ମଦ ଦୋକାନରେ ପଶି ୩୦ ଲିଟର ମଦ ପିଇଗଲେ ହାତୀ

ୟୁନାନ,୨୧।୩: ଜନସଂଖ୍ୟା ବଢ଼ିବା ଯୋଗୁ ଜଙ୍ଗଲର ପରିସୀମା କମିବାରେ ଲାଗିଛି। ଫଳରେ ଜଙ୍ଗଲର ରାଜା ହାତୀ ପାଇଁ ସ୍ଥାନ ନିଅଣ୍ଟ ପଡୁଛି। ତେଣୁ ବହୁ ସମୟରେ ହାତୀପଲ ଖାଦ୍ୟ ଅନ୍ବେଷଣରେ ଜନବସତିକୁ ପଶି ଆସୁଛନ୍ତି। ଦକ୍ଷିଣ-ପଶ୍ଚିମ ଚାଇନାର ୟୁନାନ ପ୍ରଦେଶରେ ଏଭଳି ଏକ ଘଟଣା ଘଟିଛି। ସ୍ଥାନୀୟ ସ୍ନିହୁଆଗବନା ଅଞ୍ଚଳର ମେଘଂଇ ଗାଁରେ ଏକ ମଦ ଦୋକାନର ୧୪ ଜଣିଆ ହାତୀ ପଲ ପଶିଥିଲେ। ହାତୀପଲ ମନଇଛା ମକା ଖାଇବା ପରେ ୨ଟି ହାତୀ ସେଠାରେ ଥିବା ୩୦ ଲିଟର ମଦ ପିଇ ଦେଇଥିଲେ। ପରେ ମଦ ନିଶାରେ ଟଳି ଟଳି ହାତୀ ୨ଟି ନିକଟରେ ଥିବା ଚା ବଗିଚାରେ ଶୋଇପଡ଼ିଥିଲେ। ହାତୀପଲର ଏଭଳି କାର୍ଯ୍ୟ ଗାଁର ସିସିଟିଭି କ୍ୟାମେରାରେ ରେକର୍ଡିଂ ହୋଇଛି। ଏହାର ଫଟୋକୁ ଜୁଜୋଓ ବିଗବଙ୍ଗ୍‌ ନାମକ ଜଣେ ବ୍ୟକ୍ତି ଟୁଇଟରରେ ଶେୟାର କରିଛନ୍ତି। ଏହା ଏବେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମରକ୍ଷା ସହିତ ପାଲଟା ଆକ୍ରମଣ କରିବୁ: ଚାଇନାକୁ ତାଇଓ୍ବାନର ଚେତାବନୀ…

ତାଇପେ,୬।୩ : ଲଗାତର ଚାଇନା ତାଇଓ୍ବାନର ଆକାଶ ମାର୍ଗ ସୀମା ଉଲ୍ଲଂଘନ କରିବାରେ ଲାଗିଛି। ଏନେଇ ଏବେ ତାଇଓ୍ବାନ ଚାଇନାକୁ ଚେତାବନୀ ଦେଇଛି। ତାଇଓ୍ବାନ କହିଛି...

ସୁଟ୍‌ବୁଟ୍‌ରେ ପର୍ବତାରୋହଣ

ଟୋକିଓ: ଏକ ଲୋକକଥା ଅଛି, ଯେପରି ଦେଶ ସେପରି ବେଶ ା ଲୋକ ଯେଉଁଠାର ହୋଇଥିବ ସେ ସେହିପରି ବେଶପୋଷାକ ପରିଧାନ କରୁଥିବ। ତେବେ ଅଫିସରେ...

ହାତୀ ଶୁଣ୍ଢରେ ବସି ଦେଉଥିଲେ ଫଟୋ ପୋଜ୍‌, ତା’ପରେ ଘଟିଲା ଏମିତି

ଯେବେଠୁ ସେଲ୍‌ଫି ଯୁଗ ଆସିଲାଣି ସେବେଠୁ କିଛିନା କିଛି ଅଘଟଣା ଦେଖିବାକୁ ମିଳୁଛି। ସେଲ୍‌ଫି ନେଇ ଜୀବନ ଯାଉଥିବା ଘଟଣା ମଧ୍ୟ ଏବେ ପୁରୁଣା ଲାଗୁଛି।...

୨୦୨୪ ପର୍ଯ୍ୟନ୍ତ ରହିବ କରୋନା ଆତଙ୍କ,ବିଶେଷଜ୍ଞଙ୍କ ଅନୁମାନ…

ଓ୍ବାଶିଂଟନ/ନୂଆଦିଲ୍ଲୀ, ୧୮।୧୨:  ପୃଥିବୀରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ନୂଆ ନୂଆ ଭାରିଆଣ୍ଟ୍‌ ଆସିବା ଯୋଗୁ ସଙ୍କଟ ବଢ଼ିଚାଲିଛି। ଏପରିସ୍ଥଳେ ବିଶେଷଜ୍ଞମାନେ କହିଛନ୍ତି...

୩ ଲକ୍ଷ ଡଲାରରେ ଏଲ୍‌ଭିସ୍‌ଙ୍କ ଜେଟ୍‌ ନିଲାମ

ଓ୍ବାଶିଂଟନ୍‌, ୧୬।୨: ହଲିଉଡ୍‌ର ପ୍ରଖ୍ୟାତ ଅଭିନେତା ତଥା ଗୀତିକାର ଏଲଭିସ୍‌ ପ୍ରେସଲିଙ୍କ ପ୍ରାଇଭେଟ୍‌ ଜେଟ୍‌ ହୋଇଛି। ନ୍ୟୁମେକ୍ସିକୋର ରୋଜ୍‌ଓ୍ବେଲ୍‌ ଇଣ୍ଟରନ୍ୟାଶନାଲ ଏୟାର ସେଣ୍ଟରରେ ଏଲଭିସ୍‌ଙ୍କ ଜେଟ୍‌...

ଏଫ୍‌-୧୬ ଫାଇଟର ବିମାନ ପାଇଁ ପାକିସ୍ତାନକୁ ୪୫୦ ନିୟୁତ ଡଲାର ପ୍ୟାକେଜ ଘୋଷଣା କଲା ଆମେରିକା, ଭାରତର କଡ଼ା ବିରୋଧ…

ଓ୍ବାଶିଂଟନ, ୧୧।୯ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଯାହା କରି ନଥିଲେ ଏବେ ତାହା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ କଣ...

ପାକିସ୍ତାନରେ ୩ ତାଲିବାନ ଆତଙ୍କବାଦୀ ଗିରଫ

ଲାହୋର,୧୪।୧୨: ରାଓ୍ବଲପିଣ୍ଡି ବିସ୍ଫୋରଣ ଘଟଣାରେ ଜଡ଼ିତ ଥିବା ୩ ତାଲିବାନ ଆତଙ୍କବାଦୀଙ୍କୁ ଗିରଫ କରିଛି ପାକିସ୍ତାନର ସୁରକ୍ଷା ସଂସ୍ଥା। ରାଓ୍ବଲପିଣ୍ଡର ଗ୍ୟାରିସନ୍‌ ସହରର ଗଞ୍ଜ ମଣ୍ଡି...

ପାକିସ୍ତାନର ଡିଜିଟାଲ ସେନସରଶିପ୍‌କୁ ବିରୋଧ: ଫେସବୁକ୍‌-ଗୁଗଲ-ଟୁଇଟର ଦେଶ ଛାଡ଼ିବାକୁ ଦେଲେ ଧମକ

ଇସଲାମାବାଦ୍‌,୨୯।୨: ପାକିସ୍ତାନର ଡିଜିଟାଲ ସେନସରଶିପ୍‌ ଆଇନକୁ ବିରୋଧ କରି ଫେସବୁକ୍‌, ଗୁଗଲ,ଟୁଇଟର ଆଦି ସୋସିଆଲ ମିଡ଼ିଆ ଦେଶ ଛାଡ଼ିବାକୁ ଦେଲେ ଧମକ ଦେଇଛନ୍ତି। ଏନେଇ ସୋସିଆଲ୍‌...

Advertisement
Archives

Model This Week