ମଧୁମେହ ସହ ଅନେକ ରୋଗରୁ ମୁକ୍ତିଦିଏ ବ୍ରୋକଲି

ବଜାରରେ ଅନ୍ୟ ଏକ କୋବି ମିଳିଥାଏ। ଯାହା ଫୁଲକୋବି ପରି ଦେଖାଯାଏ। ଏହା ସବୁଜ ରଙ୍ଗର ହୋଇଥାଏ। ଏହାକୁ ବ୍ରୋକୋଲି କୁହାଯାଏ। ବୈଜ୍ଞାନିକଙ୍କ ଅନୁଯାୟୀ ବ୍ରୋକୋଲି ମଧ୍ୟ କୋବି ପ୍ରଜାତିର ଏକ ପରିବା। କେବଳ ପାର୍ଥକ୍ୟ ହେଉଛି ବ୍ରୋକୋଲିରେ କୋବି ଅପେକ୍ଷା ଅଧିକ ଫାଇବର ଏବଂ ଭିଟାମିନ ଥାଏ। ଏହା ଅନ୍ୟ କୋବି ତୁଳନାରେ ରୂପରେ ଭିନ୍ନ, ଏଥିରେ ଅନେକ ଉପକାରୀ ଗୁଣ ଭରି ରହିଛି। ତେବେ ଜାଣନ୍ତୁ ସେ ସମ୍ପର୍କରେ….

ବ୍ରୋକୋଲିରେ ଆଇରନ, କ୍ୟାଲସିୟମ, ପ୍ରୋଟିନ, କାର୍ବୋହାଇଡ୍ରେଟ, ଭିଟାମିନ ଏ, ଭିଟାମିନ ସି, ଭିଟାମିନ ବି, ପୋଟାସିୟମ, ମ୍ୟାଗ୍ନେସିୟମ, ଜିଙ୍କ, ଫୋସ୍ଫୋରସ ଭଳି ଅନେକ ପୋଷକ ତତ୍ତ୍ୱ ଥାଏ । ଏହାର ବ୍ୟବହାର ଇମ୍ୟୁନ ସିଷ୍ଟମକୁ ମଜବୁତ କରେ।

ଏଥିରେ ମ୍ୟାଗ୍ନେସିୟମ ଏବଂ ଭିଟାମିନ ସି ଭରପୂର ଥାଏ। ବ୍ରୋକୋଲି ଖାଇବା ଦ୍ୱାରା ମଧୁମେହ ରୋଗୀଙ୍କ ଇନ୍‌ସୁଲିନ ସ୍ତର କମିଯାଏଥ।

ଏଥିରୁ ଅଧିକ ପରିମାଣର କ୍ୟାଲୋରୀ ମିଳିଥାଏ। ଯାହା ଶରୀରର ଓଜନ ହ୍ରାସ କରିବାରେ ସାହାର୍ଯ୍ୟ କରେ।

କର୍କଟ ଭଳି ଭୟଙ୍କର ରୋଗରୁ ମୁକ୍ତି ପାଇଁ ବ୍ରୋକୋଲି ଲାଭଦାୟକ ହୋଇଥାଏ। ବ୍ରୋକୋଲିରେ ବିଟା କାରୋଟିନ ଏବଂ ଆଇସୋଥାଇଓସିଆନେଟ ନାମକ ଉପାଦାନ ରହିଥାଏ, ଯାହା କର୍କଟ ରୋଗର ପ୍ରତିରୋଧରେ ସହାୟକ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆମ ‘ଏକ୍ସପାଏରି ଡେଟ୍‌’

ପ୍ରତ୍ୟେକ ଔଷଧ ଖୋଳ ବା ପ୍ୟାକେଟ୍‌ ହୋଇ ବିକ୍ରି ହେଉଥିବା ଖାଦ୍ୟସାମଗ୍ରୀ ଉପରେ ତାହା କେଉଁ ତାରିଖରୁ ବ୍ୟବହାର ଉପଯୋଗିତା ହରାଇବ ତାହାର ସୂଚନା ଦିଆଯାଇଥାଏ।...

ଗର୍ଭରେ ଶିଶୁ ମୃତ୍ୟୁ

ଗର୍ଭଧାରଣର ୨୮ ସପ୍ତାହ ପରେ (ଶିଶୁର ଓଜନ ଏକ କେ.ଜି. ରୁ ଊର୍ଦ୍ଧ୍ୱ ହୋଇଥିଲେ) ଏବଂ ପ୍ରସବ ପୂର୍ବରୁ ଯଦି ଶିଶୁର ଗର୍ଭରେ ମୃତ୍ୟୁ ଘଟେ...

ଜାଣନ୍ତୁ କେମିତି କିଣିବେ ଛତା

ବର୍ଷାରୁ ରକ୍ଷା ପାଇବା ଲାଗି ଛତା ସଭିଙ୍କୁ ଲୋଡ଼ା। ତେବେ ଅନେକେ ଛତା କିଣିବା ବେଳେ ଏହାର କଲର ଏବଂ ଆକର୍ଷଣୀୟ ଡିଜାଇନ୍‌କୁ ଅଧିକ ଗୁରୁତ୍ୱ...

ମ୍ୟାଲେରିଆ : ଲକ୍ଷଣ, ଉପଚାର

ବର୍ଷାଋତୁର ଆଗମନରେ ଧରଣୀ ଶସ୍ୟଶ୍ୟାମଳା ହୋଇ ଉଠୁଥିବା ବେଳେ ବିଭିନ୍ନ ପ୍ରକାର ରୋଗ ମଧ୍ୟ ପ୍ରସାର ଘଟିଥାଏ। ସେଥିପାଇଁ ସାଧାରଣ ଲୋକ ଏହାକୁ ବର୍ଷାଦିନିଆ ଜ୍ୱର/ରୋଗ...

ଖରାଦିନ ପାଇଁ ଉପକାରୀ ‘ପୁଦିନା’

ନିୟମିତ ରୂପେ ଆମେ ଖାଦ୍ୟରେ ପୁଦିନାର ବ୍ୟବହାର କରିଥାଉ। ଏହା ଖାଦ୍ୟର ସ୍ବାଦକୁ ଆହୁରି ବଢ଼ାଇ ଦେଇଥାଏ। ପୁଦିନାର ବହୁତ ଉପକାରୀ ଗୁଣ ବିଷୟରେ ସମେସ୍ତ...

ଭେଜିଟେବଲ ଆଇସ୍‌ କ୍ୟୁବ୍‌

ଥଣ୍ଡା ଥଣ୍ଡା ଆଇସ୍‌ କ୍ୟୁବ୍‌କୁ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବି ବ୍ୟବହାର କରିପାରିବେ। ଏହା ବିଭିନ୍ନ ପନିପରିବା ରସରେ ତିଆରି ହୋଇଥିବାରୁ ତ୍ୱଚା ପାଇଁ ବରଦାନ...

ଶାଢ଼ି ଫ୍ୟାଶନ୍‌

ଶାଢ଼ି ଗେଟ୍‌ଅପ୍‌ ପ୍ରତିଟି ଅକେଜନ ପାଇଁ ପରଫେକ୍ଟ ଲାଗିବା ସହ ପର୍ସନାଲିଟିକୁ ଦ୍ୱିଗୁଣିତ କରିଥାଏ। ତେବେ ଯୁଗ ବଦଳିବା ସହ ଏବେ ଶାଢି ନୂଆ ରୂପରେ...

ବର୍ଷାଦିନିଆ ଯତ୍ନ

ବର୍ଷାଦିନେ ଫ୍ଲୁ ଏବଂ ବ୍ୟାକ୍ଟେରିଆର ସଂକ୍ରମଣ ବହୁତ ବଢ଼ି ଯାଇଥାଏ। ତେଣୁ ଏହି ଋତୁରେ ଖାଦ୍ୟପେୟର ଭଲଭାବେ ଯତ୍ନ ନେବା ଜରୁରୀ। ସଂକ୍ରମଣରୁ ରକ୍ଷା ପାଇବା...

Advertisement
Archives

Model This Week