Posted inଜାତୀୟ

ଯୁବକଙ୍କ ପେଟରୁ ନେଲ୍‌କଟର, ଚିଲମ ସମେତ ୫୦ ପ୍ରକାରର ଜିନିଷ ବାହାର କଲେ ଡାକ୍ତର

ଉଦୟପୁର,୧୭।୬: ରାଜସ୍ଥାନରୁ ଏକ ଆଶ୍ଚର୍ଯ୍ୟଜନିତ ଘଟଣା ଦେଖିବାକୁ ମିଳିିଛି। ଶନିବାର ଉଦୟପୁର ହସ୍ପିଟାଲରେ ଡାକ୍ତର ଜଣେ ୨୪ ବର୍ଷୀୟ ଯୁବକ ଗଜେନ୍ଦ୍ରଙ୍କ ଅପରେଶନ୍‌ କରିଥିଲେ। ଅପରେଶନ୍‌ ସମୟରେ ଡାକ୍ତର ଯୁବକଙ୍କ ପେଟରୁ ୫୦ ପ୍ରକାରର ଜିନିଷ ବାହାର କରିଥିବା ଜଣାପଡ଼ିଛି। ତାଙ୍କ ପେଟରୁ ଚାବି, ନେଲ୍‌କଟର, ଟଙ୍କା, ଚିଲମ୍‌ର ଖଣ୍ଡ, କାଠର ମାଳ, ମୁଦି, ସେପ୍ଟି ପିନ୍‌, କ୍ଲିପ୍‌ ଇତ୍ୟାଦି ବାହାରିଥିଲା। ଏହାକୁ ଦେଖି ଡାକ୍ତର ମଧ୍ୟ ଚକିତ ହୋଇପଡ଼ିଥିଲେ। ଏହି ଅପରେଶନ୍‌ ୯୦ ମିନିଟ୍‌ ପର୍ଯ୍ୟନ୍ତ ଚାଲିଥିଲା। ସୂଚନାଯୋଗ୍ୟ, ୧୫ ଦିନ ପୂର୍ବରୁ ଗଜେନ୍ଦ୍ରଙ୍କ ପେଟ ବ୍ୟଥା, ବାନ୍ତି ହେବା ସହ ଖାଇବାରେ ଅସୁବିଧା ଉପୁଜିଥିଲା। ଏହାପରେ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ସେ ହସ୍ପିଟାଲକୁ ଯାଇଥିବା ବେଳେ ଏକ୍ସରେ ରିପୋର୍ଟରେ ପେଟରେ କିଛି ଜିନିଷ ଥିବା ଦେଖିବାକୁ ମିଳିଥିଲା। ଏଣ୍ଡୋସ୍କୋପି ପରେ ଗଜେନ୍ଦ୍ରଙ୍କ ଅପରେଶନ୍‌ କରାଯାଇଥିଲା। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୂମିପୂଜାରେ ଅଯୋଧ୍ୟରେ ଭିଡ଼ ଏକତ୍ରିତ ନ କରିବାକୁ ଯୋଗୀଙ୍କ ଅପିଲ୍‌

ଆଯୋଧ୍ୟା,୩୧।୭: ଉତ୍ତରପ୍ରଦେଶରେ କରୋନା ଭାଇରସ୍‌ ମହାମାରୀକୁ ଦୃଷ୍ଟିରେ ରଖି ଆଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ଅଗଷ୍ଟ ୫ରେ ହେବାକୁ ଥିବା ଭୂମିପୂଜା କାର୍ଯ୍ୟକ୍ରମରେ ଭିଡ଼...

ଧନୀ ଶିଳ୍ପପତିଙ୍କୁ ସନ୍ତୁଷ୍ଟ କରିବା ଲାଗି ଗରିବଙ୍କ ପେଟରେ ଲାତ ମାରୁଛି ଭାଜପା: ପ୍ରିୟଙ୍କା

ନୂଆଦିଲ୍ଲୀ,୨।୧୨: ଟେଲିକମ୍‌ କମ୍ପାନୀଗୁଡ଼ିକ ଇଣ୍ଟରନେଟ୍‌ ତଥା କଲ୍‌ ରେଟ୍‌ ବଢ଼ାଇଛନ୍ତି। ଏହାକୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଭାଜପା ସରକାରଙ୍କୁ କଡ଼ା ସମାଲୋଚନା...

ରାହୁଲଙ୍କ ଜଳଖିଆ ଚର୍ଚ୍ଚାରୁ ଏଏପି-ବିଏସ୍‌ପି ବାହାର…

ନୂଆଦିଲ୍ଲୀ,୩।୮: ଉତ୍ତରପ୍ରଦେଶ ନିର୍ବାଚନ ଏବଂ ସଂସଦର ମୌସୁମୀ ଅଧିବେଶନରେ କେନ୍ଦ୍ର ସରକାରଙ୍କୁ ଘେରିବାକୁ ଦୃଷ୍ଟିରେ ରଖି ବିରୋଧୀ ଦଳଗୁଡ଼ିକୁ ଏକାଠି କରିବା ପାଇଁ କଂଗ୍ରେସ ପୁଣି...

ଘରୋଇ ଡାକ୍ତରଖାନାର ଲାଇସେନ୍ସ ହେବ ରଦ୍ଦ!

ବେଙ୍ଗାଲୁରୁ,୧୩।୭: ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏବେ କିଛି ରାଜ୍ୟରେ ଏମାନଙ୍କ ଚିକିତ୍ସା ପାଇଁ ବେଡ୍‌ କମ୍‌ ଥିବା ପରିଲକ୍ଷିତ...

କରୋନାରେ ମୃତ୍ୟୁ ହୋଇଥିଲେ ମିଳିବ ୫୦ ହଜାର ଟଙ୍କା

ନୂଆଦିଲ୍ଲୀ,୬ ।୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବେ ଏକ ବଡ ଘୋଷଣା କରିଛନ୍ତି । ଯେଉଁମାନଙ୍କର କରୋନାରେ ମୃତ୍ୟୁ ହୋଇଛି ସେମାନଙ୍କ ପରିଜନଙ୍କୁ ସରକାରଙ୍କ...

କୂଟନୈତିକ ସମ୍ପର୍କ ବୃଦ୍ଧିକୁ ଗୁରୁତ୍ୱ

ନୂଆଦିଲ୍ଲୀ,୨୭ା୬: ଆମେରିକା ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓ ବୁଧବାର ଭାରତ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ସାକ୍ଷାତ...

ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଲକ୍ଷ ଟପିଲା

ନୂଆଦିଲ୍ଲୀ, ୨୧ା୧୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଲକ୍ଷ ଟପିଥିବାବେଳେ ମୃତ୍ୟୁସଂଖ୍ୟା ୧.୩୨ ଲକ୍ଷରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪୫,୮୮୨...

ଦାରିଦ୍ର୍ୟ ଯୋଗୁ ନିଜ ପିଲାଙ୍କୁ ବନ୍ଧା ରଖି ଋଣ ଆଣୁଛନ୍ତି ଲୋକେ

ଶିବପୁରୀ,୯।୮: ଉତ୍ତର ପ୍ରଦେଶ ଶିବପୁରୀ ଜିଲାର ମୁଧେନି ଗାଁରେ ଦାରିଦ୍ର୍ୟତାର ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି। ଏହି ଗାଁର ଲୋକେ ମେଷପାଳକଙ୍କ ପାଖରେ ନିଜ...

Advertisement
Archives

Model This Week