ଭାଙ୍ଗିଲା ଆସ୍‌ ଡ୍ୟାମ୍‌: ୨ ମୃତ; ୪ ନିଖୋଜ

ଭୋପାଳ,୧୧।୪: ଦେଶରେ କରୋନା ବିରୋଧରେ ଲଢ଼େଇ ଜାରି ରହିଥିବାବେଳେ ମଧ୍ୟପ୍ରଦେଶରେ ରିଲାଏନ୍ସ୍‌ର ଆସ୍‌ ଡ୍ୟାମ ଭାଙ୍ଗିବା ଯୋଗୁ ୨ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ସିଙ୍ଗାଉଲିଠାରେ ଘଟିଥିବା ଏହି ଦୁର୍ଘଟଣାରେ ୪ ଲୋକ ନିଖୋଜ ରହିଛନ୍ତି। ସେମାନଙ୍କ ଖୋଜ ଖବର ପାଇଁ ତନାଘନା ଜାରି ରହିଛି। ଆସ୍‌ ଡ୍ୟାମ୍‌ର ପାଣି ବହୁ ଚାଷ ଜମିରେ ମାଡ଼ି ଯାଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ପାଉଁଶ ପାଣି ଘେରରେ ବନ୍ଦୀ ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇଛି। ଖବର ପାଇ ଦୁର୍ଘଟଣାସ୍ଥଳରେ ପୋଲିସ ସମେତ ସରକାରୀ ଅଧିକାରୀମାନେ ପହଞ୍ଚିଛନ୍ତି। ରିଲାଏନ୍ସ୍‌ କମ୍ପାନୀର ଉଚ୍ଚ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଲକାତାରେ ମିଳୁଛି ବିଶ୍ୱର ସବୁଠୁ ଦାମୀ ଚା’ : ମୂଲ୍ୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବିଭିନ୍ନ କାରଣକୁ ନେଇ କୋଲକତା ଏବେ ଚର୍ଚ୍ଚାରେ ରହିଛି। ରାଜନୈତିକ ଉତ୍‌ଥାନପତନ ମଧ୍ୟରେ ଅନ୍ୟ ଏକ କାରଣ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଛି ଏହି ସହର।...

ତେଲଙ୍ଗାନା ଆଫଗାନିସ୍ତାନ୍‌, କେସିଆର୍‌ ତାଲିବାନ୍‌

ମହବୁବାବାଦ୍‌,୨୦ା୨: ତେଲଙ୍ଗାନାକୁ ଆଫଗାନିସ୍ତାନ ଓ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌)ଙ୍କୁ ତାଲିବାନ ସହ ତୁଳନା କରି ବିବାଦୀୟ ହୋଇଛନ୍ତି ଯୁବଜନ ଶ୍ରମିକ ରାଇଥୁ ତେଲଙ୍ଗାନା...

ବ୍ରିଟିଶ ମ୍ୟୁଜିୟମ୍‌ରେ ସଜାଯିବ ‘ଗୋଲାପୀ ଗ୍ୟାଙ୍ଗ’ର ଜିନିଷ

ଲଣ୍ଡନ/ଲକ୍ଷ୍ନୌ,୧୬।୩: ଉତ୍ତରପ୍ରଦେଶ ବୁନ୍ଦେଲଖଣ୍ଡରୁ ଦେଶ ରାଜ୍ୟ ସହ ବିଶ୍ୱରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ‘ଗୋଲାପୀ ଗ୍ୟାଙ୍ଗ’ର ଜିନିଷ ବର୍ତ୍ତମାନ ଲଣ୍ଡନର ବ୍ରିଟିଶ୍‌ ମ୍ୟୁଜିୟମ୍‌ରେ...

ପରାଜୟ ସ୍ବୀକାର କଲେ ଥରୁର

ନୂଆଦିଲ୍ଲୀ,୧୯।୧୦: ୨୪ ବର୍ଷ ପରେ ଦେଶର ସର୍ବପୁରାତନ ଦଳ କଂଗ୍ରେସକୁ ଅଣଗାନ୍ଧୀ ଅଧ୍ୟକ୍ଷ ମିଳିଛି। ଗତ ୧୭ ତାରିଖରେ ହୋଇଥିବା କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ଦଳର...

ଦିଲ୍ଲୀ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ହେଲେ ସୁଭାଷ ଚୋପ୍ରା

ନୂଆଦିଲ୍ଲୀ,୨୩।୧୦: ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ କଂଗ୍ରେସକୁ ନୂଆ ଅଧ୍ୟକ୍ଷ ମିଳିଛି। ବୁଧବାର ସୁଭାଷ ଚୋପ୍ରାଙ୍କୁ ଦିଲ୍ଲୀ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।...

୧୦ ଦିନରେ ୨୦ କେଜି କୋଭିଡ୍‌ ଔଷଧ ସଂଗ୍ରହ କଲେ ଡାକ୍ତର ଦମ୍ପତି

ମୁମ୍ବାଇ,୧୨।୫: ମୁମ୍ବାଇର ଏକ ଡାକ୍ତର ଦମ୍ପତି କୋଭିଡ୍‌-୧୯ରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କଠାରୁ ଔଷଧ ସଂଗ୍ରହ କରି ଗରୀବ କରୋନା ଆକ୍ରାନ୍ତଙ୍କୁ ବାଣ୍ଟୁଛନ୍ତି। ଡ. ମାର୍କସ...

ଜେଲ୍‌ରେ ଅଚେତ୍‌ ହୋଇପଡ଼ିଲେ ଅନୀଲ ଦେଶମୁଖ: ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ,୨୬।୮: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ତଥା ଏନ୍‌ସିପି ନେତା ଅନୀଲ ଦେଶମୁଖ ଶୁକ୍ରବାର ହଠାତ୍‌ ଜେଲ୍‌ରେ ଅଚେତ୍‌ ହୋଇ ପଡ଼ିଥିଲେ। ଏହାପରେ ତାଙ୍କୁ ତୁରନ୍ତ ଜେଜେ...

ପାକିସ୍ତାନ ବିଜୟ ପରେ ଉତ୍ସବ ମନାଇବାରୁ

ନୂଆଦିଲ୍ଲୀ, ୨୮।୧୦ :ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତକୁ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ୧୦ ଉଇକେଟରେ ହରାଇବା ପରେ ଉତ୍ସବ ମନାଇଥିବା କଶ୍ମୀର ୩ ଛାତ୍ରଙ୍କୁ ଉତ୍ତର ପ୍ରଦେଶର...

Advertisement
Archives

Model This Week