ମାସ୍କ୍ ପିନ୍ଧିବାକୁ ମନା କଲେ ଟ୍ରମ୍ପ୍‌

ୱାଶିଂଟନ, ୪ ।୪: ଆମେରିକାରେ କରୋନ ସଂକ୍ରମଣ ଯୋଗୁ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତେବେ ବି ସରକାରଙ୍କ ପକ୍ଷରୁ ଜାତୀୟ ଲକ୍‌ଡାଉନ୍ ନିର୍ଦ୍ଦେଶ ଜାରି ହୋଇ ନାହିଁ । ସମାଜିକ ଦୂରତା ଅବଲମ୍ବନ କରାଯାଉ ନ ଥିବାରୁ ମୃତକଙ୍କ ସଂଖ୍ୟା ତଥା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା କୁହାଯାଉଛି । ଏପରିସ୍ଥଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମାସ୍କ୍ ପିନ୍ଧିବାକୁ ମନା କରିଛନ୍ତି । ଆମେରିକା ସ୍ୱାସ୍ଥ୍ୟ ବିଭାଗର ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଅଧିକାରୀ ତାଙ୍କୁ ଘରୁ ବାହାରିବା ସମୟରେ ମାସ୍କ୍ ପିନ୍ଧିବାକୁ ପରାମର୍ଶ ଦେଇଥିଲେ । ଏହା ଭଲ ଅଭ୍ୟାସ । ସେ ଚାହିଁଲେ ଏହାକୁ ପାଳନ କରିପାରିବେ । ମାତ୍ର ସେ ପ୍ରତିଦିନ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ଏବଂ ଅନ୍ୟ ଉଚ୍ଚ ଅଧିକାରୀଙ୍କୁ ଭେଟୁଥିବାରୁ ଏଭଳି କରିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି । ଏହାର ଉତ୍ତର ମଧ୍ୟ ସେ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଅଧିକାରୀଙ୍କୁ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ-୧୯: ଓଡ଼ିଶାର ଭଲ କାମ ପାଇଁ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପ୍ରଶାସନ, ପୋଲିସ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪।୪(ବ୍ୟୁରୋ): କରୋନା ସଂକ୍ରମଣ ନିୟନ୍ତ୍ରଣରେ ଓଡ଼ିଶା ଭଲ କାମ କରିଥିବାରୁ ସ୍ବାସ୍ଥ୍ୟ ସେବାରେ ନିୟୋଜିତ ସମସ୍ତ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପ୍ରଶାସନ, ପୋଲିସ ଅଧିକାରୀ, ସଫେଇ କର୍ମଚାରୀ...

ପୁଣି ମିଶାଇଲ୍‌ ପରୀକ୍ଷଣ ଆରମ୍ଭ କଲା ଉତ୍ତର କୋରିଆ

ପ୍ୟାଙ୍ଗୟଙ୍ଗ,୧୦।୩: ପରମାଣୁ ପରୀକ୍ଷଣ ବିଷୟରେ ଆମେରିକାର ଗୁପ୍ତଚର ରିପୋର୍ଟର ଗୋଟିଏ ଦିନ ପରେ ଉତ୍ତର କୋରିଆ ପୁଣି ମିଶାଇଲ୍‌ ପରୀକ୍ଷା ଆରମ୍ଭ କରିଛି। କିମ ଜୋଙ୍ଗ...

ବିଶୋଧନ ହେଲା ସ୍ବର୍ଗଦ୍ୱାର

ପୁରୀ ଅଫିସ,୧୬ା୪: କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତା ଓ ବିଶୁଦ୍ଧୀକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ତେବେ ପୁରୀର ସବୁଠୁ ସମ୍ବେଦନଶୀଳ କୁହାଯାଉଥିବା...

ଆଜି ରାଜ୍ୟରୁ ୧୨୮ ଆକାନ୍ତ ଚିହ୍ନଟ, ଏମାନଙ୍କ ମଧ୍ୟରେ ୨୨ ଶିଶୁ

ଭୁବନେଶ୍ୱର,୪ା୩(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୧୨୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୫,୬୧୫ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

କରୋନା ସଚେତନତା ଗୀତ ଗାଇ ପୁଣି ଚର୍ଚ୍ଚାରେ ଦୁଇ ଭାଇ ଶାନ୍ତି, ଜ୍ୟୋତି

ଜୟପୁର, ୨୪।୩(ନି.ପ୍ର.) ‘ମଦ ପିଇବି ନାଇଁ, ନାଇଁ ନାଇଁ ନାଇଁ ପିଇବି ନାଇଁ’ ଦୁରଦର୍ଶନରେ ପ୍ରସାରିତ ହେଉଥିବା ଏହି ଗୀତ ୯୦ ଦଶକରେ ବେଶ୍‌ ଲୋକପ୍ରିୟ...

ଜୀବନର ମୂଲ୍ୟ ୩୦ ଟଙ୍କା

ନୂଆଦିଲ୍ଲୀ,୧୮ା୪: ଭାରତରେ ପ୍ରାୟ ୯୦,୦୦୦ ମହିଳା ଗୋଷ୍ଠୀ ସ୍ବାସ୍ଥ୍ୟକର୍ମୀ କରୋନା ବିରୋଧୀ ଲଢ଼େଇରେ ଅଗ୍ରଣୀ ଭୂମିକା ନେଉଛନ୍ତି। କିନ୍ତୁ ସେମାନଙ୍କୁ ଖୁବ୍‌ କମ୍‌ ପାରିଶ୍ରମିକ ମିଳୁଛି।...

ଇରାକ-ସିରିଆର ୮୯ ସ୍ଥାନରେ ଏୟାର ଷ୍ଟ୍ରାଇକ୍‌ କଲା ତୁର୍କୀ…

ବାଗଦାଦ/ଇସ୍ତାନବୁଲ,୨୧।୧୧ : ଗତ ସପ୍ତାହରେ ହୋଇଥିବା ଇସ୍ତାନବୁଲ ବିସ୍ଫୋରଣର ପ୍ରତିଶୋଧ ନେଇ ତୁର୍କୀ ଉତ୍ତର ସିରିଆ ଏବଂ ଇରାକର ୮୯ ସ୍ଥାନରେ ଏୟାର ଷ୍ଟ୍ରାଇକ ଆରମ୍ଭ...

ପ୍ରଥମ ବ୍ୟାଚ୍‌ କରୋନା ଟିକା ପ୍ରସ୍ତୁତି ଶେଷ, ଜାଣନ୍ତୁ କେଉଁମାନଙ୍କୁ ପ୍ରଥମେ ଦିଆଯିବ ଏହି ଟିକା

ମସ୍କୋ,୧୬ା୮: ଶନିବାର ରୁଷିଆ କରୋନା ଟିକା ପ୍ରସ୍ତୁତ ଶେଷ କରିଛି ବୋଲି କହିଛି। ଏହାପୂର୍ବରୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ମଙ୍ଗଳବାର ଘୋଷଣା କରିଥିଲେ ଯେ,...

Advertisement
Archives

Model This Week