ଯୁବକଙ୍କୁ ଗୁଳିମାଡ, କାରଣ ଅସ୍ପଷ୍ଟ

ଛତ୍ରପୁର,୨୬ା୧୦(ଡି.ଏନ୍‌.ଏ.): ଛତ୍ରପୁର ଥାନା ସିଙ୍ଗିପୁର ଗ୍ରାମର ସୁଶାନ୍ତ ପାତ୍ର (୪୫)ଉପରେ ଶୁକ୍ରବାର ରାତିରେ ଗୁଳିମାଡ ହୋଇଛି। ତାଙ୍କୁ ଆହତ ଅବସ୍ଥାରେ ସ୍ଥାନୀୟ ଲୋକେ ଛତ୍ରପୁର ହସ୍‌ପିଟାଲକୁ ଆଣିଥିଲେ। ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗୁଳି ମାଡର କାରଣ ଜଣାପଡିନାହିଁ। ଖବର ପାଇ ଛତ୍ରପୁର ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ପରିଚୟ ଦେଇ ମହିଳାଙ୍କ ମଙ୍ଗଳସୂତ୍ର ଲୁଟ୍‌

ବ୍ରହ୍ମପୁର ଅଫିସ,୨ା୮-ନକଲି ପୋଲିସ ବେଶରେ ଲୁଟେରାମାନେ ବିଶେଷକରି ମହିଳା ଓ ବରିଷ୍ଠ ନାଗରିକଙ୍କୁ ଟାର୍ଗେଟ କରି ସୁନାଗହଣା ଓ ଟଙ୍କା ଲୁଟ୍‌ କରୁଛନ୍ତି। ଏବେ ସେହି...

ଯାଞ୍ଚରେ ସମସ୍ତ ପ୍ରାର୍ଥିପତ୍ର କାଏମ

ଗଞ୍ଜାମ,୨୨ା୧(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଶନିବାର ଯାଞ୍ଚ ପ୍ରକ୍ରିୟାରେ ସମସ୍ତ ପ୍ରାର୍ଥିପତ୍ର କାଏମ ରହିଥିବା ଗଞ୍ଜାମ ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।...

ବିସ୍ଫୋରଣରେ ନାବାଳକ ଗୁରୁତର

ଆସିକା,୧୪ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ପାଣ୍ଡିଆପଥର ଗ୍ରାମରେ ସୋମବାର ସକାଳେ ବିସ୍ଫୋରଣରେ ଜଣେ ନାବାଳକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ପାଣ୍ଡିଆପଥରର...

ଫେରାର୍‌ ମଦ ବେପାରୀ ଗିରଫ

ଶଙ୍କରାଖୋଲ,୨୭।୫(ଡି.ଏନ୍‌.ଏ.)- ଟିକାବାଲି ଥାନା ଟୁଡୁବାଲି ଗ୍ରାମର ବେଆଇନ୍‌ ବିଦେଶୀ ମଦ ବିକ୍ରି ଅଭିଯୋଗରେ ଫେରାର୍‌ ଥିବା ଅଭିଯୁକ୍ତଙ୍କୁ ସୋମବାର ପୋଲିସ କୋର୍ଟଚାଲାଣ କରିଛି। ସେ ହେଲେ...

ଗଞ୍ଜାମ ଜିଲା ପ୍ରଶାସନର ଚେତାବନୀ: କୋଭିଡ-୧୯ ନିୟମ ନ ମାନିଲେ ସିଲ୍‌ ହେବ ଦୋକାନ

ଗଞ୍ଜାମ,୨।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ଯୋଗୁ ଚିନ୍ତାରେ ଜିଲା ପ୍ରଶାସନ। ଏହିପାଇଁ ରେଶମ ସହର ବ୍ରହ୍ମପୁର ଓ...

ବୋହୂଙ୍କୁ ବଳାତ୍କାର ଅଭିଯୋଗ: ଶ୍ୱଶୁର, ଦିଅର ଥାନାରେ ଅଟକ

ଦିଗପହଣ୍ଡି,୧୬ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ବୋହୂଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଅଭିଯୁକ୍ତ ଶ୍ବଶୁର,ଶାଶୁ, ନଣନ୍ଦ ଏବଂ ଦିଅରଙ୍କ ବିରୋଧରେ କେସ୍‌...

ଗୋରୁ, ମଇଁଷିଙ୍କର ହେବ ଟ୍ୟାଗିଂ

ବ୍ରହ୍ମପୁର ଅଫିସ୍‌,୧୨ା୬- କ୍ରମବର୍ଦ୍ଧିଷ୍ଣୁ ବ୍ରହ୍ମପୁର ସହରରେ ଟ୍ରାଫିକ ଏକ ପ୍ରମୁଖ ସମସ୍ୟା ଭାବେ ଦୀର୍ଘ ବର୍ଷ ହେଲା ସହରବାସୀଙ୍କୁ ହଇରାଣ କରୁଛି। କେବଳ ଯାନବାହନ ସଂଖ୍ୟା...

ଗଜପତିର ମହେନ୍ଦ୍ରଗିରିରେ ନାଚ, ଗୀତ, ଆମିଷ ଭୋଜନ ଘଟଣା: କ୍ଷମା ମାଗିଲେ ତିବ୍ବତୀୟ ଶରଣାର୍ଥୀ

ପାରଳାଖେମୁଣ୍ଡି:୨୮।୩: କ୍ଷମା ମାଗିଲେ ତିବ୍ବତୀୟ ଶରଣାର୍ଥୀ। ତିବ୍ବତୀୟ କିଛି ଯୁବତୀଯୁବକ ମହେନ୍ଦ୍ରଗିରି ଭ୍ରମଣ କରିବାକୁ ଯାଇ ଆମିଷ ଭୋଜନ କରିଥିଲେ। ଏହାସହ ବିଭିନ୍ନ ବଲିଉଡ, ଓଲିଉଡ...

Advertisement
Archives

Model This Week