ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଖଇରା,୨୩।୧୨(ଡି.ଏନ.ଏ): ବାଲେଶ୍ବର ଜିଲା ଖଇରା ଥାନା ଗୋଳିହା ପଞ୍ଚାୟତ ଅଧୀନ ଗୋଳିହା ମାଧବ ଗ୍ରାମର ଭରତ ଦାସ(୨୮)ଙ୍କ ରବିବାର ରାତିରେ ସନ୍ଦେହଜନକ ମୃତ୍ୟୁ ହୋଇଛି। ଭରତ ଅତ୍ୟଧିକ ମଦ୍ୟପାନ କରି ମୃତ୍ୟୁବରଣ କରିଥିବା ନେଇ ସ୍ତ୍ରୀ ତୁଳସୀ ଓ ବାପା କରୁଣାକର ପୋଲିସ ଆଗରେ ବୟାନ ଦେଇଛନ୍ତି। ନିଜେ ସ୍ତ୍ରୀ ତାଙ୍କ ସମ୍ପର୍କୀୟ ସହ ମିଶି ଭରତଙ୍କୁ ହତ୍ୟା କରିଥିବା ନେଇ ସ୍ଥାନୀୟ ଗ୍ରାମବାସୀ ପୋଲିସ ଆଗରେ କହିଛନ୍ତି। ଖଇରା ପୋଲିସ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା(୩୬/୧୯) ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ସୋର ପଠାଇଛି। ଭରତ ସବୁଦିନ ମଦ ପିଇ ଗଣ୍ଡଗୋଳ କରନ୍ତି ବୋଲି ପଡୋଶୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚୋରା ମଦଭାଟିରେ ଅବକାରୀ ବିଭାଗର ଚଢ଼ାଉ: ପୋଚ, ଦେଶୀ ମଦ ଜବତ

ଦିଗପହଣ୍ଡି,୧୪। ୮(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ ଡିମ୍ବୁଳା ପଞ୍ଚାୟତ ନିକଟ ଜଙ୍ଗଲରେ ବହୁଦିନ ଧରି ଚାଲିଥିବା ଚୋରା ମଦଭାଟି ଉପରେ ବୁଧବାର ଭୋର...

ଟ୍ରାକ୍ଟର ଓଲଟି ଚାଳକ ମୃତ, ୬ ଗୁରୁତର

ଆର.ଉଦୟଗିରି,୯ା୬(ଡି.ଏନ.ଏ)- ରାମଗିରି ଥାନା ନିକଟସ୍ଥ ରାଇଗଡ଼ା ବ୍ଲକ ବୋଲଡ଼ାଗୁମା ଛକ ନିକଟରେ ମଙ୍ଗଳବାର ଏକ ଟ୍ରାକ୍ଟର ଓଲଟି ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର...

ଖୋର୍ଦ୍ଧା ବନାଞ୍ଚଳରେ ହାତୀ ଆତଙ୍କ: ଜଣଙ୍କୁ ଫୋପାଡି ମାରିବା ପରେ ୩ଙ୍କୁ କଲା ଗୁରୁତର

ଖୋର୍ଦ୍ଧା ଅଫିସ, ୩।୪: ଖୋର୍ଦ୍ଧା ବନାଞ୍ଚଳ ଧଉଳିମୂହଁ ପଞ୍ଚାୟତର ରାମଚଣ୍ଡି (ଦୁର୍ଗାପୁର) ଗ୍ରାମରେ ଶନିବାର ହାତୀ ଆତଙ୍କ ଦେଖାଯାଇଛି। ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଥିବା...

ମଦ ପିଇବାକୁ ଟଙ୍କା ନ ଦେବାରୁ ଆକ୍ରମଣ : ମା,ଝିଅ ଗୁରୁତର

ରାୟଗଡ଼ା ଅଫିସ,୧୦ା୮: ମଦ ପିଇବାକୁ ଟଙ୍କା ନ ଦେବାରୁ ଶନିବାର ରାୟଗଡ଼ା ସହରର ବ୍ୟାଙ୍କ କଲୋନୀଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଓ ଝିଅକୁ ଛୁରିରେ...

୧୬ ହଜାର ଟଙ୍କା ପାଇଁ ବୃଦ୍ଧଙ୍କୁ ପିଟି ପିଟି ମାରିଦେଲେ ଲୋକେ

ପାଟଣା,୨୭।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା କୁଣ୍ଡଳା ପଞ୍ଚାୟତ ଫୁଲ ପାହାଡ଼ି ଗାଁର ଭାଲୁଘରା ସାହିର ଜଣେ ୫୫ ବର୍ଷୀୟ ବୃଦ୍ଧଙ୍କ ମୃତଦେହକୁ ଶନିବାର ପୋଲିସ...

ଖୋର୍ଦ୍ଧା ସହରରେ ପୁଣି ହାତୀ

ଖୋର୍ଦ୍ଧା ଅଫିସ,୮ା୧୦:ଖୋର୍ଦ୍ଧା ସହରରେ ପୁଣି ପଶିଲା ହାତୀ। ଗତ ୪ତାରିଖ ପରେ ବୁଧବାର ରାତିରେ ପଲ୍ଲା ଛକରେ ବରୁଣେଇ ୟୁପି ସ୍କୁଲ ନିକଟରେ ୨ଟି ଦନ୍ତା...

ରାଷ୍ଟ୍ରପତିଙ୍କ ବ୍ରହ୍ମପୁର ଗସ୍ତ କାର୍ଯ୍ୟକ୍ରମରେ ପରିବର୍ତ୍ତନ

ଗୋପାଳପୁର,୨୭ା୯- ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବ୍ରହ୍ମପୁର ଗସ୍ତ କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଶନିବାର ପରିବର୍ତ୍ତେ ଶୁକ୍ରବାର ଗୋପାଳପୁରରେ ଥିବା ଆର୍ମି ଏଡି କଲେଜରେ...

ଖୋର୍ଦ୍ଧା ନୂଆ ବସ୍‌ଷ୍ଟାଣ୍ଡରେ ଅବକାରୀ ବିଭାଗର ଚଢ଼ାଉ: ଲକ୍ଷାଧିକ ମୂଲ୍ୟର ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧା ଅଫିସ, ୧୧।୧୦: ଶୁକ୍ରବାର ପୂର୍ବାହ୍ନରେ ଅବକାରୀ ବିଭାଗର କର୍ମଚାରୀମାନେ ଖୋର୍ଦ୍ଧା ନୂଆ ବସ୍‌ଷ୍ଟାଣ୍ଡ ଉପରେ ଚଢ଼ାଉ କରି ୧୬ ଗ୍ରାମ ବ୍ରାଉନସୁଗାର ଜବତ କରିଛନ୍ତି।...

Advertisement


Archives

Model This Week