ମୁଲ୍ଲାଙ୍କୁ ଫୋନ୍‌ କଲେ ଟ୍ରମ୍ପ୍‌: କଏଦୀଙ୍କ ମୁକ୍ତି ନେଇ ଏବେ ବି ସନ୍ଦେହ !

ଓ୍ବାଶିଂଟନ,୪।୩: ତାଲିବାନ ମୁଖ୍ୟ ମୁଲ୍ଲା ବରଦାରଙ୍କ ସହିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫୋନ୍‌ରେ ଆଲୋଚନା ହୋଇଛି। ଜଣେ ଆତଙ୍କବାଦୀ ସଂଗଠନ ମୁଖ୍ୟଙ୍କ ସହିତ ନେଇ ଆମେରିକା ରାଷ୍ଟ୍ରପତିଙ୍କ ଆଲୋଚନାକୁ ପ୍ରଥମ ଥର ପାଇଁ ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ଫେବୃୟାରୀ ୨୯ରେ ଆମେରିକା-ଆଫଗାନିସ୍ତାନ ସରକାର ଏବଂ ତାଲିବାନ ମଧ୍ୟରେ ଶାନ୍ତି ଚୁକ୍ତି ହୋଇଥିଲା। ତେବେ ଏଥିରେ କିମ୍ବା ମୁଲ୍ଲା-ଟ୍ରମ୍ପ୍‌ ଫୋନ୍‌ ଆଲୋଚନାରେ କଏଦୀଙ୍କ ମୁକ୍ତ କରାଯିବା ନେଇ କୌଣସି ପ୍ରସ୍ତାବ ଦିଆଯାଇ ନାହିଁ। ଏ ବିଷୟରେ ମାର୍ଚ୍ଚ ୧୦ରେ ସମସ୍ତ ପକ୍ଷଙ୍କ ମଧ୍ୟରେ ସ୍ବିଡେନ ଓସ୍ଲୋଠାର ଏକ ବୈଠକ ହେବ। ବୈଠକରେ ଶାନ୍ତି ଫେରାଇ ଆଣିବା ଉପରେ ଗୁରୁତ୍ୱାରୋପ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଲୁଚାଛପାରେ ବିବାହ କଲେ ପ୍ରଧାନମନ୍ତ୍ରୀ: କେହି ବି ଜାଣି ପାରିଲେନି !…

ଲଣ୍ଡନ,୩୦।୫: କାହାକୁ ନ ଜଣାଇ ଲୁଚାଛପାରେ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ବିବାହ କରିଛନ୍ତି। ୫୬ ବର୍ଷ ବୟସ୍କ ବୋରିସ୍‌ ପ୍ରେମିକା ୩୩ ବର୍ଷ ବୟସ୍କା...

ମୁନ୍‌ ମିଶନ ସମ୍ପୂର୍ଣ୍ଣ: ଓରିଅନ ପୃଥିବୀ ମୁହାଁ…

ଓ୍ବାଶିଂଟନ,୭।୧୨ : ଆମେରିକୀୟ ସ୍ପେସ ଏଜେନ୍ସି (ନାସା) ର ଓରିଅନ ମହାକାଶଯାନ ଚନ୍ଦ୍ର ମିଶନକୁ ସମାପ୍ତ କରିଛି। ସୋମବାର ଦିନ ଓରିଅନ ଚନ୍ଦ୍ରର ନିକଟବର୍ତ୍ତୀ ହୋଇ...

୭ ଘଣ୍ଟା ଅନ୍ଧାରରେ ସାରା ଦେଶ

କଲୋମ୍ବୋ, ୧୮।୮: ସୋମବାର ରାତିରେ ଶ୍ରୀଲଙ୍କା ୭ ଘଣ୍ଟା ପାଇଁ ଅନ୍ଧାରରେ ବୁଡ଼ି ରହିଥିଲା। ରାଜଧାନୀ କଲୋମ୍ବୋରେ ଥିବା କେରାଓ୍ବଲପେଟିଆ ବିଦ୍ୟୁତ୍‌ ୟୁନିଟ୍‌ରେ ଯାନ୍ତ୍ରିକ ତ୍ରୁଟି...

ରାତିରେ ଶୁଣନ୍ତୁ ସଙ୍ଗୀତ; ଶରୀର ହେବ ସୁନ୍ଦର…

ଶରୀରକୁ ସୁନ୍ଦର ରଖିବା ପାଇଁ କେତେକ ଲୋକ ବିଭିନ୍ନ ଉପାୟ ଗ୍ରହଣ କରିଥାନ୍ତି। ତେବେ ନିୟମିତ ଅଭ୍ୟାସ କରି ରାତିରେ କିଛି ସମୟ ପାଇଁ ସଙ୍ଗୀତ...

ଯୁଦ୍ଧରେ ଜିତିବୁ ଅବା ପୃଥିବୀ ଧ୍ୱଂସ ହେବ: ପୁଟିନଙ୍କ ନିକଟତମ ବ୍ୟକ୍ତିଙ୍କ ଦାବି…

ମସ୍କୋ,୧୭।୧୨ : ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିକଟତମ ଜଣେ ବ୍ୟକ୍ତି ରୁଷ-ୟୁକ୍ରେନ ଯୁଦ୍ଧ ନେଇ ଏକ ବଡ଼ ଦାବି କରିଛନ୍ତି। ପୁଟିନଙ୍କ ପ୍ରମୁଖ ସହାୟକ...

ଝିଅମାନଙ୍କୁ ଜହର ଦେଇଥିବା ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ମିଳୁ : ଆୟତୋଲ୍ଲା ଖୋମେନି…

ତେହେରାନ,୮।୩ : ଇରାନର ପ୍ରାୟ ୨୩୦ ଟି ବିଦ୍ୟାଳୟରେ ପାଞ୍ଚ ହଜାରରୁ ଅଧିକ ଛାତ୍ରୀଙ୍କୁ ଜହର ଦିଆଯାଇଥିବା ଅଭିଯୋଗ ନେଇ ଦେଶର ପ୍ରଭାବଶାଳୀ ନେତା ଆୟତୋଲ୍ଲା...

ଭାରତ ଦ୍ୱାରା ମୋଷ୍ଟ ଓ୍ବାଣ୍ଟେଡ ଘୋଷିତ ଆତଙ୍କବାଦୀଙ୍କୁ ହତ୍ୟା କଲା ତାଲିବାନ…

କାବୁଲ,୨୧।୨ : ଭାରତ ସରକାରଙ୍କ ଦ୍ୱାରା ମୋଷ୍ଟ ଓ୍ବାଣ୍ଟେଡ ଘୋଷିତ ଆତଙ୍କବାଦୀ ମଧ୍ୟରୁ ଜିହାଦି କମାଣ୍ଡର ଏଜାଜ ଅହମ୍ମଦ ଅହନଗରଙ୍କର ଆଫଗାନିସ୍ତାନରେ ମୃତ୍ୟୁ ଘଟିଛି। ଇଜାଜ...

ଇମ୍ରାନଙ୍କ ସରକାର ସମୟରେ ସ୍ତ୍ରୀଙ୍କ ବନ୍ଧୁଙ୍କ ସମ୍ପତ୍ତିରେ ହୋଇଛି ବୃଦ୍ଧି: ରିପୋର୍ଟ…

ଇସଲାମାବାଦ,୬।୩ : ଗୋଟିଏ ପଟେ ଗିରଫ ହେବାର ଖଣ୍ଡା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କ ମୁଣ୍ଡ ଉପରେ ଝୁଲୁଛି। ଏଥି...

Advertisement
Archives

Model This Week