Posted inଫୁରସତ

ମୟୂର ସମ୍ପର୍କରେ ଜାଣିଛନ୍ତି କି ଏସବୁ କଥା

ମୟୂର ଆମର ଜାତୀୟ ପକ୍ଷୀ। ପୁଚ୍ଛ ପାଇଁ ଏହା ଖୁବ୍‌ ସୁନ୍ଦର ଦେଖାଯାଏ। ବର୍ଷା ଦେଖିଲେ ପୁଚ୍ଛ ମେଲାଇ ନୃତ୍ୟ କରିଥାଏ। ଆମେ ଏତିକି ଜାଣିଛେ ମାତ୍ର ମୟୂର କ’ଣ ଖାଏ? ଏହା ପୁଚ୍ଛରେ କେତୋଟି ଚନ୍ଦ୍ରିକା ରହିଛି ଜାଣନ୍ତି କି? ଯଦି ନା ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ…

ପୁଚ୍ଛ : ଗୋଟିଏ ମୟୂର ପୁଚ୍ଛରେ ୧୫୦ଟି ଚନ୍ଦ୍ରିକା ଥାଏ। ଏହାର ରଙ୍ଗ ହଳଦୀ, ନୀଳ, ବାଇଗଣୀ ଏବଂ ଧୂସର ହୋଇଥାଏ। ମୟୁର ପୁଚ୍ଛର ଲମ୍ବ ୬ ଫୁଟ ହୋଇଥାଏ। ଏହା ତା’ ଶରୀର ଲମ୍ବର ପ୍ରାୟ ଶତକଡ଼ା ୬୦ ଭାଗ। ଭଗବାନ ଶ୍ରୀକୃଷ୍ଣ, କାର୍ତ୍ତିକଙ୍କ ମୁଣ୍ଡରେ ମୟୂର ଚନ୍ଦ୍ରିକା ଶୋଭା ପାଇଥାଏ। ହିନ୍ଦୁଧର୍ମ ଅନୁସାରେ ଘରେ ମୟୂର ପୁଚ୍ଛ ରଖିଲେ ନକରାତ୍ମକ ଶକ୍ତି ଦୂରେଇ ଯାଏ। ପ୍ରାଚୀନ କାଳରେ ମୟୂର ପୁଚ୍ଛ କାଠିକୁ କାଳିରେ ବୁଡ଼ାଇ ଲେଖାଯାଉଥିଲା।

ମୟୂରର ସ୍ବର : ୧୧ ପ୍ରକାର ସ୍ବର କରିଥାଏ ମୟୂର।  ମୟୂର ପ୍ରତିଘଣ୍ଟାରେ ୧୬ କିମି ଖୁବ୍‌ ଜୋର୍‌ରେ ଦୌଡ଼ିଥାଏ।

ଆୟୁଷ : ଏହା ୨୦ ବର୍ଷ ବଞ୍ଚିଥାଏ।

ମୟୂର କ’ଣ ଖାଇଥାଏ : ମୟୂର ସର୍ବାହାରି। ଘାସ, ପତ୍ର, ମକା, ଗହମ, ଝିଟିପିଟି, ମୂଷା, ସାପ ଇତ୍ୟାଦିକୁ ଖାଦ୍ୟ ଭାବେ ଗ୍ରହଣ କରିଥାଏ। ଏଥିପାଇଁ ମୟୂରକୁ କୃଷକର ଭଲ ବନ୍ଧୁ କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ୫ରାଶିଙ୍କ ବାଜିବ ବଡ ଡିଲ୍! ଦିନର ଏହି ସମୟରୁ ଆପଣ ପାଲଟିବେ ଧନୀ

ଜୁନ ୨୦୨୫ ମାସ କିଛି ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ଏବଂ ସୌଭାଗ୍ୟଶାଳୀ ହେବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗ୍ରହ ଓ ନକ୍ଷତ୍ରଙ୍କ ସ୍ଥାନ...

ନିଶାରେ ଚୂର ବ୍ୟକ୍ତି, ଏକ୍ସପ୍ରେସୱେ ଫ୍ଲାଏଓଭରରେ ଚଢ଼ିଗଲେ ଓଟ ଉପରେ, ପରେ ଯାହା ହେଲା…

ପ୍ରତ୍ୟୋକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଭାଇରାଲ ହୋଇଥିାଏ। କେତେକ ଭିଡିଓ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରି ପକାଏ...

ଲକ୍ଷେ ଟଙ୍କିଆ ସ୍କୁଟି ପାଇଁ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ କଲେ ଏହି ବ୍ୟକ୍ତି: ଜାଣନ୍ତୁ କାହିଁକି

ଲୋକମାନେ ନିଜର ସଉକ ପୂରଣ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ। ହିମାଚଳ ପ୍ରଦେଶର ଜଣେ ବ୍ୟକ୍ତି ତାଙ୍କର ୧ ଲକ୍ଷ...

ପରିଣତ ବୟସରେ ସ୍ତ୍ରୀଙ୍କ ଇଚ୍ଛା ପୂରଣ କଲେ ୯୩ ବର୍ଷୀୟ ବୃଦ୍ଧ, ମଙ୍ଗଳସୂତ୍ର ପିନ୍ଧାଇବାବେଳେ ହେଲେ ଭାବପ୍ରବଣ, ଭିଡିଓ ଦେଖିଲେ…

କହାଯାଏ, ପ୍ରେମର କୌଣସି ବୟସ ନାହିଁ। ଏହାକୁ ପୁଣି ଥରେ ପ୍ରମାଣିତ କରିଛନ୍ତି ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ ରହୁଥିବା ଏକ ବୃଦ୍ଧ ଦମ୍ପତି । ସୋସିଆଲ...

ସ୍ବପ୍ନରେ ଟଙ୍କା ବର୍ଷା ହେବା ଦେଖିଲେ ଶୁଭ ନା ଅଶୁଭ, ଜାଣନ୍ତୁ ଏହାର ଅର୍ଥ କ’ଣ?

ଆଜି ଆମ ସମସ୍ତଙ୍କ ଜୀବନରେ ଟଙ୍କା ଏକ ବଡ଼ ଅଂଶ, ସେଥିପାଇଁ ସ୍ବପ୍ନରେ ଟଙ୍କା ଦେଖିବା ଏକ ବଡ଼ କଥା ନୁହେଁ। ଅନେକ ସମୟରେ ଆମର...

ମୃତଦେହ ଦେଖିବା ମାତ୍ରେ କାହିଁକି ସଙ୍ଗେସଙ୍ଗେ ଟୋପି ଖୋଲି ଦିଅନ୍ତି ପୋଲିସକର୍ମୀ: ଏହା ନିୟମ ନା ଅନ୍ୟକିଛି…ଜାଣନ୍ତୁ

ପ୍ରାୟତଃ ଯେତେବେଳେ କୌଣସି ଦୁର୍ଘଟଣା ଘଟେ କିମ୍ବା କୌଣସି ପ୍ରକାରର ଅଘଟଣ ଘଟିଥାଏ। ପୋଲିସ ତଦନ୍ତ ପାଇଁ ଘଟଣାସ୍ଥଳକୁ ପହଞ୍ଚେ। କିନ୍ତୁ ଏପରି ପରିସ୍ଥିତିରେ ଏହା...

ପ୍ଲେନକ୍ରାଶ୍‌କୁ ନେଇ ବଡ଼ ଭବିଷ୍ୟବାଣୀ କଲା ଜ୍ୟୋତିଷ ଶାସ୍ତ୍ର! ଆଗକୁ ହେବ…

ଗୁଜରାଟର ଅହମ୍ମଦାବାଦରେ ଗୁରୁବାର ଏୟାର ଇଣ୍ଡିଆର ଫ୍ଲାଇଟ AI-171 ଲଣ୍ଡନ ଅଭିମୁଖେ ଯାତ୍ରା କରୁଥିବା ବେଳେ ଟେକ ଅଫ ପରେ ମାତ୍ର ୩୦ ସେକେଣ୍ଡ ମଧ୍ୟରେ...

ଅହମ୍ମଦାବାଦ ବିମାନ ଦୁର୍ଘଟଣାର ଠିକ୍‌ ପୂର୍ବରୁ ପାଇଲଟ କରିଥିଲେ Mayday call, ଜାଣନ୍ତୁ ଏହା କ’ଣ? କିଭଳି…

ଅହମ୍ମଦାବାଦ,୧୨।୬: ଆଜି ଅପରାହ୍ନରେ ଗୁଜୁରାଟର ଅହମ୍ମଦାବାଦ ବିମାନବନ୍ଦରରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ଏୟାର ଇଣ୍ଡିଆର ଲଣ୍ଡନ ଯାଉଥିବା ବିମାନ AI-୧୭୧ ଉଡ଼ାଣ କରିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri