ଭାଇରାଲ ହେଉଛି ବଲିଉଡ୍‌ ଅଭିନେତ୍ରୀଙ୍କ ପୁରୁଷ ରୂପ

ବମ୍ବେ: ଭାରତୀୟ କ୍ରିକେଟରଙ୍କ ‘ଫିମେଲ୍‌ ଭର୍ସନ’ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏବେ ବଲିଉଡ୍‌ ଅଭିନେତ୍ରୀଙ୍କ ପୁରୁଷ ରୂପ ଚର୍ଚ୍ଚାରେ। ଦୀପିକା ପାଦ୍ୟୁକୋନ୍‌ଠାରୁ ଆରମ୍ଭ କରି ସୋନମ କପୁର, କଙ୍ଗନା ରାଣାଓ୍ବତଙ୍କ ପୁରୁଷ ରୂପର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଛୋଟ ଚୁଟି ସାଙ୍ଗକୁ ଦାଢ଼ି, ନିଶ ଥାଇ ଅଭିନେତ୍ରୀମାନଙ୍କୁ ଦେଖିବାକୁ ମିଳୁଛି। ଫଟୋଗୁଡ଼ିକୁ ଦେଖି ଲୋକମାନେ ଘଡିଏ ଅଟକି ଯାଉଛନ୍ତି। ଫେସବୁକ୍‌ରେ ଶକ୍ତ ଲୋଣ୍ଡା ନାମରେ ଜଣେ ବ୍ୟବହାରକାରୀ ଫଟୋଗୁଡ଼ିକୁ ପୋଷ୍ଟ କରିଛନ୍ତି। ପୂର୍ବରୁ ଅଭିନେତ୍ରୀମାନଙ୍କ ବୃଦ୍ଧାବସ୍ଥାର ଫଟୋ ଭାଇରାଲ ହୋଇଥିଲା। ସେମାନେ ନିଜେ ଏହାକୁ ନିଜର ସୋସିଆଲ ପୃଷ୍ଠାରେ କରିଥିଲେ ଶେୟାର। ଏବେ ପ୍ରିୟଙ୍କା ଚୋପ୍ରା, ଆଲିଆ ଭଟ୍ଟ, ଶ୍ରଦ୍ଧା କପୁର, ପ୍ରାଚୀ ଦେଶାଇ, ତାପସୀ ପନ୍ନୁ, ୟାମୀ ଗୌତମ, ଅନନ୍ୟା ପାଣ୍ଡେ, ପରିଣିତି ଚୋପ୍ରା, ଭୂମି ପେଡନେକର, ଉର୍ବଶୀ ରୌତେଲା ଆଦି ଅଭିନେତ୍ରୀଙ୍କ ପୁରୁଷ ରୂପ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ତାଣ୍ଡବ’ ବିବାଦ : ନିର୍ଦ୍ଦେଶକଙ୍କ ଘରେ ୟୁପି ପୋଲିସ

ମୁମ୍ବାଇ,୨୧।୧: ନିକଟରେ ଆମାଜନ ପ୍ରାଇମରେ ରିଲିଜ ହୋଇଥିବା ଓ୍ବେବ ସିରିଜ୍‌ ‘ତାଣ୍ଡବ’କୁ ନେଇ ଦେଖାଦେଇଥିବା ବିବାଦ ଥମିବାର ନା ନେଉନାହିଁ। ଚାରି ଆଡ଼ୁ ସମାଲୋଚନା ସମ୍ମୁଖୀନ...

ଶବାନାଙ୍କ ଡ୍ରାଇଭରଙ୍କ ନାଁରେ ଆସିଲା ଅଭିଯୋଗ

ମୁମ୍ବାଇ,୧୯।୧: ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜମୀ ଶନିବାର ଏକ କାର୍‌ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଖବର ମିଳିଥିଲା। ଏଥିରେ ତାଙ୍କ ଡ୍ରାଇଭର ମଧ୍ୟ ଆହତ...

ସେହି ୪ ମିନିଟ୍‌

ବିଶେଷଭାବରେ କୌଣସି ସିନେମାରେ ଲିପ୍‌-ଲକ୍‌ ସିନ୍‌କୁ ନେଇ ବେଶି ଚର୍ଚ୍ଚା ହୋଇଥାଏ। କିଛି ବର୍ଷ ପୂର୍ବରୁ ଏପରି ଶଟ୍‌ ଦେଇ ମଲ୍ଲିକା ଶେରାଓ୍ବତ ଚର୍ଚ୍ଚିତ ହୋଇଥିଲେ।...

ମା’ଙ୍କଠାରୁ କଥକ ଶିଖୁଛନ୍ତି ଭୂମୀ

ମୁମ୍ବାଇ: ଲକ୍‌ଡାଉନ ପାଇଁ ଏବେ ସବୁ ବଲିଉଡ୍‌ ଷ୍ଟାର ଘରେ ଏକ ପ୍ରକାର ବନ୍ଦ ହୋଇ ରହିଛନ୍ତି କହିଲେ ଚଳେ। ଆଉ ଏହି ସମୟରେ କିଏ...

ଏହି ଅଭିନେତ୍ରୀଙ୍କୁ ବ୍ରେଷ୍ଟ୍‌ କ୍ୟାନସର

ମୁମ୍ବାଇ: ଅନେକ ଟିଭି ସିରିୟଲରେ ଅଭିନୟର ଯାଦୁ ଦେଖାଇଥିବା ଅଭିନେତ୍ରୀ ଛବି ମିତ୍ତଲ ଏବେ କ୍ୟାନସର ସହ ଲଢୁଛନ୍ତି। ତାଙ୍କୁ ବ୍ରେଷ୍ଟ୍‌ କ୍ୟାନସର ହୋଇଛି। ଏନେଇ...

ଏକଦା କପୁର ପରିବାରର ଏହି ଅଭିନେତାଙ୍କ ପ୍ରେମରେ ଉବୁଟୁବୁ ହେଉଥିଲେ ରାଧିକା, ହେଲେ ବିଦେଶୀ ପ୍ରେମିକଙ୍କ…

ବମ୍ବେ: ବଲିଉଡ୍‌ ଫିଲ୍ମଜଗତର ପ୍ରତିଭାବାନ ଅଭିନେତ୍ରୀଙ୍କ ମଧ୍ୟରୁ ରାଧିକା ଆପ୍ତେ ଜଣେ। ଅଭିନୟରେ ତାଙ୍କର ନିଖୁଣତା ସ୍ପଷ୍ଟ ବାରି ହୋଇ ପଡେ। ନିଜ ଚରିତ୍ର ମଧ୍ୟରେ...

ଟ୍ରାଡିସ୍‌ନାଲ ଲୁକ୍‌ରେ ଆଲିଆ-ରଣବୀର

ମୁମ୍ବାଇ,୮।୬: ବି ଟାଉନର ଚର୍ଚ୍ଚିତ ଯୋଡି ଆଲିଆ ଭଟ୍ଟ ଓ ରଣବୀର କପୁର ଏବେ ବାରଣାସୀରେ ଅଛନ୍ତି। ସେଠାରେ ସେମାନେ ନିଜର ଅପ୍‌ କମିଂ ଫିଲ୍ମ...

ନିର୍ମାତାଙ୍କ ସହ ହୋଇଥିବା ଆଲୋଚନା ବିଷୟରେ ଖୁଲାସା କଲେ ନାଗା

ଅଭିନେତା ନାଗା ଚୈତନ୍ୟ ସାଉଥ୍‌ର ଅଭିନେତାମାନଙ୍କ ମଧ୍ୟରୁ ଅନ୍ୟତମ। ବର୍ତ୍ତମାନ ତାଙ୍କୁ ଅମିରଙ୍କ ଫିଲ୍ମ ‘ଲାଲ୍‌ ସିଂ ଚଡ୍ଡା’ରେ ଦେଖିବାକୁ ମିଳିବ। ତେବେ ଅଭିନେତାଙ୍କ ଏହା...

Advertisement
Archives

Model This Week