ମସ୍ତିଷ୍କକୁ ସକ୍ରିୟ ରଖେ ସ୍ବପ୍ନ

ସ୍ବପ୍ନ କିଏ ବା ନ ଦେଖେ? କିନ୍ତୁ ଏହା କେତେ ବାସ୍ତବତାର ରୂପ ନିଏ ତାହା ଭିନ୍ନ କଥା, ହେଲେ କେତେକ ଏହି ସ୍ବପ୍ନକୁ ନେଇ ଭାବନା ରାଇଜରେ ବୁଡ଼ି ଯାଇଥାନ୍ତି। ନିକଟରେ ‘ସ୍ବପ୍ନର ମସ୍ତିଷ୍କ ଉପରେ ପ୍ରଭାବ’ ବିଷୟକୁ ନେଇ ଜର୍ମାନୀର ମନୋବିଜ୍ଞାନୀମାନେ ଏକ ଗବେଷଣା କରିଥିଲେ। ଦୀର୍ଘ ୧୦ ବର୍ଷ ଧରି ଚାଲିଥିବା ଉକ୍ତ ଗବେଷଣାରୁ ଶେଷରେ ଏକ କୌତୁହଳପୂର୍ଣ୍ଣ ତଥ୍ୟ ଜଣାପଡ଼ିଥିଲା। ବିଶେଷଜ୍ଞମାନେ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ, ସ୍ବପ୍ନ ଦେଖିବା ଦ୍ୱାରା ମସ୍ତିଷ୍କ ଅଧିକ ସକ୍ରିୟ ରହିଥାଏ। କେବଳ ସେତିକି ନୁହେଁ, ଏହାଦ୍ୱାରା ନକାରାମତ୍କ ଚିନ୍ତାଧାରା ମଧ୍ୟ ମନରୁ ଦୂର ହୋଇଥାଏ। କିନ୍ତୁ ଖରାପ ସ୍ବପ୍ନକୁ ନେଇ ଅଧିକ ତର୍ଜମା କଲେ ତାହାର କୁପ୍ରଭାବ ମସ୍ତିଷ୍କ ଉପରେ ପଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି ବୋଲି ସେମାନେ ସତର୍କ କରାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁସ୍ଥ ହୃତ୍‌ପିଣ୍ଡ ପାଇଁ…

ଆଜିର ସମୟରେ ଚିନ୍ତାଜନକ ହେଉଛି ହୃଦ୍‌ରୋଗ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ ପ୍ରତି ବର୍ଷ ପାଖାପାଖି ୧କୋଟି ୭୦ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କର ଅସ୍ବାଭାବିକ ହୃଦ୍‌ରୋଗରେ...

କିପରି ପାଳିବେ ସୁରକ୍ଷିତ ଦୀପାବଳି

ଦୀପାବଳିକୁ ଧୁମ୍‌ଧାମ୍‌ରେ ପାଳିବାକୁ ସମସ୍ତଙ୍କର  ଇଚ୍ଛା । ହେଲେ ବାଣ ଫୁଟାଇବାବେଳେ ସାମାନ୍ୟ ସତର୍କତାର ଅବହେଳା ବିପଦକୁ ଡାକିଆଣେ। ତେବେ ଜାଣନ୍ତୁ ସେ ନେଇ କିଛି...

ଭାଗ୍ୟ ବଦଳାଇବ ପୁରୁଣା ପର୍ସ,ନ ଫୋପାଡ଼ି…

ଏମିତି କେତେଜଣ ଅଛନ୍ତି; ଯେଉଁମାନେ ତାଙ୍କ ପର୍ସକୁ ଖୁବ୍‌ ଭଲ ପାଆନ୍ତି। ତାକୁ ଲକି ଚାର୍ମ ବୋଲି ଭାବନ୍ତି। ପର୍ସଟି ପୁରୁଣା ହୋଇ ଫାଟି ଯାଇଥିଲେ...

ଅକାଳ ବାର୍ଦ୍ଧକ୍ୟଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ପିଅନ୍ତୁ ଏହି ରସ…

ସପୁରୀ କେବଳ ସୁସ୍ବାଦୁ ନୁହେଁ ଏହା ଔଷଧୀୟ ଗୁଣରେ ମଧ୍ୟ ଭରପୁର। ସପୁରୀରେ ଭିଟାମିନ ବି-୧, ବି-୨, ବି-୩, ବି-୫, ଭିଟାମିନ-ସି ପ୍ରଚୁର ପରିମାଣରେ ଅଛି।...

ପୁରୁଣା ଶାଢିରୁ…

ବିତୁଥିବା ଦିନ ସହିତ ନୂଆ ନୂଆ ଶାଢୀ କିଣିବା ଭିତରେ ଅନେକ ଶାଢୀ ପୁରୁଣା ହୋଇ ଅଦରକାରୀ ହୋଇଯାଏ। ହେଲେ ଫିଙ୍ଗିବା ଅପେକ୍ଷା ବିଭିନ୍ନ ଉପାୟରେ...

ଘର ନଷ୍ଟ କରିଦିଏ ମହିଳାଙ୍କ ଏହି ୫ ଅଭ୍ୟାସ, ଜାଣନ୍ତୁ ଏପରି କାହିଁକି କହିଛନ୍ତି ଚାଣକ୍ୟ…

ଚାଣକ୍ୟଙ୍କୁ ଶ୍ରେଷ୍ଠ ବିଦ୍ୱାନ ଭାବେ ଗଣାଯାଏ। ସେ ବିପରିତ ପରିସ୍ଥିତିରେ ମଧ୍ୟ ନିଜର ଲକ୍ଷ୍ୟକୁ ହାସଲ କରିଥିଲେ। ରାଜନୀତିଠାରୁ ଆରମ୍ଭ କରି କୁଟନୀତି ପର୍ଯ୍ୟନ୍ତ ସବୁଥିରେ...

କୋଭିଡ୍‌ ଜ୍ୱାଳାକୁ କମାଇପାରିବ ପ୍ରୋଟିନ୍‌

ଟରଣ୍ଟୋ,୬ା୭(ପି.ଟି.): ବୈଜ୍ଞାନିକମାନେ ଏକ ପ୍ରକାର ପ୍ରୋଟିନ୍‌ ଆବିଷ୍କାର କରିଛନ୍ତି ଯାହା କୋଭିଡ୍‌-୧୯ ଜନିତ ପ୍ରଦାହକୁ ହ୍ରାସ କରିପାରିବ ବୋଲି ସେମାନେ ଦାବି କରିଛନ୍ତି। ଏହି ନୂଆ...

ଖରାଦିନେ ଫୁଡ୍‌ ପଏଜନିଂ ଆଶଙ୍କା ଅଧିକ: ଜାଣନ୍ତୁ କିଭଳି ପାଇବେ ମୁକ୍ତି

ଖରାଦିନେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ସେଥିମଧ୍ୟରୁ ଶରୀରରୁ ଜଳୀୟଅଂଶ ପରିମାଣ କମ୍‌ ହେବା, ଭାଇରାଲ ଫିଭର୍‌, ଷ୍ଟ୍ରୋକ, ଫୁଡ ପଏଜନିଂ ଆଦି ଅନ୍ୟତମ।...

Advertisement
Archives

Model This Week