ଭାଜପା ଛାଡ଼ିଲେ ଜଗନ୍ନାଥ ପ୍ରଧାନ

ଭୁବାନେଶ୍ୱର,୨।୬(ବ୍ୟୁରୋ): ଭାରତୀୟ ଜନତା ପାର୍ଟୀ(ଭାଜପା)ରୁ ଇସ୍ତଫା ଦେଇଛନ୍ତି ଜଗନ୍ନାଥ ପ୍ରଧାନ। ଭୁବନେଶ୍ୱର ସଭାପତି ଚୟନରେ ଅସନ୍ତୁଷ୍ଟ ହୋଇ ସେ ମଙ୍ଗଳବାର ଇସ୍ତଫା ଦେଇଥିବା ସୂଚନା ମିଳିଛି। ତେବେ ସେ ସଭାପତି ଚୟନ ନେଇ ମତାମତ ନିଆଯାଇ ନ ଥିବା କହିଛନ୍ତି। ସେ ନିଜର ଇସ୍ତଫା ପତ୍ର ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଛନ୍ତି। ସ୍ବାଭିମାନକୁ ଜଳାଞ୍ଜଳି ଦେଇ ରାଜନୀତି କରିହେବ ନାହିଁ ବୋଲି ସେ କହିଛନ୍ତି। ତେବେ ଗତ ନିର୍ବାଚନରେ ଭୁବନେଶ୍ୱର ମଧ୍ୟରୁ ଜଗନ୍ନାଥ ପ୍ରାର୍ଥୀ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ହେବ ଆଉ ୬ ନୂଆ ଥାନା

ଭୁବନେଶ୍ୱର,୭।୮(ବ୍ୟୁରୋ): ରାଜ୍ୟରେ ଆଉ ୬ଟି ନୂଆ ଥାନା ଏବଂ ୯୦୫ ପଦବୀ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଅନୁମତି ପ୍ରଦାନ କରିଛନ୍ତି। ବର୍ତ୍ତମାନ ଥିବା...

ମହିଳା ସଶକ୍ତୀକରଣ ନାଁରେ ଶୋଷଣ ନୀତି: ଭାଜପା

ଭୁବନେଶ୍ୱର,୭ା୬(ବ୍ୟୁରୋ):ଦୀର୍ଘ ୨୩ ବର୍ଷ ଧରି ନିରଙ୍କୁଶ ଭାବେ ଶାସନ କରି ଆସୁଥିବା ବିଜୁ ଜନତା ଦଳ ମହିଳା ସଶକ୍ତୀକରଣ ନାଁରେ ମହିଳା ଶୋଷଣ ନୀତି ଆପଣାଇଛି।...

ଟିକା ନେଇ ପୁଣି ଉଦାହରଣ ସୃଷ୍ଟିକଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର, ୨ା୩(ବ୍ୟୁରୋ): ସାରା ଭାରତବର୍ଷରେ ବିଶ୍ୱର ସର୍ବବୃହତ୍‌ ଟିକାକରଣ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକା ନେଇ ପୁଣିଥରେ ଉଦାହରଣ ସୃଷ୍ଟିି କରିଥିବା...

ରାଜ୍ୟରେ ସୁସ୍ଥ ହେଲେ ୧୫୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୬।୩(ବ୍ୟୁରୋ): ରାଜ୍ୟରେ ଗୋଟିଏ ପଟେ ଦୈନିକ କୋଭିଡ ସଂକ୍ରମଣ ଖସୁଥିବା ବେଳେ ସୁସ୍ଥ ହାର ବୃଦ୍ଧି ପାଉଛି। ରାଜ୍ୟରେ ୧୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ...

ସରିଥିଲା ୫୦ % ମତଦାନ: ବୁଥ୍‌ ଭିତରେ ପଶି ବାଲାଟ୍‌ ବକ୍ସ ଟେକି ନେଲେ ଦୁର୍ବୃତ୍ତ

ବ୍ରହ୍ମଗିରି,୧୬।୨( ଡି.ଏନ.ଏ): ପୁରୀ ଜିଲା ବ୍ରହ୍ମଗିରି ବ୍ଲକରେ ପୁଣି ଆଉ ଏକ ନିର୍ବାଚନୀ ହିଂସା ଦେଖାଦେଇଛି । ଭୋଟ ବେଳେ ଦୁର୍ବୃତ୍ତ ବାଲାଟ୍‌ ବକ୍ସ ଟେକି...

ନଦୀ ପାଇଁ ଚିନ୍ତା ନାହିଁ

ଭୁବନେଶ୍ବର, ୨ା୮(ବ୍ୟୁରୋ): ନଦୀଗୁଡ଼ିକ ଉପରେ ମାନବ ସଭ୍ୟତା ସର୍ବଦା ନିର୍ଭରଶୀଳ। ଓଡ଼ିଶାର ପ୍ରାୟ ସାଢ଼େ ୪ କୋଟି ଲୋକ ତାଙ୍କ ଦୈନନ୍ଦିନ ଜୀବନରେ ନଦୀ ଉପରେ...

୨୪ ଘଣ୍ଟାରେ ସ୍ବାଭାବିକଠାରୁ ୨ ରୁ ୩ ଅଧିକ ତାପମାତ୍ରା ରେକର୍ଡ

ଭୁବନେଶ୍ୱର,୨୯।୭(ବ୍ୟୁରୋ): ଦୁର୍ବଳ ମୌସୁମୀ ପ୍ରଭାବରେ ରାଜ୍ୟରେ ଦିନ ତାପମାତ୍ରା ବଢୁଛି । ଗତ ୨୪ ଘଣ୍ଟାରେ ଅଧିକାଂଶ ସ୍ଥାନରେ ସ୍ବାଭାବିକଠାରୁ ୨ ରୁ ୩ ଡ଼ିଗ୍ରୀ...

କଣିହାଁରେ ଅମାନବୀୟ ଦୃଶ୍ୟ: ବସ୍ତା ପରି ବାଇକ୍‌ରେ ଜ୍ୱାଇଁଙ୍କୁ ବାନ୍ଧିନେଲେ

କଣିହାଁ, ୨୫ା୪(ଡି.ଏନ.ଏ.)- ଅନୁଗୋଳ ଜିଲା କଣିହାଁ ବ୍ଲକରେ ଏକ ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଛି। ପାରିବାରିକ ଗଣ୍ଡଗୋଳକୁ କେନ୍ଦ୍ର କରି ଜ୍ୱାଇଁଙ୍କୁ ଶ୍ୱଶୁର ଘର ଲୋକେ...

Advertisement
Archives

Model This Week