ମୁଣ୍ଡରେ ଗାମୁଛା ବାନ୍ଧି, କୋଦାଳ ଧରି କ୍ଷେତରେ କାମ କରୁଛନ୍ତି ଏହି ଅଭିନେତା

କରୋନା ଯୋଗୁ ଏବେ ଫିଲ୍ମ ଶୁଟିଂ ବନ୍ଦ ରହିଛି। କଳାକାରମାନେ ନିଜ ପରିବାର ସହ ସମୟ ବିତାଉଛନ୍ତି। ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ବର୍ତ୍ତମାନ ନିଜ ସହର ବୁଢାନାରେ ରହୁଛନ୍ତି। ନଓ୍ବାଜ୍‌ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ସେ ତାଙ୍କ ଚାଷ ଜମିରେ କାମ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ତାଙ୍କ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି। ନୱାଜୁଦ୍ଦିନ ସିଦ୍ଦିକି ତାଙ୍କ ଫାର୍ମରେ କାମ କରୁଥିବା ଦେଖିଥିଲେ। ଭିଡିଓରେ ନୱାଜୁଦ୍ଦିନ ସିଦ୍ଦିକି କ୍ଷେତରେ କାମ କରିବା ପରେ ହାତ ଓ ପାଦ ଧୋଇଥିବାର ନଜର ଆସିଛନ୍ତି। ସେ ଧଳା ଶର୍ଟ ପିନ୍ଧିଛନ୍ତି କଳା ରଙ୍ଗର ପ୍ୟାଣ୍ଟ ପିନ୍ଧିଛନ୍ତି। ଏଥିସହିତ ସାଧାରଣ ଦେଶୀ ଷ୍ଟାଇଲ୍‌ରେ ମୁଣ୍ଡରେ ଗାମୁଛା ମୁଣ୍ଡ ବାନ୍ଧିଥିବାର ମଧ୍ୟ ଦେଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହ୍ୱିଲ ଚେୟାରରେ ଶିଳ୍ପା, ୱାକର ଧରି ଦେଲେ ପୋଜ

ମୁମ୍ବାଇ: ବଲିଉଡର ଗ୍ଲାମର କୁଇନ ଶିଳ୍ପ ସେଟ୍ଟିଙ୍କର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନିଜ କାମ ପ୍ରତି ଥିବା...

ବ୍ରେକ୍‌ଅପ୍‌ର ୨ବର୍ଷ ପରେ ପୁଣି ଏକାଠି ନଜର ଆସିଲେ ଏହି ଯୋଡ଼ି

ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଓ କାର୍ତ୍ତିକ ଆର୍ଯ୍ୟନ ପରସ୍ପରକୁ ଡେଟ୍‌ କରିଥିଲେ। ଫିଲ୍ମ ‘ଲଭ ଆଜ କଲ୍‌ -୨’ ର ଶୁୁଟିଂ ବେଳେ...

ହଲିଉଡ ଫିଲ୍ମ ଅଫରକୁ ପ୍ରତ୍ୟାଖାନ କଲେ ରଣବୀର

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ତାଙ୍କ ଫିଲ୍ମ ‘ ତୁ ଝୁଠି ମୈ ମକ୍କାର’କୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମଟି ବକ୍ସ ଅଫିସରେ...

ମନି ଲଣ୍ଡରିଂ ମାମଲାରେ କୋର୍ଟରେ ହାଜର ହେଲେ ଜ୍ୟାକଲିନ୍‌

ନୂଆଦିଲ୍ଲୀ,୨୦।୧୨: ମନି ଲଣ୍ଡରିଂ ମାମଲାରେ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ନାଣ୍ଡିଜ୍‌ ମଙ୍ଗଳବାର ଦିଲ୍ଲୀର ପଟିଆଲା ହାଇକୋର୍ଟରେ ହାଜର ହୋଇଛନ୍ତି। ଏହି ମାମଲାରେ ମଙ୍ଗଳବାର ପୁଣି କୋର୍ଟରେ...

ତୁମେ ଟ୍ୟାଲେଣ୍ଟେଡ କିନ୍ତୁ ସୁନ୍ଦର ନୁହେଁ

ମୁମ୍ବାଇ: ଅନୁଷ୍କା ଶର୍ମା ବଲିଉଡ୍‌ର ଜଣେ ଜଣାଶୁଣା ନାୟିକା । ପାଖାପାଖି ୨ ବର୍ଷ ହେବ ସେ ବଡ ପରଦାଠାରୁ ଦୂରରେ ଥିଲେ ବି ସେ...

କ୍ରିକେଟରଙ୍କ ପ୍ରେମରେ ଆଥିୟା!

ମୁମ୍ବାଇ: ବଲିଉଡ୍ ଅଭିନେତା ସୁନିଲ ସେଟ୍ଟିଙ୍କ ଝିଅ ଆଥିୟା ସେଟ୍ଟି ତାଙ୍କ ଲଭ୍ ଆଫେୟାର୍ସକୁ ନେଇ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ । ଏକଥା ମଧ୍ୟ ସମସ୍ତଙ୍କୁ...

୭ ବର୍ଷ ବଡ଼ ଅର୍ଚ୍ଚନାଙ୍କୁୁ ଭଲପାଇ ବସିଥିଲେ ପରମୀତ; ମନ୍ଦିରରେ କରିଥିଲେ ବିବାହ

ବମ୍ବେ: ‘ଦିଲଓ୍ବାଲେ ଦୁଲ୍‌ହନିଆଁ ଲେ ଯାଏଗେଁ’ର କୁଲଜୀତ ସିଂହ ହେଉ ଅଥବା ‘ଜସି ଜୈସି କୋଇ ନେହିଁ’ ଧାରାବାହିକର ରାଜ ମଲହୋତ୍ରା, ସବୁ ଚରିତ୍ରରେ ଶ୍ରେଷ୍ଠତା...

ବଲିଉଡ୍‌ ଅଭିନେତ୍ରୀ ନିମିଙ୍କ ପରଲୋକ

ମୁମ୍ବାଇ,୨୬।୩: ବଲିଉଡର ଭେଟେରାନ୍‌ ଅଭିନେତ୍ରୀ ନିମିଙ୍କର ବୁଧବାର ୮୮ ବର୍ଷ ବୟସରେ ପରଲୋକ ହୋଇଛି। ପ୍ରଥମେ ଫିଲ୍ମ ନିର୍ମାତା ଶେଖର ଏହି ସୂଚନା ଦେଇଥିଲେ। ନିଶ୍ୱାସ...

Advertisement
Archives

Model This Week