ମହାରାଷ୍ଟ୍ରରେ କମିଲା କରୋନା ଟେଷ୍ଟର ଦାମ

ମୁମ୍ବାଇ,୧୩।୬: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବେଳକୁ ବେଳ ବଢିବାରେ ଲାଗିଛି। ଏବେ ସେଠାରେ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ଅତିକ୍ରମ କରିଥିବା ବେଳେ ଏହା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି। ତେବେ ମହାରାଷ୍ଟ୍ରରେ କରୋନା ଟେଷ୍ଟର ଦାମ୍‌ କମ୍‌ ହୋଇଯାଇଛି। ଏବେ କରୋନା ଟେଷ୍ଟ ପାଇଁ ଜଣକୁ ୨,୨୦୦ଟଙ୍କା ଦେବାକୁ ପଡିବ। ପୂର୍ବରୁ ଏଥିପାଇଁ ୪,୪୦୦ଟଙ୍କା ଦେବାକୁ ପଡୁଥିଲା। ଯଦି ଘରୁ ନମୁନା ସଂଗ୍ରହ କରାଯାଉଛି ତେବେ ଜଣେ ବ୍ୟକ୍ତିଙ୍କୁ ଅତି ବେଶିରେ ୨,୮୦୦ ଟଙ୍କା ଦେବାକୁ ପଡିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ଦଙ୍ଗା: ଚାର୍ଜଶିଟ୍‌ରେ ୟେଚୁରୀ-ଯୋଗେନ୍ଦ୍ର-ଜୟତୀଙ୍କ ନାମ

ନୂଆଦିଲ୍ଲୀ, ୧୩।୯: ଫେବୃୟାରୀ ୨୩ରୁ ୨୬ ମଧ୍ୟରେ ଉତ୍ତରପୂର୍ବ ଦିଲ୍ଲୀରେ ଘଟିଥିବା ସାମ୍ପ୍ରଦାୟିକ ଦଙ୍ଗାର ଚାର୍ଜଶିଟ୍‌ରେ ସିପିଏମ୍‌ ମହାସଚିବ ସୀତାରାମ ୟେଚୁରୀ, ସ୍ବରାଜ ଅଭିଯାନ ନେତା...

ଏମିତି ବାପାଙ୍କୁ ସଲାମ: ଗୋଟିଏ ନିଷ୍ପତ୍ତି ବଦଳାଇ ଦେଲା ୯ ଜୀବନ

ଚେନ୍ନାଇ,୨୩।୧୨: ଅଢେଇ ବର୍ଷ ବୟସ୍କା ଅନାୟାକା ଆଉ ଏହି ଦୁନିଆରେ ନାହାଁନ୍ତି, କିନ୍ତୁ ତାଙ୍କ ବାପାଙ୍କ ସାହସିକ ନିଷ୍ପତ୍ତି ଯୋଗୁ ନଅ ଜଣ ରୋଗୀ ଏବେ...

ଦିନେ ବଢ଼ିଲେ ଦିନେ କମୁଛି: ଆଜି ୭୩୯ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୫ା୭(ବ୍ୟୁରୋ): ରାଜ୍ୟରୁ ସୋମବାର ୭୩୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୦୭,୨୪୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପାଇଁ ପ୍ରସ୍ତୁତ ରୁହ, ପଓ୍ବାରଙ୍କ ଚେତାବନୀ…

ମୁମ୍ବାଇ, ୪।୭ : ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପୱାର କହିଛନ୍ତି ଯେ ମହାରାଷ୍ଟ୍ରରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହେବାର ଆଶଙ୍କା ରହିଛି। କାରଣ...

ଜାମିନ ପାଇଁ ନିଆରା ସର୍ତ୍ତ: ଦାନ ଦିଅ, ଗଛ ଲଗାଅ

ଭୋପାଳ, ୩୧।୮: ଅପରାଧିଙ୍କୁ ଜାମିନ ଦେବା ପାଇଁ ମଧ୍ୟପ୍ରଦେଶ ହାଇକୋର୍ଟର ଗ୍ବାଲିୟର ଖଣ୍ଡପୀଠର ୨ ଜଣ ବିଚାରପତି ଶୀଲ ନାଗୁ ଏବଂ ଆନନ୍ଦ ପାଠକ ଗତ...

ଗ୍ରେଟର ନଏଡ଼ାରେ ଖୋଲିଲା ପ୍ରଥମ ଇଲେକ୍ଟ୍ରିକ୍‌ କାର୍‌ ଚାର୍ଜିଂ ଷ୍ଟେଶନ

ଗ୍ରେଟର ନଏଡ଼ା,୨୯।୮: ପରିବେଶ ପ୍ରଦୂଷଣକୁ ରୋକିବାକୁ ବହୁ ଦିନରୁ ଚାଲିଥିବା ପ୍ରୟାସ ଶେଷରେ ଫଳବତି ହୋଇଛି। ପେଟ୍ରୋଲ, ଡିଜେଲ ବାହନ ବ୍ୟତୀତ ଇଲେକ୍ଟ୍ରୋନିକ୍‌ ବାହନ ବ୍ୟବହାର...

୪୦% ବିଦେଶ ଫେରନ୍ତା ଦେଇଛନ୍ତି ଭୁଲ ଠିକଣା

ଭୁବନେଶ୍ୱର,୬।୧୨(ବ୍ୟୁରୋ): ଓମିକ୍ରନକୁ ନେଇ ସମଗ୍ର ଦେଶକୁ ଚିନ୍ତା ଘାରିଛି । ବିଭିନ୍ନ ରାଜ୍ୟରୁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଓଡ଼ିଶାରେ ଏ ଯାଏ କେହି...

ଆଉ ୫ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୨୭ା୯(ବ୍ୟୁରୋ): ଆଜି ରାଜ୍ୟରୁ ଆଉ ୫ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...

Advertisement
Archives

Model This Week