ମୋଦି-କେଜରିଓ୍ବାଲଙ୍କ ସହାୟତା ଲୋଡ଼ିଲେ ଟିଭି ଅଭିନେତ୍ରୀ ଦୀପିକା ସିଂ

ମୁମ୍ବାଇ, ୧୩।୬: ଟିଭି ଅଭିନେତ୍ରୀ ଦୀପିକା ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସହାୟତା ଲୋଡ଼ିଛନ୍ତି। ତାଙ୍କ ମା’ଙ୍କର ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏହାକୁ ନେଇ ସେ ବେଶ୍‌ ଚିନ୍ତିତ ରହିଛନ୍ତି। ସେ ମୁମ୍ବାଇରେ ଥିବାବେଳେ ତାଙ୍କ ମା’ ଦିଲ୍ଲୀରେ ରହିଛନ୍ତି। ମା’ଙ୍କୁ ହଇରାଣ ହେଉଥିବାରୁ ସେ ୪ ମିନିଟ୍‌ ୧୧ ସେକେଣ୍ଡର ଏକ ଭିଡ଼ିଓରେ ସହାୟତା ପାଇଁ ଅନୁରୋଧ କରି ଏହାକୁ ପ୍ରଧାନମନ୍ତ୍ରୀ ଏବଂ କେଜରିଓ୍ବାଲଙ୍କ ସହିତ ଟ୍ୟାଗ୍‌ କରିଛନ୍ତି। ସୂଚନାଯୋଗ୍ୟ, ଦୀପିକା ସିଂ ଟିଭିର ‘ଦିୟା ଔର ବାତି ହମ୍‌’, ‘କବଚ-୨’ ଆଦି ସିରିଏଲ୍‌ରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ହୃଦୟକୁ ଜିଣି ପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହର ୨୪ ବର୍ଷ ପରେ ପତ୍ନୀଙ୍କଠାରୁ ଅଲଗା ହେବେ ସୋହେଲ ଖାଁ

ମୁମ୍ବାଇ: ବଲିଉଡ ଅଭିନେତା ସୋହେଲ ଖାଁ ଓ ପତ୍ନୀ ସୀମା ଖାଁ ପରସ୍ପରଠାରୁ ଅଲଗା ହେବାକୁ ଯାଉଛନ୍ତି । ବିବାହର ୨୪ ବର୍ଷ ପରେ ଏମାନେ...

ବିଦେଶରେ ଥାଇ ସଂସ୍କାର ଭୁଲିନାହାନ୍ତି ପ୍ରିୟଙ୍କା, ଦେଢ଼ଶୁରଙ୍କ ବିବାହ ଉତ୍ସବରେ ପିନ୍ଧିଲେ ଶାଢ଼ି

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବିଦେଶରେ ଥାଇ ମଧ୍ୟ ସଂସ୍କାର ଭୁଲି ନାହାନ୍ତି। ଏହି ଦେଖୁନାହାନ୍ତି ଦେଢ଼ଶୁର ଅର୍ଥାତ ନିକ୍‌ଙ୍କ ବଡ଼ଭାଇ ଜୋ ଜୋନ୍‌ସ ଏବଂ...

୩୬ ହଜାର ଫୁଟ ଉପରେ ଫିଲ୍ମର ଘୋଷଣା କଲେ ଅନୁପମ

ମୁମ୍ବାଇ: ବଲିଉଡ୍‌ର ବରିଷ୍ଠ ଅଭିନେତା ଅନୁପମ ଖେର ତାଙ୍କର ୫୧୯ ତମ ଫିଲ୍ମ କରିବାକୁ ଯାଉଛନ୍ତି । ଏହାର ଘୋଷଣା ସେ ୩୬ ହଜାର ଫୁଟ...

ଥାଲାଇଭାଙ୍କୁ ୭୦: ସିଲ୍କ ସ୍ମିତାଙ୍କ ଶରୀରରେ ସିଗାରେଟ ଚେଙ୍କ ଦେଇଥିବା ନେଇ ଥିଲେ ଚର୍ଚ୍ଚାରେ

ବେଙ୍ଗାଲୁରୁ,୧୨।୧୨: ସାଉଥ୍‌ ଫିଲ୍ମଷ୍ଟାର ରଜନୀକାନ୍ତ ଶନିବାର ୭୦ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୫୦ ଡିସେମ୍ବର ୧୨ରେ ବେଙ୍ଗାଲୁରୁଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପ୍ରକୃତ ନାମ...

ରଣବୀର ସିଂଙ୍କୁ ଦେଖି କାନ୍ଦିଲେ ଶିଶୁ

ବଲିଉଡ୍‌ ଅଭିନେତା ରଣବୀର ସିଂ ସର୍ବଦା ନିଜ ଫ୍ୟାଶନ୍‌କୁ ନେଇ ଚର୍ଚ୍ଚାରେ ଥାନ୍ତି। ସେ ଫ୍ୟାଶନ ଶୋ’ ହେଉ କିମ୍ବା ରେଡ୍‌ କାର୍ପେଟ୍‌ ତାଙ୍କୁ ସବୁବେଳେ...

ଅନୁତାପ କରୁଛନ୍ତି ଅନନ୍ୟା

ଅନନ୍ୟା ପାଣ୍ଡେ ଏବେ ଅନୁତାପ କରୁଛନ୍ତି। ହେଲେ କ’ଣ ହେବ ? ବୋହିଗଲା ପାଣି ଆଉ ଧନୁରୁ ବାହାରି ଯାଇଥିବା ତୀର କ’ଣ ଫେରିଆସେ ?...

ଡ୍ରଗ୍ସ ମାମଲା: ଜବତ ହେଲା ଅଭିନେତ୍ରୀଙ୍କ ଫୋନ

ମୁମ୍ବାଇ,୨୭ ।୯: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ସହ ଯୋଡି ହୋଇଥିବା ଡ୍ରଗ୍ସ ମାମଲା ବେଳକୁ ବେଳ ନୂଆ ମୋଡ ନେଉଛି । ଏହି...

ବିରୁଷ୍କାଙ୍କ ପରେ ସଲମାନ୍‌-କ୍ୟାଟ୍ରିନାଙ୍କ ବେବି ଫିଲ୍ଟର ଫଟୋ ଭାଇରାଲ

ସୋସିଆଲ ମିଡିଆରେ କିଏ କେତେବେଳେ ଲୋକପ୍ରିୟ ହୋଇଯାଏ ତାହା ଜଣାପଡ଼େ ନାହିଁ। ତାହା କୌଣସି ବ୍ୟକ୍ତି ହୁଅନ୍ତୁ ଅବା କିଛି ଜିନିଷ। ଏବେ ଏମିତି ଏକ...

Advertisement
Archives

Model This Week