ମୋହଲ୍ଲା କ୍ଲିନିକ ଡାକ୍ତର କରୋନା ପଜିଟିଭ

ନୂଆଦିଲ୍ଲୀ,୩୧।୩: ରାଜଧାନୀ ଦିଲ୍ଲୀର ବାବରପୁରରେଥିବା ମୋହଲ୍ଲା କ୍ଲିନିକର ଜଣେ ଡାକ୍ତର କରୋନା ଭାଇରସରେ ପୀଡ଼ିତ ହୋଇଥିବା ମଙ୍ଗଳବାର ଜଣାପଡିଛି। ଉକ୍ତ କ୍ଲିନିକକୁ ମାର୍ଚ୍ଚ ୧୨-୨୦ ଭିତରେ ଆସିଥିବା ସମସ୍ତ ରୋଗୀ ଓ ଅନ୍ୟ ବ୍ୟକ୍ତିଙ୍କୁ ନିଜ ଘରେ ସେଲ୍ଫ କ୍ୱାରାଣ୍ଟାଇନରେ ୧୫ ଦିନ ପର୍ଯ୍ୟନ୍ତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ବର୍ତ୍ତମାନ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଡାକ୍ତରମାନେ ଏଥିରେ ଆକ୍ରାନ୍ତ ହେବା ଚିନ୍ତାର କାରଣ ପାଲଟି ଯାଇଛି। ଏବେ ସୁଦ୍ଧା ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨ଶହ ଅତିକ୍ରମ କରି ସାରିଲାଣି। ପୂର୍ବାପେକ୍ଷା ଏହା ଦ୍ରୁତ ଗତିରେ ବ୍ୟାପୁଥିବାରୁ ଲୋକେ ଏକ ପ୍ରକାର ଭୟଭୀତ ହୋଇଯାଉଥିବା ଲକ୍ଷ୍ୟ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ୍‌ ସହାୟତାରୁ ୨ଶହ କୋଟି ବାଟମାରଣା

ଯାଜପୁର ଅଫିସ,୨୪।୬: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫ୍‌ଏସ୍‌ଏ)ରେ ୨୦୨୦ରେ ୨ ଲକ୍ଷ ଜାଲ୍‌ ରାଶନକାର୍ଡ ଜରିଆରେ...

ତୃତୀୟ ଲହରରେ ୧୫% ଶିଶୁ ଆକ୍ରାନ୍ତ ଆଶଙ୍କା

ଭୁବନେଶ୍ୱର, ୧୦।୮(ବ୍ୟୁରୋ): କରୋନାର ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ମାନବ ସମ୍ବଳ, ଉପକରଣ ଆଦି ସବୁ କ୍ଷେତ୍ରରେ ବ୍ୟବସ୍ଥା...

ସାଇକେଲ ଚାଳକ ହେବାର ସ୍ବପ୍ନ ଦେଖିଥିଲେ, ଏମିତି ଉପହାର ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୩୧।୭: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଣେ ସ୍କୁଲ ଛାତ୍ରଙ୍କୁ ରେସିଂ ସାଇକେଲ ଦେଇଛନ୍ତି। ରିୟାଜ୍‌ ନାମକ ଜଣେ ସ୍କୁଲ ଛାତ୍ର ସାଇକେଲିଷ୍ଟ ହେବାକୁ ସ୍ବପ୍ନ ଦେଖିଥିଲେ।...

ସୁପ୍ରିମକୋର୍ଟ ଆମପାଇଁ ଭଗବାନ: ସଞ୍ଜୟ ରାଉତ

ମୁମ୍ବାଇ,୨୭ ।୬: ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ବେଳକୁ ବେଳ ଭିନ୍ନ ଭିନ୍ନ ମୋଡ ନେଉଛି । ଅସନ୍ତୁଷ୍ଟ ବିଧାୟକ ଦଳର ନେତା ଏକନାଥ ସିନ୍ଧେଙ୍କ ଆବେଦନର...

ଅମିତାଭ ବଚ୍ଚନ ପରିବାର ସଦସ୍ୟଙ୍କ ଆରୋଗ୍ୟ କାମନା ପାଇଁ ପେଣ୍ଟିଂ

ମୁମ୍ବାଇ, ୧୫।୭: ବିଗ୍‌ ବି ଅମିତାଭ ବଚ୍ଚନଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇବା ପରେ ସେ ଚିକିତ୍ସିତ ହେଉଛନ୍ତି। ତାଙ୍କ ପୁତ୍ର ଅଭିଷେକ ବଚ୍ଚନ, ପୁତ୍ରବଧୂ...

ଦ୍ୱିତୀୟ ଡୋଜ୍‌ ନେବେ କେବେ, ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୫: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦେଶରେ ସାର୍ବଜନୀକ ଟିକାଦାନ ଜାରି ରହିଛି। ଏପରିସ୍ଥଳେ ଟିକାର ପ୍ରଥମ ଡୋଜ୍‌ ନେଇଥିବା ଲୋକଙ୍କ ମଧ୍ୟରେ ଦ୍ୱିତୀୟ...

ମେ ୨୩ ପୂର୍ବରୁ ଭାଙ୍ଗିବ ଏସପି-ବିଏସପି ମେଣ୍ଟ: ଯୋଗୀ

ଲକ୍ଷ୍ନୌ, ୧୬।୫: ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜବାଦୀ ମଧ୍ୟରେ ମେଣ୍ଟ ହେବା ପରେ ଉତ୍ତର ପ୍ରଦେଶରେ ରାଜନୈତିକ ସମୀକରଣ ବଦଳିବାର ଅନୁମାନ କରାଯାଉଛି। ଏନେଇ...

କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରୁ ବିଦା ହେଲେ କମଲନାଥ

ନୂଆଦିଲ୍ଲୀ,୩୦।୧୦-ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିବା ଅଭିଯୋଗରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲ ନାଥଙ୍କୁ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରୁ...

Advertisement
Archives

Model This Week