଘ...

Advertisement
Archives

Model This Week