ଭାଇରାଲ ହେଉଛି ବଲିଉଡ୍‌ ଅଭିନେତ୍ରୀଙ୍କ ପୁରୁଷ ରୂପ

ବମ୍ବେ: ଭାରତୀୟ କ୍ରିକେଟରଙ୍କ ‘ଫିମେଲ୍‌ ଭର୍ସନ’ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏବେ ବଲିଉଡ୍‌ ଅଭିନେତ୍ରୀଙ୍କ ପୁରୁଷ ରୂପ ଚର୍ଚ୍ଚାରେ। ଦୀପିକା ପାଦ୍ୟୁକୋନ୍‌ଠାରୁ ଆରମ୍ଭ କରି ସୋନମ କପୁର, କଙ୍ଗନା ରାଣାଓ୍ବତଙ୍କ ପୁରୁଷ ରୂପର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଛୋଟ ଚୁଟି ସାଙ୍ଗକୁ ଦାଢ଼ି, ନିଶ ଥାଇ ଅଭିନେତ୍ରୀମାନଙ୍କୁ ଦେଖିବାକୁ ମିଳୁଛି। ଫଟୋଗୁଡ଼ିକୁ ଦେଖି ଲୋକମାନେ ଘଡିଏ ଅଟକି ଯାଉଛନ୍ତି। ଫେସବୁକ୍‌ରେ ଶକ୍ତ ଲୋଣ୍ଡା ନାମରେ ଜଣେ ବ୍ୟବହାରକାରୀ ଫଟୋଗୁଡ଼ିକୁ ପୋଷ୍ଟ କରିଛନ୍ତି। ପୂର୍ବରୁ ଅଭିନେତ୍ରୀମାନଙ୍କ ବୃଦ୍ଧାବସ୍ଥାର ଫଟୋ ଭାଇରାଲ ହୋଇଥିଲା। ସେମାନେ ନିଜେ ଏହାକୁ ନିଜର ସୋସିଆଲ ପୃଷ୍ଠାରେ କରିଥିଲେ ଶେୟାର। ଏବେ ପ୍ରିୟଙ୍କା ଚୋପ୍ରା, ଆଲିଆ ଭଟ୍ଟ, ଶ୍ରଦ୍ଧା କପୁର, ପ୍ରାଚୀ ଦେଶାଇ, ତାପସୀ ପନ୍ନୁ, ୟାମୀ ଗୌତମ, ଅନନ୍ୟା ପାଣ୍ଡେ, ପରିଣିତି ଚୋପ୍ରା, ଭୂମି ପେଡନେକର, ଉର୍ବଶୀ ରୌତେଲା ଆଦି ଅଭିନେତ୍ରୀଙ୍କ ପୁରୁଷ ରୂପ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ କରିବେ କାଜଲ ଅଗ୍ରଓ୍ବାଲ

ଦକ୍ଷିଣ ଭାରତର ପ୍ରସିଦ୍ଧ ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲ ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। କାଜଲଙ୍କ ପ୍ରେମସମ୍ପର୍କକୁ ନେଇ ସର୍ବଦା ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବାବେଳେ ଏହାକୁ ସେ...

ଆମିରଙ୍କ ପ୍ରେମରେ ଆମେରିକା

ମୁମ୍ବାଇ: ଏବେ ସାରା ବିଶ୍ୱରେ କରୋନା ବିରୋଧରେ ଲଢ଼େଇ ଚାଲିଛି। କରୋନା ଯୋଗୁ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଆମେରିକା। ଏଠାରେ ଏଯାବତ୍‌ ୧୧ଲକ୍ଷରୁ ଅଧିକ...

ଭର୍ସାଟାଇଲ୍‌ ଟାହିଆ: ଯାତ୍ରା ଇଣ୍ଡଷ୍ଟ୍ରିରେ ରହିଛି ସ୍ବତନ୍ତ୍ର ପରିଚୟ

ଭଲ କଳାକାର କିଏ? ପ୍ରକୃତ ଅଭିନେତାର ପରିଚୟ କ’ଣ? ଯଦି ଏମିତି ପ୍ରଶ୍ନ କାହା ଭିତରେ ଥାଏ ତା’ହେଲେ ପଢ଼ନ୍ତୁ ଟାହିଆଙ୍କ ଉତ୍ତର। ‘ରାତିସାରା ମଞ୍ଚକୁ...

ସୁଶାନ୍ତ ଆତ୍ମହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ସଂପୃକ୍ତ ମନ୍ତ୍ରଣାଳୟକୁ ଚିଠି ପଠାଇଲେ ଶାହା

ନୂଆଦିଲ୍ଲୀ,୧୫।୭: ବଲିଉଡ୍‌ ଭର୍ସାଟାଇଲ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟାର ଏକ ମାସ ବିତିସାରିଲାଣି। ହେଲେ ତାଙ୍କୁ ହରାଇବାର କଷ୍ଟ ଏବେ ବି ପରିବାର ସମ୍ପର୍କୀୟ...

ଫିଲ୍ମ ଲାଗି ସିରିଏଲ ଛାଡ଼ିବିନି

ରାକେଶ ଧଳ। ବହୁ କମ୍‌ ଦିନରେ ଟେଲିଭିଜନ ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିଜ ଅଭିନୟ ଯାଦୁରେ ସେ ଘରେ ଘରେ...

ଗର୍ଭାବସ୍ଥାରେ ଏମିତି ଅନୁଭବ କରୁଛନ୍ତି ଅନୁଷ୍କା, କଲେ ଖୁଲାସା

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜିକାଲି ତାଙ୍କ ଗର୍ଭଧାରଣ ସମୟକୁ ଉପଭୋଗ କରୁଛନ୍ତି। ଏବେ...

ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛା ରଖିଛନ୍ତି ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ବିଭିନ୍ନ ସମୟରେ ଏମିତି କିଛି କଥା କହି ଚର୍ଚ୍ଚାକୁ ଆସିବାକୁ ପସନ୍ଦ କରି ଥାଆନ୍ତି। କେବଳ ବଲିଉଡ୍‌...

୭୫ ଯୁବତୀଙ୍କୁ ଡେଟିଂ ପରେ ନେହାଙ୍କୁ ବିବାହ କରିଥିଲେ ଅଙ୍ଗଦ

ବଲିଉଡ୍‌ ଅଭିନେତା ଅଙ୍ଗଦ ବେଦୀ ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୩ ମସିହା ଫେବୃୟାରୀ ୬ରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ବିଶେନ ସିଂ...

Coronavirus Update


Archives

Model This Week

Why Dharitri