Posted inଜାତୀୟ

ଭାରତ-ପାକିସ୍ତାନ ସୀମା ମଧ୍ୟରେ ରହିଛି ବାବା ଦିଲ୍ଲୀପ୍‌ ସିଂଙ୍କ ଦରଘା: ଆସନ୍ତି ଦୁଇଦେଶର ଶ୍ରଦ୍ଧାଳୁ

ଜମ୍ମୁ,୨୦।୬: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ତେବେ ଜମ୍ମୁରେ ଥିବା ବାବା ଦିଲ୍ଲୀପ ସିଂଙ୍କ ଦରଘାକୁ ଉଭୟ ଦେଶର ଶ୍ରଦ୍ଧାଳୁ ଆସିଥାନ୍ତି। ପ୍ରତିବର୍ଷ ଜୁନ୍‌ ମାସରେ ଏଠାରେ ମେଳା ବସିଥାଏ। ଚଳିତ ବର୍ଷ ଜୁନ୍‌ ୨୭ରେ ଏଠାରେ ମେଳା ହେବ। ଏଠାକାର ମାଟିକୁ ଲୋକେ ଶ୍ରଦ୍ଧାରେ ଶକର୍‌ କହୁଥିବାବେଳେ କୂଅ ପାଣିକୁ ସରବତ୍‌ କହିଥାନ୍ତି। ବାବାଙ୍କ ଦରଘାର ଗୋଟିଏ ଅଂଶ ପାକିସ୍ତାନର ସୈଦାବାଲି ଗାଁରେ ଥିବାବେଳେ ଅନ୍ୟ ଅଂଶ ଭାରତର ଛନ୍ନି ଫତବାଲରେ ରହିଛି। ଏଠାକାର କୂଅ ପାଣିରେ ମାଟି ମିଶାଇ ଦେହରେ ବୋଳି ହେଲେ ଚର୍ମରୋଗ ଦୂର ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିିଛ।


Enter your email to get our daily news in your inbox.

All Right Reserved By Dharitri.Com

ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣ, ଜଣେ ଯବାନ ଶହୀଦ୍‌…

ଶ୍ରୀନଗର, ୨୯।୧ : ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣରେ ଜଣେ ଯବାନ ଶହୀଦ୍‌ ହୋଇଛନ୍ତି। ସ୍ଥାନୀୟ ହାସନପୋରା ବିଜ୍‌ବେହାରା ଅଞ୍ଚଳରେ ହୋଇଥିବା ଏହି ଆକ୍ରମଣରେ ପୋଲିସ...

ଭିଡ଼କୁ ଭୟ…

ନୂଆଦିଲ୍ଲୀ, ୧।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

ଆନ୍ଦୋଳନକାରୀଙ୍କ ଲାଇସେନ୍ସ ବାତିଲ କର

ନୂଆଦିଲ୍ଲୀ, ୨୯ା୧୧: ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲାରେ କୋର୍ଟ କାର୍ଯ୍ୟ ବନ୍ଦ କରି ଆନ୍ଦୋଳନ ଚଳାଇଥିବା ଓକିଲମାନଙ୍କୁ ଝଟକା...

ରାଜଧାନୀରେ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ !

ନୂଆଦିଲ୍ଲୀ, ୨୯।୧୦: ପାର୍ବଣରେ ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀ ସଂକ୍ରମଣ ବଢ଼ିବା ଆରମ୍ଭ କରିଛି। ଏଠାରେ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଥିବାର ଅନୁମାନ...

ମିଶନ କର୍ମଯୋଗୀ, ପ୍ରଶାସନିକ ସେବାକୁ କରିଛି ସୁଦୃଢ଼: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୫।୮: ପ୍ରଶାସନିକ ସେବାକୁ ସୁଦୃଢ଼ କରିବା ଲାଗି ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ମିଶନ କର୍ମଯୋଗୀ ଯୋଗୁ ସୁଫଳ ମିଳିପାରିଛି। ଏହି ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ଦ୍ୱାରା...

ମୋଦିଙ୍କୁ ବିରୋଧ ପଡ଼ିଲା ମହଙ୍ଗା, ସତ୍ୟପାଲଙ୍କ ବଦଳରେ ବି.ଡ଼ି. ମିଶ୍ରା ମେଘାଳୟର ନୂଆ ରାଜ୍ୟପାଳ…

ନୂଆଦିଲ୍ଲୀ/ଶିଲଂ,୪।୧୦ : ମେଘାଳୟର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିରୋଧ କରିବା ମହଙ୍ଗା ପଡ଼ିଛି। ଅକ୍ଟୋବର ୩ରେ ସତ୍ୟପାଲଙ୍କ କାର୍ଯ୍ୟକାଳ ଶେଷ...

ଜମ୍ମୁ-କଶ୍ମୀରରେ ଭୂକମ୍ପ ଝଟକା

ଶ୍ରୀନଗର,୧୨।୪: ଜମ୍ମୁ-କଶ୍ମୀରରେ ଭୂକମ୍ପ ଝଟକା। ବୁଧବାର ପୂର୍ବାହ୍ନ ୧୦ଟା୧୦ ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ନେଇ ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା...

‘ସ୍ବର୍ଣ୍ଣ ମନ୍ଦିରରେ କିଏ ରାହୁଲଙ୍କ ପକେଟ୍‌ ମାରିଛି’

ଚଣ୍ଡିଗଡ଼,୩୦।୧: ‘ଶ୍ରୀ ହରମନ୍ଦିର ସାହିବରେ କିଏ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପକେଟ ମାର କରିଛି’। ଏଭଳି ପ୍ରଶ୍ନ କରିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ...

Advertisement
Archives

Model This Week