Advertisement
Posted inଫୁରସତ

ମାତ୍ର ୧୦ ଟଙ୍କା ଦିଅନ୍ତୁ, ମନଇଛା ଟମାଟୋ ତୋଳି ନିଅନ୍ତୁ

ଜଶପୁର, ୧୧।୬: ଭାରତରେ କରୋନା ମହାମାରୀ ଯୋଗୁ ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ଲକ୍‌ଡାଉନ୍‌ ଜାରି ରହିଥିବାରୁ ବହୁ ଚାଷୀ ସେମାନଙ୍କ ଅମଳ ଫସଲ ବିକ୍ରି କରିପାରୁ ନାହାଁନ୍ତି। କେତେକ କମ ଦାମରେ ଅମଳ ଫସଲ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଛତିଶଗଡ଼ ଜଶପୁରରେ ଚଳିତ ବର୍ଷ ଟମାଟୋ ଫସଲ ଭଲ ହୋଇଛି। ଜମିରେ ପାଚିଲା ଲାଲ ଟହ ଟହ ଟମାଟୋ ଗଛରେ ଝୁଲି ରହିଛି। ବିକ୍ରି କରିବାର ସୁବିଧା ନ ଥିବାରୁ ଚାଷୀ ଜମିରୁ ଟମାଟୋ ତୋଳୁ ନାହାଁନ୍ତିି ମଧ୍ୟ। ୧୦ ଟଙ୍କା ଦେଲେ ଗ୍ରାହକଙ୍କୁ ଜମିରେ ପଶି ନିଜ ହାତରେ ମନ ଇଛା ଟମାଟୋ ତୋଳି ନେବାକୁ ଚାଷୀ ଅନୁମତି ଦେଉଛନ୍ତି। ଚାଷୀଙ୍କର ଏହି ମନୋଲୋଭା ଅଫର କିଛି ଲୋକଙ୍କୁ ଆକୃଷ୍ଟ କରିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାଇ କଲର୍‌ ରାଖୀ

ଚଳିତ ମାସ ସ୍ବାଧୀନତା ଦିବସ ଓ ପବିତ୍ର ରାଖୀ ପୂର୍ଣ୍ଣିମା ଗୋଟିଏ ଦିନରେ ହିଁ ପଡୁଛି। ତେଣୁ ଏଭଳି ଏକ ଶୁଭ ଦିନରେ ଭାଇ ହାତରେ...

ଜାଣନ୍ତୁ ହ୍ବାଟ୍ସଆପ୍‌ରେ କେଉଁଭଳି ମେସେଜ୍‌, ଫଟୋ ଶେୟାର କଲେ ଭୋଗିବେ ଜେଲ୍‌ଦଣ୍ଡ

ଆଜିକାଲି ସୋସିଆଲ ମିଡିଆରେ ଯିଏ ଯାହା ପାରୁଛି ପୋଷ୍ଟ କରୁଛି। ସତେ ଯେମିତି ଏଥିପ୍ରତି କଟକଣା ନାହିଁ। ବିଶେଷକରି ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ମିଥ୍ୟା ଖବର, ଘୃଣା,...

ମା’ଙ୍କ ପାଇଁ ଅଗାଧୁଆରେ ୪୦ ଦିନ

ଭିଲ୍‌ଓ୍ବାଡ଼ା : ହିନ୍ଦୁ ସମାଜରେ ଈଶ୍ୱରଙ୍କ ଆରାଧନାକୁ ପବିତ୍ର ମନେକରାଯାଏ। ବେଶ୍‌ ଶୁଦ୍ଧପୂତ ଭାବେ ଶ୍ରଦ୍ଧାଳୁ ଦେବଦେବୀଙ୍କ ଆବାହନ କରିଥାନ୍ତି। ହେଲେ ରାଜସ୍ଥାନ ଭିଲ ସମ୍ପ୍ରଦାୟ...

କାର୍‌ ଚକାରେ ଗୁଡ଼ାଇ ହୋଇ ଯାଇଛି ବିରାଟକାୟ ସାପ, ଆଉ ତାପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

ସବୁ ଅଫିସ୍‌ରେ ଥାନ୍ତି ଏଭଳି କିଛି ଲୋକେ, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଭଉଣୀର ରାଖୀ ଉପହାର: ଆଗ୍ରାର ବନ୍ଦନା ସାନ ଭାଇକୁ ଦେଲେ କିଡ୍‌ନୀ

ରାଖୀ ପୂର୍ଣ୍ଣିମାରେ ଭଉଣୀ ଭାଇ ହାତରେ ରାଖୀ ବାନ୍ଧେ। ଭାଇ ପ୍ରତିବଦଳରେ ପ୍ରତିଶ୍ରୁତି ଦିଏ ସବୁ ବିପଦ ଆପଦରେ ଭଉଣୀକୁ ସୁରକ୍ଷା ପ୍ରଦାନ କରିବ। ତା’ସହ...

ଅକ୍ସିଜେନ୍‌ ଲାଗିଥିବା ସତ୍ତ୍ୱେ ରୋଷେଇ କରୁଛନ୍ତି ମହିଳା: ଫଟୋ ଭାଇରାଲ ପରେ…

ବମ୍ବେ: ଭାରତୀୟ ସମାଜରେ ମହିଳାଙ୍କୁ ତ୍ୟାଗର ମୂର୍ତ୍ତୀ ବୋଲି କୁହାଯାଏ। ବେଳେବେଳେ ମହିଳାଙ୍କ ସମର୍ପଣଭାବର ଲାଭ ପରିବାରବର୍ଗ ଉଠାଇଥାନ୍ତି। ସୋସିଆଲ ମିଡିଆରେ ସେହିଭଳି ଏକ ଫଟୋ...

ପେଟରୁ ବାହାରିଲା ଏଲ୍‌ଇଡି ବଲ୍‌ବ

ଫରିଦାବାଦ୍‌,୭।୨: ହରିୟାଣାର ଫରିଦାବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୧୦ ବର୍ଷୀୟ ବାଳକଙ୍କ ପେଟରୁ ଏଲ୍‌ଇଡି ବଲ୍‌ ବାହାର କରାଯାଇଛି। ଫରିଦାବାଦର ସେକ୍ଟର ୬୨ରେ...

Advertisement
Archives

Model This Week